ଅସଫଳ ହୋଇଛି ବିଜୁ ବାବୁଙ୍କ ଉଦ୍ଦେଶ୍ୟ

ଏନେଇ ସ୍ଥାନୀୟ ନେତୃତ୍ୱ କୁ ଦାୟୀ କଲେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ

ଅସଫଳ ହୋଇଛି ବିଜୁ ବାବୁଙ୍କ ଉଦ୍ଦେଶ୍ୟ , ଏନେଇ ସ୍ଥାନୀୟ ନେତୃତ୍ୱ କୁ ଦାୟୀ କଲେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ,

ପାରାଦୀପ ଶିଳ୍ପାଞ୍ଚଳର ଅଗ୍ରଣୀ ଶ୍ରମିକ ସଂଗଠନ ପୂର୍ବ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି।

ଏହି ଉପଲକ୍ଷେ କଟକ ବାରବାଟୀ ର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ସମାବେଶ କୁ ଉଦଘାଟନ କରିଥିଲେ ,

ଯୁବ ଶ୍ରମିକ ନେତା ଗୋଲେଖ ନାୟକ ଙ୍କ ନେତୃତ୍ୱ ରେ ଯୋଗ ଦେଲେ ଅନେକ ବରିଷ୍ଠ ନେତୃବର୍ଗ

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ