State
ମିନାକ୍ଷୀ ହେଲେ ମହିଳା କଂଗ୍ରେସ ସଭାପତି
ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି...
ବାଜି ମାରିଲା ଓଡିଶାର ପ୍ରଜ୍ଞାପନ ମେଢ ।
ବାଜି ମାରିଲା ଓଡିଶା, ସାଧାରଣତନ୍ତ୍ର ଦିବସରେ ପ୍ରଥମ ସ୍ଥାନ ଅକ୍ତିଆର କଲା ଓଡିଶାର ପ୍ରଜ୍ଞାପନ ମେଢ ।
ନବଦାସଙ୍କ ମୃତ୍ୟୁକୁ ପୂରିଲା ବର୍ଷେ
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ପୂରିଲା ବର୍ଷେ
ପ୍ରଧାନମନ୍ତ୍ରୀଙ୍କୁ ବାଙ୍କୀର ଜଣେ ଛାତ୍ରୀଙ୍କ ପ୍ରଶ୍ନ
ପ୍ରଥମରୁ ବଡ଼ ଲକ୍ଷ୍ୟ ରଖି ଚାପ ନିଅନ୍ତୁ ନାହିଁ ବୋଲି ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ
ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
ରାଜ୍ୟରେ ପ୍ରାଣୀଧନ ଚିକିତ୍ସା ଠପ୍
ଦୁଇ ସପ୍ତାହ ହେବ ସମୂହ ଛୁଟିରେ ରାଜ୍ୟର ପ୍ରାଣୀ ଚିକିତ୍ସକ । ଫଳରେ ସବୁଠି ପ୍ରାଣୀଧନ ଚିକିତ୍ସା ପ୍ରଭାବିତ ।
ଆସନ୍ତାକାଲି ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ୍ଗେ
ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆସନ୍ତା ୨୯ ତାରିଖରେ 'ଓଡ଼ିଶା ବଂଚାଅ' ସମାବେଶରେ ଯୋଗଦେବେ।
ନିଆଁ ଲାଗିଥିବା ଜାହାଜରୁ ଉଦ୍ଧାର ହେଲେ ୨୨ ଭାରତୀୟ
ନିଆଁ ଲାଗିଥିବା ଜାହାଜରୁ ଉଦ୍ଧାର ହେଲେ ୨୨ ଭାରତୀୟ
ହୋମଯଜ୍ଞ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ସମଲେଇ ପୀଠ
ତେବେ ୩୦ତାରିଖ ପରେ ସାଧାରଣ ଶ୍ରଦ୍ଧାଳୁ ସମଲେଇ ପ୍ରକଳ୍ପ ବୁଲି ଭିନ୍ନ ଭିନ୍ନ ଅନୁଭୂତି ସାଉଁଟି ପାରିବେ ।
AIIMSରେ ରୋଗୀଙ୍କ ପାଇଁ ଲାଗୁ ହେବ ଏହି ସୁବିଧା
ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ AIIMSରେ ଲାଗୁ ହେବ ସ୍ମାର୍ଟ କାର୍ଡ।
ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ।
ଲୋୟର ପିଏମଜିରେ ଖଡ଼ଗେଙ୍କ ସମାବେଶ
ଆସନ୍ତା ୨୯ ତାରିଖ ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି
ଦେବଗଡରେ ହାତୀଦାନ୍ତ କାରବାର ଚାଲିଥିଲା ବେଳେ ୩ ଜଣ ଗିରଫ
ହାତୀଦାନ୍ତ ଡିଲ୍ କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ
ରୂପାନ୍ତରଣ ସ୍ପର୍ଶରେ ଝଲସୁଛି ମାଆ ସମଲେଇଙ୍କ ପୀଠ
ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ । ରୂପାନ୍ତରଣ ସ୍ପର୍ଶରେ ଝଲସୁଛି ମାଆ ସମଲେଇଙ୍କ ପୀଠ।
ବୋରିଗୁମ୍ମା ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ...
କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ...
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ
ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ୭୫ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି









