State
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବର୍ଷା ସ୍ଥିତିର ସମୀକ୍ଷା
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି।
ଲଗାଣ ବର୍ଷାରେ ବେହାଲ ଭୁବନ
ଲଗାଣ ବର୍ଷାରେ ଭୁବନ ବେହାଲ,ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ
ପ୍ରବଳ ବର୍ଷାରେ କନ୍ଧମାଳ ଉବୁଟୁବୁ
ଗତ କିଛି ଦିନ ଭଳି ବୁଧବାର ମଧ୍ୟ ପ୍ରବଳ ବର୍ଷାରେ ଭିଜିଛି କନ୍ଧମାଳ ଜିଲ୍ଲା
ପୋଲ ଉପରେ ପାଣି, ସମ୍ବଲପୁର- ସୋନପୁର ଯୋଗାଯୋଗ ବିଚ୍ଛିନ୍ନ
ପ୍ରବଳ ବର୍ଷାରେ ସବୁ ନଦୀ ଏବଂ ନାଳ ଭରିବାରେ ଲାଗିଛି
ପାହାଡ଼ରୁ ବଡ଼ ପଥର ଖଣ୍ଡ ଖସି ଟ୍ରେନ୍ ଇଞ୍ଜିନ ଲାଇନ୍ଚ୍ୟୁତ
ପାହାଡ଼ରୁ ଖସିଲା ବଡ଼ ପଥର ଖଣ୍ଡ । ଆଉ ସେହି ପଥର ଖଣ୍ଡ ଏକ ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଖସି ପଡ଼ିଲା
ବର୍ଷା ରେ ବେହାଲ ସୁବର୍ଣ୍ଣପୁର,ସହର ସାରା କୁତ୍ରୀମ ବନ୍ୟା
ଚତୁଃପାର୍ଶ୍ଵ ନଦୀ ପରିବେଷ୍ଠିତ ସୁବର୍ଣ୍ଣପୁର ରେ ଆଜି କୁତ୍ରୀମ ବନ୍ୟା ରେ ସାରା ସହର ଉବୁଟୁବୁ ଅବସ୍ଥାରେ ରହିଛି।
ରାଜ୍ୟରେ ୭ ବରିଷ୍ଠ ଓଏଏସ୍ଙ୍କ ବଦଳି
ଓଡିଶା ପ୍ରଶାସନିକ ସେବା ବା ଓଏଏସ୍ ସ୍ତରରେ ରାଜ୍ୟ ସରକାର ବଦଳି କରିଛନ୍ତି
ଗଭୀର ଅବପାତ ପ୍ରଭାବରେ ପ୍ରବଳ ଛେଚିଲା
ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି
ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ
ଜିଲ୍ଲା ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ l
ସଚେତନତା ବାଇକ ରାଲି l
ରକ୍ତ ଦାନ ପାଇଁ ଜ଼ିଲ୍ଲା ପୋଲିସ ପକ୍ଷରୁ ମେଗା ସଚେତନତା ବାଇକ ରାଲି l
ବର୍ଷାଙ୍କୁ ଜେରା ଶେଷ
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ କରି କଟକ ପରିବାର ଅଦାଲତରେ ଜେରା ଶେଷ ହୋଇଛି
ବଦଳିଲା ଯୁକ୍ତ ଦୁଇ ସିଲାବସ୍
ବଦଳିଲା ଯୁକ୍ତ ଦୁଇ ସିଲାବସ୍ ଆଉ ପରୀକ୍ଷା ପ୍ରଣାଳୀ
ସମ୍ବଲପୁରୀ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଆଜି ସମ୍ବଲପୁରୀ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ଆଜି ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ
ରାଜଧାନୀରେ ରେକର୍ଡ ଭାଙ୍ଗିଲା ବାଦଲ ଫଟା ବର୍ଷା
୬ ଘଣ୍ଟାରେ ୨୫୮ ମିଲିମିଟର ବର୍ଷା ରେକର୍ଡ
ବିଦାୟ ସମ୍ବର୍ଦ୍ଧନା
ବାଜି ରାଉତ କଲେଜ ପାଠାଗାର ପରିଚାରକ ଙ୍କୁ ବିଦାୟ ସମ୍ବର୍ଦ୍ଧନା
ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ
ଵାରୁଆଁ ସରପଞ୍ଚ ଙ୍କ ପୁଅ ବିପ୍ଳବ ସାହୁ ଓ ଏ ଏସ ପରୀକ୍ଷାରେ କୃତକାର୍ଯ୍ୟ









