State
ଭିଜିଲାନ୍ସ ଜାଲରେ ରେଭିନ୍ୟୁ ସୁପରଭାଇଜର
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରେଭିନ୍ୟୁ ସୁପରଭାଇଜର
ମହାପୁରୁଷଙ୍କୁ ଅପମାନ
ପୁଣି ମହାପୁରୁଷଙ୍କୁ ଅପମାନ । ଭଦ୍ରକ ଧାମନଗରରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଭୁଲ ଲେଖାଯାଇଛି ।
ବଢ଼ିଲା ଅର୍ପଣ ଚାଉଳ ବିବାଦ
ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ । ତୁରନ୍ତ ଏହି ଚାଉଳରେ ମହାପ୍ରସାଦ ବନ୍ଦ କରାଯାଉ
ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି
ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ପ୍ରଥମେ ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଞ୍ଚିବେ ରାହୁଲ
ପ୍ରତି ୫ ବର୍ଷରେ ଓଡିଆ ଭାଷା ସମ୍ମିଳନୀ ହେବା ନେଇ କହିଲେ ମୁଖ୍ୟମନ୍ତ୍ରୀ
ଆଉ ୩ ଦିନ ବଢିଲା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଭୁବନେଶ୍ୱରର ଜନତା ମୈଦାନରେ ଶନିବାରଠାରୁ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା ।
ବଜେଟ ଅଧିବେଶନ: ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା
ସୋମବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅର୍ଫ ଅନର ଦିଆଯାଇଥିଲା...
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟ ପାଶ୍ୱର୍ରେ ଫାଟ
ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପରେ ଏବେ ଉତରଦ୍ୱାର ଗୁମୁଟ ପାଶ୍ୱର୍ରେ ଫାଟ ଦେଖାଦେଇଛି
ରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ
ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି
ପଶ୍ଚିମ ଓଡ଼ିଶାର ବ୍ୟକ୍ତି ବିଶେଷ ଙ୍କୁ ଭେଟି ଖୁସି ଅନୁଭବ କଲେ ପ୍ରଧାନମନ୍ତ୍ରୀ...
ପଶ୍ଚିମ ଓଡ଼ିଶାର ଜଣାଶୁଣା କବି, ଲେଖକ ଓ ଗାୟକଙ୍କୁ ଭେଟି ଖୁସି ଅନୁଭବ କଲେ ପ୍ରଧାନମନ୍ତ୍ରୀ ମୋଦୀ
ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସର୍ବୋତ୍ତମ ବୃତ୍ତିଗତ ସେବା ପ୍ରଦାନ...
ତିନି ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଅପରାହ୍ନରେ ଷଷ୍ଠ ବାଟାଲିୟନ ପରିସରରେ ଉଦଯାପିତ ହୋଇଯାଇଛି
ଚେତାବନୀ ଦେଲା ଶିକକ୍ଷ ସଂଘ; ଫେବ୍ରୁଆରି ୭ରୁ ଧାରଣା ଦେବେ ୩୦ ହଜାର...
ଏକାଧିକ ଦାବି ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପୁଣି ଧାରଣାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି
ଜେଏନୟୁରେ ହେବ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର:...
ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରେ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ନାମିତ ଏକ ସ୍ୱତନ୍ତ୍ର ଅଧ୍ୟୟନ...
ସୋମବାର ଠାରୁ ବିଧାନସଭାରେ ବଜେଟ୍ ଅଧିବେଶନ
ଫେବୃଆରୀ ୫ ତାରିଖ ସୋମବାର ଠାରୁ ରାଜ୍ୟ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବ
ଲକ୍ଷ୍ମୀବସରେ ଚାକିରି କରାଇ ଦେବାକୁ କହି ଠକେଇ, ଦୁଇ ଗିରଫ
ଲକ୍ଷ୍ମୀବସରେ ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି ପୋଲିସ।
ସ୍ବାମୀ ସଞ୍ଜୀବ ପଣ୍ଡାଙ୍କ ହାତରୁ ଦାୟିତ୍ବ ଗ୍ରହଣ କଲେ ସନ୍ତୋଷ ବାଲା...
ସ୍ବାମୀଙ୍କ ହାତରୁ ଦାୟିତ୍ବ ଗ୍ରହଣ କଲେ ସ୍ତ୍ରୀ ।
ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ: ୮ ଗୁରୁତର
ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବହିରା ଛକ ନିକଟରେ ଆଜି ଭୋରରେ ଏକ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି
ଆଜି ବିଶ୍ବ କର୍କଟ ଦିବସ
କ୍ୟାନସର ବା କର୍କଟ, ଆଜିକା ସମୟରେ ସବୁଠୁ ବଡ଼ ମାରାତ୍ମକ ରୋଗ









