State

ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ । ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ...

ଆନ୍ଦୋଳନ କରୁଛନ୍ତି ସାର୍‌, ସ୍କୁଲରେ ପାଠ ପଢ଼ାଇଲେ ଅଭିଭାବକ

ଦାବି ପୂରଣ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆନ୍ଦୋଳନ କରୁଛନ୍ତି

ଆନ୍ଦୋଳନରତ ଶିକ୍ଷକଙ୍କୁ ଓଷ୍ଟାର ସମର୍ଥନ

ଆନ୍ଦୋଳନରତ ଶିକ୍ଷକଙ୍କୁ ଓଷ୍ଟାର ସମର୍ଥନ : କହିଲା ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ବିଚାର କୁ ନେଇ ସରକାର ତୁରନ୍ତ ସମାଧାନ କରନ୍ତୁ

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ନେତାଜୀ ବସ ଟର୍ମିନାଲ

ଆଜି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ।

ଚିଟଫଣ୍ଡ ସତ୍ୟପାଠ: ଲାଗି ଗଲାଣି ଉଈ

ଦସ୍ତାବିଜ୍ ସ୍ଥିତିରେ ନାହିଁ ଚିଟଫଣ୍ଡ ସତ୍ୟପାଠ

ତିନି ବର୍ଷର ଛୋଟ ପୁଅକୁ ଛାଡି ସବୁଦିନ ପାଇଁ ଚାଲିଗଲେ ବାପା

କର୍ମକ୍ଷେତ୍ରରେ ପ୍ରଶିକ୍ଷଣ ଚାଲିଥିବା ବେଳେ ଟଳି ପଡିଲେ କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ସୁନାଇଲୋ ଗ୍ରାମର ସିଆରପିଏଫ ଯବାନ ସଂଗ୍ରାମ ମହାନ୍ତି l

ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍‌

ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫ୍‌ସ

ଶ୍ରୀମନ୍ଦିର ବିବାଦର ସମାଧାନ, ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ଓ ଅବକାଶ...

ଶ୍ରୀମନ୍ଦିରରେ ଜଣେ ସେବା ନିବୃତ୍ତ ସିଂହାରୀ ସେବାୟତ ପୁଣି କାର୍ଯ୍ୟରେ ନିୟୋଜିତ ହେବାକୁ କେନ୍ଦ୍ର କରି ହୋଇଥିବା ବିବାଦର ସମାଧାନ ହୋଇଛି

ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହେଲେ ବିଜୟ ପଟ୍ଟନାୟକ

୩ଦଫା ଦାବିରେ ୬ ଦିନ ହେବ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ

ବୃଦ୍ଧା ଆଶ୍ରମ ରେ ଖାଦ୍ୟ ବଣ୍ଟନ 

ସହଯୋଗ ପରିବାର ତରଫରୁ ବୃଦ୍ଧା ଆଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ 

ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ଚାରୋଟି ଗାଡି ଜବତ

ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ଚାରୋଟି ଗାଡି ଜବତ

'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି' ଓ 'ପଡା ପୁଷ୍ଟି' ଯୋଜନାର...

ରାଜ୍ୟରେ ସମ୍ପୂର୍ଣ୍ଣ ପୁଷ୍ଟି ସାଧନ ସୁନିଶ୍ଚିତ କରିବା ପାଇଁ 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି' ଓ 'ପଡା ପୁଷ୍ଟି' ଯୋଜନାର ଶୁଭାରମ୍ଭ ହୋଇଛି

ବାଚସ୍ପତି ନିର୍ବାଚନକୁ ବୟକଟ: ନରସିଂହ

ଆଗକୁ ବିଧାନସଭାର ବାଚସ୍ପତି ନିର୍ବାଚନ । ଏନେଇ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।

ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ : ନବ ଦାସ ହତ୍ୟା ମାମଲା

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଛି

ଶିକ୍ଷକ,ଶିକ୍ଷୟିତ୍ରୀ ଙ୍କ ଗଣଧାରଣା

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟିତ୍ରୀ ଙ୍କ ଗଣଧାରଣା

କାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ