ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ
ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ

ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ । ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡ଼ିଓ ଭାଇରାଲ କରିବାକୁ ଧମକ । ବିହାରରୁ ଓଡିଶା ଆସି ଯୁବତୀଙ୍କୁ ପୁରୀ ନେଇଥିଲା ଅଭିଯୁକ୍ତ। ସେଠାରେ ଏକ ହୋଟେଲକୁ ନେଇଥିଲା । କଟକରୁ ଗିରଫ ହେଲା ସମୀର ମନସୁର। ଅଭିଯୁକ୍ତ ସୋସିଆଲ ମିଡ଼ିଆରରେ ବନ୍ଧୁତା ସୃଷ୍ଟି କରିଥିଲା ।
ବନ୍ଧୁତା ପରେ ଯୁବତୀଙ୍କ ଫଟୋ ନେଇ ବ୍ଲାକମେଲିଙ୍ଗ କରୁଥିଲା। ସୋସିଆଲ ମିଡ଼ିଆରେ ଫଟୋକୁ ଅଶ୍ଳୀଳ କରି ପୋଷ୍ଟ କରି ମାଗୁଥିଲା ଟଙ୍କା । ଯୁବତୀ ମହିଳା ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ।