Tag: #police
ପାରାଦୀପ ପୋଲିସ୍ ହାତରେ ବ୍ରାଉନ୍ ସୁଗାର୍ ଓ ବେପାରୀ
ପାରାଦୀପ ଅଞ୍ଚଳରେ ହେଉଥିବା ଚୋରା ବ୍ରାଉନ୍ ସୁଗାର୍ ନିଶା କରିବାର ର ବଡ ସୁରାକ ମିଳିଛି
ପାରାଦୀପ ଥାନା ରେ ୧୧ ସନ୍ଦିଗ୍ଧ ଅଟକ
କାଗଜ ପତ୍ର ଯାଞ୍ଚ୍ ସହ ଚାଲିଛି ପଚରା ଉଚରା , ବାଂଲାଦେଶୀ ଓ ବାଂଲାଭାଷୀ ନେଇ ଦ୍ବନ୍ଦ
ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା ମଧୁସ୍ମିତା ପରିଡା
ଆତ୍ମହତ୍ୟା ପୂର୍ବରୁ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ଜୀବନର ଶେଷ ଭିଡିଓ ଶେୟାର କରିଥିଲେ ସାମ୍ୱାଦିକ ମଧୁସ୍ମିତା ପରିଡ଼ା ।
ଓଡ଼ିଶା ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଓଡିଶାରେ ଚତୁର୍ଥ ପର୍ଯ୍ୟlୟ ସାଧାରଣ ନିର୍ବାଚନ ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବା ନିମନ୍ତେ ରାଜ୍ୟ...
ବନ୍ଧା ହେଲେ ୫ ଅଭିଯୁକ୍ତ, ବ୍ୟବହୃତ ୨ଟି ୪ଚକିଆ ଯାନ ସହ ନଗଦ ଟଙ୍କା...
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ଚୋରା କୋଇଲା କାରବାର ରେ ପାରାଦୀପ ପୋଲିସ୍ କୁ ଏକ ବଡଧରଣର ସଫଳତା ମିଳିଛି
ପାରାଦୀପ ବନ୍ଦର ରୁ ମୁଲ୍ୟବାନ୍ କୋଇଲା ଲୁଟ୍
ସନ୍ଦେହ ବଳୟରେ ସିଆଇଏସ୍ଏଫ୍ ଓ କ୍ରାଇମ୍ ସ୍କ୍ୱାର୍ଡ , ଟପ୍ ଟୁ ବଟମ୍ ଏନଭଲପ୍
ନିର୍ବାଚନ ପୂର୍ବରୁ ଦାଖଲ କର ବନ୍ଧୁକ
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ଲୋକଙ୍କୁ କମିଶନର୍ ପୋଲିସର ନିର୍ଦ୍ଦେଶ
ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସର୍ବୋତ୍ତମ ବୃତ୍ତିଗତ ସେବା ପ୍ରଦାନ...
ତିନି ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଅପରାହ୍ନରେ ଷଷ୍ଠ ବାଟାଲିୟନ ପରିସରରେ ଉଦଯାପିତ ହୋଇଯାଇଛି
ବାଙ୍ଗିରିପୋଷି ଘାଟିରେ ପୁଲିସ ଗାଡି ସହ କଣ୍ଟେନର ମୁହାଁମୁହିଁ ଧକ୍କା:୨୦...
ପଞ୍ଚପୀଢ କରଞ୍ଜିଆ ଅଞ୍ଚଳରୁ ୨୦ରୁ ଅଧିକ ରିଜର୍ଭ ପୁଲିସକୁ ନେଇ ବାରିପଦା ଆସୁଥିବାବେଳେ ପୁଲିସ ଗାଡି ସହ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି |
ଆଗୁଆ ଶୁଭେଚ୍ଛା ଦେଇ ନିଲମ୍ବିତ ହେଲେ ତେଲେଙ୍ଗାନା DGP
ମହଙ୍ଗା ପଡ଼ିଲା ଆଗୁଆ ଶୁଭେଚ୍ଛା, ନିଲମ୍ବିତ ହେଲେ ତେଲେଙ୍ଗାନା DGP
ମୟୁରଭଞ୍ଜ ପୋଲିସ କୁ ବଡ ସଫଳତା
ମୟୁରଭଞ୍ଜ ପୋଲିସକୁ ବଡ ସଫଳତା, ୨୧ ଜଣ ଶିକାରୀଙ୍କୁ ଗିରଫ ସହ ୧୬୫ଟି ବନ୍ଧୁକ ଜବତ
ଦୀକ୍ଷାନ୍ତ ସମାରୋହ
ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (BPSPA) ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି...








