State

ବୃଦ୍ଧଙ୍କୁ କଚାଡି ମାରିଲା ହାତୀ, ଜଣେ ମହିଳା ଗୁରୁତର

ବୃଦ୍ଧଙ୍କୁ କଚାଡି ମାରିଲା ହାତୀ, ଜଣେ ମହିଳା ଗୁରୁତର

ରାସ୍ତା କଡ଼ରେ ନବଜାତ ଜନ୍ମିତ ଶିଶୁ ର ମୃତଦେହ ଉଦ୍ଧାର

ରାସ୍ତାକଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି ।

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ।

ଅନୁଭବଙ୍କୁ ଝଟକା

ଅନେକ ଦିନ ହେବ ଅଭିନେତା ଅନୁଭବ  ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ଚାଲିଥିବା ବିବାଦ ଚର୍ଚ୍ଚାର ବିଷୟ ହୋଇ ରହିଥିଲା

୫ଟା ଯାଏ ଗୃହ ମୁଲତବୀ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଆଜି ବିଧାନସଭା ଆରମ୍ଭ ହେଉ ହେଉ ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି...

ମହିଳା ସଂରକ୍ଷଣ ବିଲ୍ : ଯେବେ ଜାତୀୟ ସହମତି ସୃଷ୍ଟି ପାଇଁ ନବୀନ...

ସଂସଦରେ ଗୃହୀତ ହୋଇଛି ପ୍ରଲମ୍ବିତ ମହିଳା ସଂରକ୍ଷଣ ବିଲ୍ । ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ଉପସ୍ଥାପିତ ହୋଇଥିଲା ମହିଳା ସଂରକ୍ଷଣ ବିଲ୍

ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ଟାନ୍ସଫର୍ମର

ସୋନପୁର ସଦର ବ୍ଲକ ଖାରୀ ସେକ୍ସନ ଅନ୍ତର୍ଗତ ଦେଉଳି ଗାଁ ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବରେ ରହିଛି।

ବଡ଼ ଖବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏହା କହିଲେ ଆଇଏମଡି ଡିଜି

ଆସୁଛି ବାତ୍ୟା । ଅକ୍ଟୋବର ପ୍ରଥମ ସପ୍ତାହରେ ଆସିବ ବାତ୍ୟା

କଣ୍ଠଶିଳ୍ପୀ ଶାନ୍ତିଲତା ଗୁରୁତର ଅସୁସ୍ଥ, ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ...

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ବୋଲି ଜଣାପଡିଛି ।

ମୌସୁମୀ ଅଧିବେଶନ:ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ

ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି ।

ବାବା ପ୍ରେମାନନ୍ଦ ଗିରି ଙ୍କ ୬୪ ତମ ଶ୍ରାଦ୍ଧ ଉତ୍ସବ ପାଳିତ

କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ଠାରେ ବାବା ପ୍ରେମାନନ୍ଦ ଗିରି ଙ୍କ ୬୪ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା

ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ଜଙ୍କିଆ ପଲ୍ଲୀ ଉତ୍ସବ ଉଦଘାଟିତ

ସଂସ୍କୃତିକୁ ବଞ୍ଚାଇ ଭାଇଚାରା ସୃଷ୍ଟି କରିବାରେ ମହୋତ୍ସବର ଆବଶ୍ୟକ ରହିଛି

ଜଙ୍କିଆ ପଲ୍ଲୀ ଉତ୍ସବର ଦ୍ୱିତୀୟ ସଂନ୍ଧ୍ୟା

ପୁରୀ ଶିଳ୍ପିକା କଳାକାରଙ୍କ ଶିବ ଦାଣ୍ଡବ  ସମସ୍ତଙ୍କୁ ବିମୋହିତ କଲା

କାନାଡାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ

ଭାରତ-କାନାଡା ସଂପର୍କରେ ତିକ୍ତତା ବଢିବାରେ ଲାଗିଛି । କାନାଡା ସରକାରଙ୍କୁ ଜବାବ ଦେବାକୁ ଭାରତ ସରକାର ଯେସାକୁ ତେସା ନୀତି ଆପଣେଇଛନ୍ତି ।

ଗଣେଶ ପୂଜା ପାଇଁ ଉତ୍ସବ ମୁଖର ଭୁବନ ଚନ୍ଦ୍ରଯାନ ମୁଖ୍ୟ ଆକର୍ଷଣ

ଗଣେଶ ପୂଜା ପାଇଁ ଉତ୍ସବ ମୁଖର ଭୁବନ ଚନ୍ଦ୍ରଯାନ ମୁଖ୍ୟ ଆକର୍ଷଣ ୧୯ ମଣ୍ଡପ ରେ ଗଜାନନ ଙ୍କ ଆବିର୍ଭାବ ୨୪ ରୁ ୨୬ ମେଲଣ,୨୭ ରେ ଭସାଣି ୧୨ ବର୍ଷ ପୂର୍ତ୍ତି ପାଳନ...

ମାଁ ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆରାଧ୍ଯ ଦେବୀ ମାଁ ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ଚଳିତ ବର୍ଷର ନବାନ୍ନ