Paradip
ଟଙ୍କା ମାଗି ଅଡ଼ୁଆରେ ବନ୍ଦର ଅଧିକାରୀ
ଟେଣ୍ଟ୍ ହାଉସ୍ ସାମଗ୍ରୀ ଜଗାରଖା ପାଇଁ ବନ୍ଦର ଅଧିକାରୀ ତଥା ସାଗରିକା କଳା ନିକେତନ ସମ୍ପାଦକ ମାଗୁଛନ୍ତି ଟଙ୍କା, ସାଗରିକା କଳା ନିକେତନ ସମ୍ପାଦକ ଓ ମହାବୀର...
ଢିଲା ସୁରକ୍ଷା ବ୍ୟବସ୍ଥା , ଚକା ଖୋଲିଲା ବେଳେ ରିଙ୍ଗ୍ ବାଜି ଜଣେ...
ପାରାଦୀପ ସ୍ଥିତ ପିଆଇସିଟି ବା ପାରାଦୀପ ଇଣ୍ଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲ୍ ରେ ଦୁର୍ଘଟଣା, କମ୍ପାନୀ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ
ଧରା ପଡ଼ିଲା ଚୋରା ଚାଲାଣ, ୮ଟି ହାଇୱ୍ୱା ଗାଡ଼ି ଜବତ, ସର୍ବ ସାଧାରଣ...
ଚାଲିଛି ବେଧଡକ ଚୋରା ଚାଲାଣ, ଏହା ଲୋକ ଦେଖାଣିଆ ବୋଲି ହେଉଛି ଆଲୋଚନା
ଅମାୟିକ ବ୍ୟକ୍ତିତ୍ୱ ବୁଚୁନା ଙ୍କ ଅକାଳ ବିୟୋଗ
ପାରାଦୀପ ବାଲିଡିଆ ଅଞ୍ଚଳର ଅମାୟିକ ଯୁବ ବ୍ୟକ୍ତିତ୍ଵ ତଥା ଯୁବ ସମାଜ ସେବୀ ପ୍ରକାଶ କୁମାର ପଟ୍ଟନାୟକ ତଥା ଡାକ ନାମ ବୁଚୁନା ଙ୍କ ର ଆଜି କଟକ ବଡ଼ ଡ଼ାକ୍ତରଖାନାରେ...
ଶ୍ରେଷ୍ଠ ସ୍ଥାନରେ ପାରାଦୀପ ବନ୍ଦର , ୩ ଟି ଆୱାର୍ଡ ଗ୍ରହଣ କରି ହ୍ୟାଟ୍ରିକ...
ସର୍ବ ଭାରତୀୟ ସ୍ତରରେ ପାରାଦୀପ ବନ୍ଦରକୁ ମିଳିଲା ସାଗର ଶ୍ରେଷ୍ଠ ସମ୍ମାନ , କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଗଲା ୩ ଟି ଶ୍ରେଷ୍ଠ ଆୱାର୍ଡ...
ଯୋଡି ହେଲା ସଫଳତା ର ଆଉ ଏକ ଫର୍ଦ୍ଦ
ଓଡ଼ିଶା ଷ୍ଟିଭେଡୋରସ୍ ଲିମିଟେଡ୍ (OSL) ତାର କାର୍ଯ୍ୟ ଦକ୍ଷତା କ୍ଷେତ୍ରରେ ସଫଳତା ନେଇ ଯୋଡି ହେଲା ଆଉ ଏକ ପୃଷ୍ଠା , ଟିମ୍ ପାରାଦୀପ କୁ ଅଭିନନ୍ଦନ ଜଣାଇଲେ...
ପାରାଦୀପ ବନ୍ଦରରେ ନୂତନ ଉପାଧ୍ୟକ୍ଷ
ଭାରତୀୟ ରାଜସ୍ୱ ସେବା ଅଧିନସ୍ଥ ୨୦୦୮ ବ୍ୟାଚ୍ ର ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ନୀଲଭ୍ରା ଦାସଗୁପ୍ତା ଆଜି ବିଦ୍ଧିବଦ୍ଧ ଭାବେ ପାରାଦୀପ ବନ୍ଦର ପ୍ରାଧିକରଣର ଉପାଧ୍ୟକ୍ଷ...
ପାରାଦୀପ ପୋଲିସ ର ବଡ ସଫଳତା
ଗାଡ଼ି ଯାଞ୍ଚ ସମୟରେ ଧରାପଡିଲେ ଚୋର ରାକେଟ୍ , ୧୪ଟି ୨ଚକିଆ ଗାଡ଼ି ଉଦ୍ଧାର, ୩ସମ୍ପୃକ୍ତ ଗିରଫ
ଜେଏସଡବ୍ଲୁ ପକ୍ଷରୁ ଡ୍ରାଇଭର ମାନଙ୍କୁ ୧୦୦ ଦିନ ପାଇଁ ବିସ୍କୁଟ ଓ...
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରାଜ୍ୟ ବାହାରୁ ଲୁହାପଥର ଆଣି ଆସୁଥିବା ଟ୍ରକ୍ ଡ୍ରାଇଭର ମାନଙ୍କୁ ଜେଏସଡବ୍ଲୁ ଷ୍ଟିଲ ପକ୍ଷରୁ ସମସ୍ତ ଡ୍ରାଇଭର...
ଅସଫଳ ହୋଇଛି ବିଜୁ ବାବୁଙ୍କ ଉଦ୍ଦେଶ୍ୟ
ଏନେଇ ସ୍ଥାନୀୟ ନେତୃତ୍ୱ କୁ ଦାୟୀ କଲେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ
Labour day celebrate Iffco employees association
IFFCO plant observed Labour's day on the occasion of May 1st Labour Day. IFFCO Paradeep Unit
ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ
ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ।
ଜାହାଜରୁ ଖସିପଡ଼ିଲେ ଋଷୀୟ ନାବିକ
ପାରାଦୀପ ବନ୍ଦର ଏସ୍କ୍ୟୁ ବର୍ଥରେ ସୋମବାର ପୂର୍ବାହ୍ନରେ ଲାଗିଥିବା ଏକ ପଣ୍ୟବାହୀ ଜାହାଜରେ ଦୁର୍ଘଟଣା ଘଟିଛି।
ପୋର୍ଟସାଇଡ୍ ସେଲସ୍ ଆଣ୍ଡ କାଫେ ଲୋକାର୍ପିତ
ପାରାଦ୍ଵୀପ ସର୍କିଟ ହାଉସ ପରିସରରେ ସ୍ଥାପିତ ପୋର୍ଟସାଇଡ୍ ସେଲସ୍ ଆଣ୍ଡ କାଫେ ଉଦଘାଟିତ
ପୋର୍ଟସାଇଡ୍ ଆଉଟଲେଟ୍ ଏବଂ କାଫେ ଉଦଘାଟିତ
ପୋର୍ଟସାଇଡ୍ ଆଉଟଲେଟ୍ ଏବଂ କାଫେକୁ ମୁଖ୍ୟ ଅତିଥି ଶ୍ରୀମତୀ ଗୁହା ପୁନମ୍ ତାପସ କୁମାର, ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ଧିବଦ୍ଧ ଭାବେ ଉଦଘାଟନ...
ଏଏମ /ଏନଏସ ଇଣ୍ଡିଆ ଦ୍ୱାରା ଆୟୋଜିତ ଉଡାନ ଇଣ୍ଟର ଭିଲେଜ୍ କ୍ରିକେଟ୍...
ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ /ଏନଏସ ଇଣ୍ଡିଆ) ପକ୍ଷରୁ ନିକଟସ୍ଥ ଗ୍ରାମର ଯୁବକମାନଙ୍କୁ ଉଦ୍ଦେଶ୍ୟରେ ଦିବା ରାତ୍ର ଗ୍ରାମ୍ୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ...
ପାରାଦୀପ ବନ୍ଦର ଡିଟିଆର୍ ରୁ ଲିଭିଲା ପାଇଓନିଅର ଗ୍ଲୋରି ର ନାମ
ଫେକ୍ ନିୟୁଜ୍ ବୋଲି ପ୍ରଚାର କରୁଥିବା ସମାଲୋଚକ ଙ୍କୁ ଶକ୍ତ ଧକ୍କା
ଫେରିଗଲା ଜାହାଜ ପାଇଓନିଅର ଗ୍ଲୋରି
ଚତୁର୍ଥ ଦିନରେ ଫେରିଲା, ହାତ ଟେକିଦେଲା ଶକ୍ତି ସିପିଙ୍ଗ୍, ହୋଇ ପାରିଲା ନାହିଁ କଳା କାରନାମା
ହୋଇ ଥାନ୍ତା କି ବଡ଼ ବିଲ୍ , ଚତୁର୍ଥ ଦିନ ରେ ପାଇଓନିଅର ଗ୍ଲୋରି
ପରିଚାଳକ ତଥା ମାଲିକ କରିଥାନ୍ତେ କି ଡିଲ୍ ? ନାହିଁ କି ଅନ୍ତର୍ଯ୍ୟାମୀ ଙ୍କ ଆନ୍ତରିକତା
ବିଚରା ପାଇଓନିଅର ଗ୍ଲୋରି
ପୋର୍ଟ୍ ଡିଟିଆର୍ ରିପୋର୍ଟ ରେ ନଟ୍ ରେଡି ସେଗମେଣ୍ଟ୍ ରେ ୨ୟ ଦିନରେ ୩ୟ ସ୍ଥାନ , କଣ ହେବ ???









