Bhubaneswar

ପୁଣି ସାଲିଆ ସାହିରେ ଠାବ ହେଲା ଚୋରା ଦେଶୀ ମଦଭାଟି

ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍

ଥାନାରେ ପଢ଼ାଇଲେ ଆଇନର ପାଠ

ଥାନାରେ ପୋଲିସକୁ ମହିଳାଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାଜଧାନୀରେ ଗୁଣି ଗାରେଡ଼ି

ରାଜଧାନୀରେ ଚାଲିଥିଲା ଗୁଣି ଗାରେଡ଼ି । ଘର ଭିତରେ ଚାରି ଆଡେ଼ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା

ପରଲୋକ ରେ ବରିଷ୍ଠ ଉପ ପ୍ରବନ୍ଧକ ରବିନ୍ଦ୍ର ଶୁକ୍ଳା 

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ପୁର୍ବତନ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ରବିନ୍ଦ୍ର ଶୁକ୍ଳା ଙ୍କ ଗତ ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ଆପୋଲୋ ହସ୍ପିଟାଲରେ ପରଲୋକ ହୋଇ...

ରାଜଧାନୀରେ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ

ରାଜଧାନୀରେ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ। ଏୟାରଫିଲଡ ଥାନା କୁହା ଗ୍ରାମରେ ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା ମଧୁସ୍ମିତା ପରିଡା

ଆତ୍ମହତ୍ୟା ପୂର୍ବରୁ ନିଜର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍ ରେ ଜୀବନର ଶେଷ ଭିଡିଓ ଶେୟାର କରିଥିଲେ ସାମ୍ୱାଦିକ ମଧୁସ୍ମିତା ପରିଡ଼ା ।

ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ସପ୍ତମ ବାଟାଲିୟନର ସିପାହୀ ଦୁର୍ଯ୍ୟୋଧନ ମହାନ୍ତି

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ଉଦଘାଟିତ

ଖୋର୍ଦ୍ଧା ଅନ୍ତର୍ଗତ କେଶୁରା ନିକଟସ୍ଥ କୋରଡକଣ୍ଟା ଗ୍ରାମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଅର୍ଚ୍ଚିତା...

ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟାରା, ୨ଟି ଫ୍ଲାଟ୍ ରୁ...

ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱରର ଏକ ଖବରକାଗଜ ଅଫିସରେ ଇଡି ରେଡ୍

ପୁଣି ଆକ୍ସନ ମୁଡକୁ ପଳାଇ ଆସିଛି ଇଡି

ନବନିର୍ମିତ ବରମୁଣ୍ଡା ବସଷ୍ଟାଣ୍ଡ ଅର୍ଥାତ୍ ବାବାସାହେବ ଭୀମରାଓ ଆମ୍ବେଡକର...

ନବନିର୍ମିତ ବରମୁଣ୍ଡା ବସଷ୍ଟାଣ୍ଡ ଅର୍ଥାତ୍ ବାବାସାହେବ ଭୀମରାଓ ଆମ୍ବେଡକର ବସ୍‌‌ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ମା' ମଙ୍ଗଳା ବସ୍ତିରେ ବିଲ୍‌ ଗେଟ୍‌ସ

ଭୁବନେଶ୍ଵର ରେ ବିଲ୍‌ ଗେଟ୍‌ସ

ଭୁବନେଶ୍ୱରର ନୂଆ କମିଶନର

ପରିବା ବିକାଳିରୁ IAS, ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ

ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା: ରାତି ୧୦ଟାରୁ ୧୦ଟା ୩୦ଭିତରେ ଉଠିବ...

ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା: ରାତି ୧୦ଟାରୁ ୧୦ଟା ୩୦ଭିତରେ ଉଠିବ ମହାଦୀପ

ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ

ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚରଣ ଘଟଣା

ବଦଳିଲା ଭୁବନେଶ୍ୱରର ପାସପୋର୍ଟ ସେବା କେନ୍ଦ୍ରର ଠିକଣା

ସୋମବାରଠାରୁ ଭୁବନେଶ୍ୱରର ପାସପୋର୍ଟ ସେବା କେନ୍ଦ୍ରକୁ ନୂଆ ସ୍ଥାନକୁ ସ୍ଥାନାନ୍ତର କରାଯିବ।