Posts
ଆଜି ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’, ଗୁଜରାଟରେ ହାଇ ଆଲର୍ଟ, ୭୦ ହଜାରରୁ...
ଆରବ ସାଗରରେ ସୃଷ୍ଟ ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଆଜି ଗୁଜରାଟର କଚ୍ ଜିଲ୍ଲାର ଜଖାଉ ବନ୍ଦର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ
ବିଜେଡି ର ବିକ୍ଷୋଭ
ଗ୍ୟାସ ସିଲିଣ୍ଡର, କାଠଚୁଲା ଧରି ରାଜଭବନ ସମ୍ମୁଖରେ ବିକ୍ଷୋଭ କଲା ବିଜେଡି ଗତ ୯ ବର୍ଷରେ ୩ ଗୁଣା ବଢିଛି ଗ୍ୟାସ୍ ଦର ୨୦୧୪ରେ ଥିଲା ୪୧୦ ଟଙ୍କା, ଏବେ ୧୧୩୦...
ବସ ଓ ଟ୍ରେଲର ଧକ୍କା, ୧୨ରୁ ଅଧିକ ଆହତ
ବସ ଟ୍ରେଲର ଧକ୍କା । ଝାରସୁଗୁଡ଼ା ଲଖନପୁର ଥାନା ଅନ୍ତର୍ଗତ ଜୁନିଆନାରେ ଦୁର୍ଘଟଣା ।
ଜୁନ ୧୯ ରେ ଗ୍ରିଡ଼କୋ ଅଫିସ ଘେରିବ କଂଗ୍ରେସ – ଶରତ ପଟ୍ଟନାୟକ
ପ୍ରତିଶୃତି ପରେ ପ୍ରତିଶୃତି କିନ୍ତୁ ଗୋଟିଏ ବି ପ୍ରତିଶୃତି ପାଳନ କରିବାରେ ରାଜ୍ୟରେ ବିଜେଡ଼ି ସରକାର ସଂପୂର୍ଣ୍ଣରୂପେ ବିଫଳ । ଜନଶୋଷଣ ଓ ମାରଣ ହେଉଛି ଏ ସରକାରର...
ଗୁଜରାଟ ମୁହାଁଇଛି ବଡ଼ବାତ୍ୟା ‘ବିପର୍ଯ୍ୟୟ’: ସେନାର ୩ ବାହିନୀକୁ...
ଆରବ ସାଗରରେ ସୃଷ୍ଟି ହୋଇଥିବା ବଡ଼ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଭୀଷଣ ରୂପ ଧାରଣ କରି ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଉଛି।
ଅମିତ ଶାହାଙ୍କ ଓଡିଶା କାର୍ଯ୍ୟକ୍ରମ ସ୍ଥଗିତ
ଆସନ୍ତା ୧୭ରେ ହେବାକୁ ଥିବା ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ ହୋଇଛି ।
ବନ୍ଦର ନଗରୀ ପାରାଦୀପ ରେ ଆୟୋଜିତ ହେଲା ରଜ ମହୋତ୍ସବ 2023
ବାରମାସ ରେ ତେର ପରବ ଭିତରେ ରଜ ପରବ କୁ ସମସ୍ତେ ଉତ୍ସାହ ର ସହିତ ପାଳନ କରୁଥିବା ବେଳେ ଦିର୍ଘ ତିନି ଦିନ ଧରି ଚାଲି ବାର ଥିବା ରଜ ମହୋତ୍ସବ 2023କୁ ବଡ଼ ଧୁମଧାମରେ...
ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଅଫ ଦ ଇୟର
ସେଣ୍ଟ୍ରାଲ ବ୍ୟାଙ୍କିଂ ଲଣ୍ଡନ ଦ୍ୱାରା ଶକ୍ତିକାନ୍ତ ଦାସ ‘ଗଭର୍ଣ୍ଣର ଅଫ ଦ ଇୟର’ ବିବେଚିତ ହୋଇଛନ୍ତି । ଏବେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଅଛନ୍ତି ଶକ୍ତିକାନ୍ତ...
ଜନଜାତି ଖେଳ ମହୋତ୍ସବ ଉଦଘାଟିତ
ଓଡ଼ିଶାକୁ ଜନଜାତି ଖେଳ ମହୋତ୍ସବ ର ପ୍ରଥମ ସଂସ୍କରଣ ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
ଆଜି ପହିଲି ରଜ
ସରିଛି ସଜବାଜ, ଆଜି ପହିଲି ରଜ, କୋଣେ ଅନୁକୋଣେ ମହକିବ ପୋଡ଼ ପିଠା ଓ ରଜ ପାନ ସାଙ୍ଗକୁ ରଜ ଦୋଳି, ଓ ତାସ୍ ଲୁଡୁ ଖେଳ ର ମଜା
ଗ୍ୟାସ ଦର ହ୍ରାସ ଦାବିରେ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି
ନଅ ବର୍ଷରେ ୩ ଗୁଣା ବଢିଲାଣି ଏଲ୍ପିଜି ଦର ୨୦୧୪ରେ ଗ୍ୟାସ ସିଲିଣ୍ଡର ଦର ଥିଲା ୪୧୦ ଟଙ୍କା ଦର ବୃଦ୍ଧି ଯୋଗୁଁ ଲୋକେ ଫେରାଇଲେଣି ଉଜ୍ୱଳା ସଂଯୋଗ
ପାଚିକା -ସହାୟିକା ମାନଙ୍କୁ ଭତ୍ତା ବାଣ୍ଟିଲେ ମୁଖମନ୍ତ୍ରୀ
ମା ପରି ପିଲାମାନଙ୍କ ଖାଇବା ଦାୟିତ୍ୱ ସ୍କୁଲରେ ନେଉଛନ୍ତି ପାଚିକା ଓ ସହାୟିକା, ସାରା ସମାଜ ଆପଣମାନଙ୍କ ନିକଟରେ ଋଣୀ- ମୁଖ୍ୟମନ୍ତ୍ରୀ
ମହାପ୍ରଭୁଙ୍କ ରଥଯାତ୍ରାକୁ ସୁରୁଖୁରରେ ଶେଷ କରିବା ଆମ ସମସ୍ତଙ୍କର...
ରଥଯାତ୍ରାକୁ ନେଇ ଆଜି ଶେଷ ସମନ୍ୱୟ ବୈଠକ ବସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଆଜି ବାନ୍ଧିଛି...








