Bhubaneswar

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।

ଅର୍ଚ୍ଚନା ନାଗ୍ ଙ୍କୁ ହତ୍ୟା ଧମକ

ହତ୍ୟା ପାଇଁ ଧମକ ମିଳୁଥିବା ଅର୍ଚ୍ଚନାଙ୍କ ଅଭିଯୋଗ -‘ମୋ ଜୀବନ ପ୍ରତି ବିପଦ ଅଛି’

୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

ସିଧାସଳଖ କ୍ୟାପିଟାଲ ଲ କଲେଜକୁ ଯାଇ ଦେଲେ ପରୀକ୍ଷା । କହିଲେ, ତଦନ୍ତରେ କରିବେ ସହଯୋଗ

ରାଜ୍ୟପାଳଙ୍କ ଦ୍ଵାରା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର...

ବହିର ବିକଳ୍ପ ନାହିଁ। ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡା ମୃତ

ନନ୍ଦନକାନନ ସରୀସୃପ ଉଦ୍ୟାନର ୪୬ ନମ୍ବର ଖୁଆଡ଼ରେ ଏକ ଅଣ୍ଡିରା ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି

ରାଜଧାନୀରେ ସକ୍ରିୟ ବାଇକ୍‌ ଲୁଟେରା ଗ୍ୟାଙ୍ଗ : ୩ ଗିରଫ, ୨୩ ବାଇକ୍‌...

ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ବାଇକ୍‌ ଲୁଟେରା ଗ୍ୟାଙ୍ଗ। ଆଖି ପିଛୁଳାକେ ବାଇକ୍‌ ତାଲା ଭାଙ୍ଗି ନେଇ ଫେରାର୍‌ ହୋଇଯାଉଛନ୍ତି।

ସ୍ପା’ ସେଣ୍ଟରରେ ଚାଲିଥିଲା ସେକ୍ସ କାରବାର

ଅନଲାଇନରେ ବୁକିଂ କରୁଥିଲେ ଗ୍ରାହକ, ଫିଜିଓ ଥେରପି ଓ ଆୟୁର୍ବେଦ ଚିକିତ୍ସା ନାମରେ ଦିଆଯାଉଥିଲା ଦୈହିକ ସୁଖ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆରଡବ୍ଲ୍ୟୁଏସ ଆଣ୍ଡ ଏସ)ର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଜଧାନୀରେ ହୃଦୟ ବିଦାରକ ଦୃଶ୍ୟ, ନିଜ ଦେହରେ ନିଆଁ ଲଗେଇଲେ ଯୁବକ

ଦୟ ବିଦାରକ, ବୀଭତ୍ସ ଓ ଛତିଥରା ଥିଲା ସେ ଦୃଶ୍ୟ। ଯାହାକୁ ଦେଖିହେବନି କି ବର୍ଣ୍ଣନା କରିହେବ ନାହିଁ।

ସି ଫୁଡ୍ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ : ଜଲିଗଲା ବିଲ୍ଡିଂର ଦୁଇଟି...

ସି ଫୁଡ୍ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ : ଜଲିଗଲା ବିଲ୍ଡିଂର ଦୁଇଟି ଫ୍ଲୋର୍

ବରିଷ୍ଠ ପ୍ରଶାସକ ସଂଗ୍ରାମ ମହାପାତ୍ରଙ୍କ ଲିଖିତ “ଜନ୍ମଭୂମିର ଯୋଦ୍ଧାମାନେ”ପୁସ୍ତକ...

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ସଂଗ୍ରାମ ମହାପାତ୍ରଙ୍କ ଲିଖିତ “ଜନ୍ମଭୂମିର ଯୋଦ୍ଧାମାନେ”ପୁସ୍ତକ ଉନ୍ମୋଚିତ

ଉଦ୍‌ଘାଟନ ହେଲା ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପ୍‌ ୱେ

ଉଦ୍‌ଘାଟନ ହେଲା ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପ୍‌ ୱେ

ଆସନ୍ତାକାଲି ଉଦଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପୱେ

ଆସନ୍ତାକାଲି ଉଦଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପୱେ

ରାଜଧାନୀରେ ଜଳିଗଲା ୫ ବସ୍

ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍‌ ପାଉଁଶ ହୋଇଯାଇଛି

ରାଜ୍ୟର ବିଭିନ୍ନ ସ୍ଥାନରେ ଦୀପାବଳିରେ ଅଘଟଣ

ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ବାଣ ଫୁଟାଇ ଅନେକ ଆହତ ହୋଇଛନ୍ତି ।

ଦୀପାବଳିରେ ଅଘଟଣ, ତମାଣ୍ଡୋରେ ଜଳିଗଲା ବସ୍‌

ଭୁବନେଶ୍ୱର ତମାଣ୍ଡୋରେ ଅଘଟଣ । ଦୀପାବଳିରେ ବସରେ ଲାଗିଲା ନିଆଁ । ଦୀପାବଳି ସମୟରେ ରାଜଧାନୀ ଭୁବନେଶ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।

ଜେଲରୁ ମୁକୁଳିଲେ ପ୍ରଯୋଜକ ଟୁଟୁ ନାୟକ

ଜାମିନ ମିଳିଲା ପରେ ସେ ଭୁବନେଶ୍ୱର ଝାରପଡ଼ା ଜେଲରୁ ମୁକୁଳିଛନ୍ତି।