State

୮୫୦ କେଜି ମହୁଲ ପୋଚ ସହ ୬୦ ଲିଟର ଦେଶୀ ରନ୍ଧା ମଦ ଜବତ

୮୫୦ କେଜି ମହୁଲ ପୋଚ ସହ ୬୦ ଲିଟର ଦେଶୀ ରନ୍ଧା ମଦ ଜବତ

ମଦ୍ୟପ ପୁଲିସ ଅଫିସରଙ୍କ ଉନ୍ମୋକ୍ତ କାଣ୍ଡ

ମଦ୍ୟପ ପୁଲିସ ଅଫିସରଙ୍କ ଉନୋକ୍ତ କାଣ୍ଡ ସମିତି ସଭ୍ୟ ଆହତ, ୱାର୍ଡ ସଭ୍ୟ ଗୁରୁତର ଆହତ ଗ୍ରାମ ବାସୀଙ୍କ ପକ୍ଷରୁ ଥାନା ଘେରାଉ

ଶ୍ରୀମନ୍ଦିରରେ ଠେଲାପେଲାରେ ଭକ୍ତ ଗୁରୁତର

ଶ୍ରୀମନ୍ଦିର ଭିତରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।

ମାଛ ଜାଲରେ ପଡିଲା କୁମ୍ଭୀର

କେନ୍ଦ୍ରାପଡା ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ

ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ପୁଅର ଅବସ୍ଥା ଗୁରୁତର

ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳନ କରାଯାଉଥିବା ବେଳେ ବରଗଡ଼ ଜିଲ୍ଲା ସୋହେଲାରେ କୀଟନାଶକ ପିଇ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି

ମରୋକ୍କୋରେ ଭୂମିକମ୍ପରେ ପ୍ରାଣହାନି ନେଇ ମୁଖ୍ୟମନ୍ତ୍ରୀଙ୍କ ଗଭୀର...

ଆଫ୍ରିକୀୟ ଦେଶ ମରୋକ୍କୋରେ ଆସିଥିବା ଭୟାବହ ଭୂମିକମ୍ପରେ ଦୁଇ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି

ନକଲି ସାର୍ଟିଫିକେଟ ଦେଇ ଚାକିରି, ଶିକ୍ଷୟିତ୍ରୀ ବହିଷ୍କୃତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ସ୍ଥିତ ଏନ୍.ବି.ବିଦ୍ୟାପୀଠର ଠିକା କନିଷ୍ଠ ଶିକ୍ଷୟିତ୍ରୀ ମନ୍ଦାକିନୀ ନାହାକଙ୍କୁ ବହିଷ୍କାର କରାଯାଇଛି

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୫ ନୂଆ ଅତିଥି

ନନ୍ଦନକାନନକୁ ୩ ପ୍ରଜାତିର ୫ ନୂଆ ଅତିଥି ଆସିଛନ୍ତି

ଆସନ୍ତା ୧୨ରେ ଆଉ ଏକ ଘୂର୍ଣ୍ଣିବଳୟ

ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି

ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ୨ ଜୀବନ

ସାଧାରଣ ନିର୍ବାଚନ ପୂର୍ବରୁ ଅଶାନ୍ତ ଗଞ୍ଜାମ

ମାଡ଼ିଗଲା ଟ୍ରେନ୍,୧୦ ଗାଈ ମୃତ

ଗାଈ ପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍

ଶୋଇଥିବା ବେଳେ କାମୁଡିଲା ବିଷାକ୍ତ ସାପ, ମା’ ଝିଅ ମୃତ

ସାପ କାମୁଡ଼ାରେ ଗଲା ମାଆ ଝିଅଙ୍କ ଜୀବନ ।

ଲୋକାର୍ପିତ ହେଲା ୧୮୧ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନ

ପ୍ରାଣୀ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ସେଥିପାଇଁ ‘ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନ’ ବ୍ୟବହାର କରାଯାଉଛି ।

ବାଇକ ସହ ୧୫ କେଜି ୧୦୦ ଗ୍ରାମ ଓଜନ ର ଗଞେଇ ଜବତ ।

ବାଇକ ଯୋଗେ ଗଞେଇ ଚାଲାଣ କରୁଥିବା ଅଭିଯୁକ୍ତ ଯୁବକ ଗିରଫ,ବାଇକ ସହ ୧୫ କେଜି ୧୦୦ ଗ୍ରାମ ଓଜନ ର ଗଞେଇ ଜବତ ।

୧୮ ଟି ମଣ୍ଡପରେ ପୂଜା ପାଇବେ ଗଜାନନ ୨୪ ରୁ ୨୬ ମେଲଣ

ଭୁବନରେ ଦ୍ଵିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ହିନ୍ଦୁତ୍ବକୁ ନଷ୍ଟ କରିବାକୁ ଚାହୁଛନ୍ତି କିଛି ବିଧର୍ମୀ : ଶଙ୍କରଚାର୍ଯ୍ୟ

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ସନାତନ ଧର୍ମ ପ୍ରତି କଟୁ ମନ୍ତବ୍ୟକୁ ନେଇ ସାରା ଦେଶରେ ବିରୋଧାଭାଷ ମୁଣ୍ଡ ଟେକିଛି

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ...

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ନଦୀକୁ ଯାଉଥିଲେ ରୁହନ୍ତୁ ସତର୍କ, ଗାଧୋଇବା ସମୟରେ ହଠାତ୍ ମାଡି...

ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ

ଭିଜିଲାନ୍ସ ଜାଲରେ ଓଏସଡବ୍ଲୁସି ଗୋଦାମ ଅଧୀକ୍ଷକ, ମିଳିଲା ପୁଳା ପୁଳା...

ଭିଜିଲାନ୍ସ କବଜାରେ ଦୁଇ ଲାଞ୍ଚୁଆ ସରକାରୀ କର୍ମଚାରୀ

୨୨ ପୌରାଂଚଳରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି

ରାଜ୍ୟର ୨୨ଟି ପୌର ପରିଷଦ ଓ ଏନଏସିରେ ନୂଆ କାର୍ୟ୍ୟନିର୍ବାହୀ ଅଧିକାରୀ(ଏକଜ୍ୟୁକିଟିଭ ଅଫିସର)ଙ୍କୁ ନିଯୁକ୍ତି ମିଳିଛି