ନାବାଳିକା ଦୁର୍ଷ୍କମୀକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ
ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍ ଦଣ୍ଡ
ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍ ଦଣ୍ଡ । ଦୋଷୀ ସୁନୀଲ ନାୟକକୁ ଦଣ୍ଡାଦେଶ ଦେଲେ ପୋକୋ କୋର୍ଟ । ୨୦୧୮ କୋଲିୟରୀ ଥାନା ଅଂଚଳରେ ଏକ ଦୁଷ୍କର୍ମ ଘଟିଥିଲା ।








