ଓଡିଶା ପାଇଁ ଲଜ୍ଜ୍ୟା ଜନକ- ଲେଖାଶ୍ରୀ
ନିର୍ଯାତନା ପାଇଁ ମହିଳା ହୋମଗାର୍ଡ ଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା

ନିର୍ଯାତନା ପାଇଁ ମହିଳା ହୋମଗାର୍ଡ ଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ଓଡିଶା ପାଇଁ ଲଜ୍ଜ୍ୟା ଜନକ କହିଲେ ଲେଖାଶ୍ରୀ ସାମନ୍ତସିଂହର । ସୁରକ୍ଷା ଦେଉଥିବା ବ୍ୟବସ୍ଥା ନିର୍ଯାତନା ଦେଉଛି । ଆମେ ସଭ୍ୟ ହଉଛେ କି ଆଦିମ କାଳ କୁ ଫେରି ଯାଉଛେ ? ବର୍ତମାନ ସମୟରେ ଏଭଳି ଘଟଣା ଗ୍ରହଣୀୟ ନୁହେଁ, ନିନ୍ଦା କରୁଛୁ । ତୁରନ୍ତ ତଦନ୍ତ ହେଉ , ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଲେ ଲେଖାଶ୍ରୀ ।