State
କଲରାପତରିଆ ବାଘର ମୃତ୍ୟୁ
ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମିଣ୍ଡୋଳ ଗାଁ ମଠ ନିକଟସ୍ଥ କାଜୁ ବଗିଚା ପରିସରରେ ବିଦ୍ୟୁତ୍ ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି।
ଆଜି କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ବୈଠକ
କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ବୈଠକ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ
ଗଡ଼ିଲା ପୁରୀ-ସୋନପୁର-ପୁରୀ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୋଦୀ
ସୋନପୁରରେ ଗଡ଼ିଲା ରେଳ
ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମାନ
ପୁରସ୍କାର ଭାବେ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମାନପତ୍ର ସହ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଆଇଆଇଏମ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ କଲେ ଭୂରି ଭୂରି ପ୍ରଶଂସା ।
ଓଡ଼ିଶା ସମ୍ପର୍କରେ ଏହା କହିଲେ ମୋଦୀ
ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ୱପୂର୍ଣ୍ଣ ସ୍ଥାନକୁ ନେବା ପାଇଁ ପ୍ରୟାସ ଚଳାଉଛୁ । ଭାରତର ସବୁ ରାଜ୍ୟ ବିକଶିତ ହେଲେ ଦେଶ ବିକଶିତ ହୋଇପାରିବ
ଆଡଭାନୀଙ୍କୁ ଭାରତ ରତ୍ନ, ଟୁଇଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
ବରିଷ୍ଠ ରାଜନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ।
୬୮ ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ
ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ଭେଟିଦେବେ ୬୮ ହଜାର କୋଟିର...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ସମ୍ବଲପୁର ଗସ୍ତରେ ଆସୁଛନ୍ତି
ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି...
ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି
ଓଡ଼ିଆ ଭାଷା : ସଂସ୍କୃତି ଓ କଳାର ଜୟ ଗାନ କରିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ‘ଅକ୍ଷରଭୂମି’, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନୀଳଗିରି ଗସ୍ତରେ ରାଜ୍ୟପାଳ
ମର୍ଦ୍ଦରାଜପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ
ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ
ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବସିବ।
ଆଜି ସନ୍ଧ୍ୟାରେ ଅକ୍ଷର ଭୂମି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ।
ଶ୍ରୀକ୍ଷେତ୍ରରୁ ଆସି ପୁରୀରେ ପହଞ୍ଚିଲା କଳା ଜିରା ଚାଉଳ
ପୁରୀରେ ପହଞ୍ଚିଲା କଳା ଜିରା ଚାଉଳ। ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଆସିଛି ଏକ କୁଇଣ୍ଟାଲ କଳା ଜିରା ଚାଉଳ।
ରୋଷେଇ ଘରୁ ଗାଏବ ରସୁଣ
ଓଡ଼ିଆ ଘରେ ରସୁଣର ବ୍ୟବହାର ପ୍ରାୟ ସବୁଦିନ ହୁଏ । ପଖାଳ ସହ ରସୁଣ, ଲୁଣ, ଲଙ୍କା ସହ ପିଆଜ ଟିକେ ଖାଇ ଦେଇ କାମରେ ବାହାରି ଯାଆନ୍ତି ଓଡ଼ିଆ ଲୋକେ
ନିଜ ଜାଗା ଥାଇ ବାର ଦୁଆର
ନିଜ ଜାଗା ଥାଇ ବାର ଦୁଆର.. ପ୍ରଶାସନ ଙ୍କ ପ୍ରତିଶୃତି ହେବନି ଚଉଦୁଆର
ଭିନ୍ନକ୍ଷମ ପାଇପାରୁନି ଭିନ୍ନକ୍ଷମ ଭତ୍ତା
ସହଯୋଗ ର ହାତ ବଢ଼େଇ ଲେ AICWC ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ ଟ୍ରଷ୍ଟ ର ନିର୍ଦେଶକ
ବଜେଟ୍ ୨୦୨୪: ଅଟୋ ସେକ୍ଟରକୁ ଶକ୍ତ ଝଟ୍କା
ଗୁରୁବାର ସଂସଦରେ ଉପସ୍ଥାପନ ହୋଇଥିବା କାମଚଳା ବଜେଟ୍ରେ ଅଟୋ ସେକ୍ଟରକୁ ଶକ୍ତ ଝଟ୍କା ଲାଗିଛି।









