Tag: #odisha news makers
ଛତୁଆ ବଣ୍ଟନରେ ମାସକୁ ୩୭ ଲକ୍ଷ ଲୁଟ୍
ମୟୂରଭଞ୍ଜ ଜିଲ୍ଲାରେ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କୁ ଯୋଗାଇ ଦିଆଯାଉଛି ପୁଷ୍ଟିକର ଖାଦ୍ୟ
ବିଜେପି ଛାଡ଼ିଲେ ସୁଭାଷ ବୋଷଙ୍କ ନାତି
ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ବୁଧବାର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି
ପାରିବାରିକ ଗୋଷ୍ଠୀ ସଂଘର୍ଷ ଘଟି 2 ମୃତ
ଗଞ୍ଜାମ କବିସୂର୍ୟ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଂକଳବାଡ଼ିଠାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି
ଭବାନୀପାଟଣା ସେକ୍ସ ରାକେଟ୍ ଘଟଣା: ଦଲାଲ ଗିରଫ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାମନଗରପଡ଼ାରେ ଏକ ସେକ୍ସ ରାକେଟ ଉପରେ ଚଢ଼ଉ କରି ଟାଉନଥାନା ପୁଲିସ ଜଣେ ଦଲାଲ ଓ ଦୁଇଜଣ ବଙ୍ଗୀୟ ମହିଳାଙ୍କୁ ଥାନାରେ ଅଟକ ରଖିଥିଲା
ରାଜଧାନୀରେ ଉତ୍ପାତ କରୁଛି ହନୁମାଙ୍କଡ଼
ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ୩୦ରୁ ଅଧିକ ଲୋକ ଆକ୍ରମଣର ଶିକାର ହୋଇଛନ୍ତି।
ଏମ୍ସରେ ଏବେବି ପଡି଼ ରହିଛି ଶବ, ହୋଇନି ୨୮ ମୃତଦେହର ଚିହ୍ନଟ
ବାହାନଗା ଟ୍ରେନ ଦୁର୍ଘଟଣାକୁ ଚାରିମାସ ବିତିଲାଣୀ। ହେଲେ ଆଜିବି ସେଦିନର କଥା ମନେପଡି଼ଲେ ଲୋମ ଟାଙ୍କୁରି ଉଠେ
ଲୋକଙ୍କୁ ମିଳିବ ମାଲିକାନାର ସତ୍ତ୍ୱ:ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି
ରାଜନୀତିରେ ପ୍ରବୋଧ, କଂଗ୍ରେସର ହାତ ଧରିଲେ ପୂର୍ବତନ ହକି ତାରକା
ରାଜନୀତିରେ ପାଦ ଥାପିଛନ୍ତି ଭାରତର ପୂର୍ବତନ ହକି ତାରକା ପ୍ରବୋଧ ତିର୍କି।
ଚନ୍ଦ୍ରପୃଷ୍ଠରେ ପୁଣିଥରେ ସଫ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ ଲ୍ୟାଣ୍ଡର୍
ଦକ୍ଷିଣ ମେରୁରେ ଐତିହାସିକ ଅବତରଣର କିଛି ଦିନ ପରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପୁଣି ସଫ୍ଟ ଲ୍ୟାଣ୍ଡିଂ କରିଛି
ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ...
ଆଜି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥି । ଆଜିର ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ
ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବଢିବ ବର୍ଷା
ଆଗାମୀ ୨ଦିନ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି। ୭ତାରିଖରେ ଯାଏ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି
ଆହୁରି ଅନେକ କିଶୋର ସୃଷ୍ଟି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ:ନବୀନ
ବିଦେଶ ମାଟିରେ ସମଗ୍ର ଦେଶକୁ ଗୌରବାନ୍ୱିତ କରିଥିବା ଓଡ଼ିଆ ପୁଅ ତଥା ଜାଭେଲିନ୍ ଖେଳାଳୀ କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର...
ହିମାଚଳକୁ ନବୀନଙ୍କ ୫ କୋଟି ଟଙ୍କା ସହାୟତା ଘୋଷଣା
ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ୟ୍ୟୟରେ ହୋଇଥିବା କ୍ଷୟକ୍ଷତିର ସୁଧାର ପାଇଁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଏସଏସସି ପ୍ରଶ୍ନପତ୍ର ପ୍ରଘଟ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ
ଓଡ଼ିଶା ଷ୍ଟାଫ ସିଲେକସନ କମିଶନ(ଓଏସଏସସି) ପ୍ରଶ୍ନପତ୍ର ପ୍ରଘଟ ମାଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି
ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି
ସାମାନ୍ୟ ଜ୍ୱରର ଲକ୍ଷଣ ପରେ ରବିବାର କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି
ଶେଷ ଯାତ୍ରାରେ ସୂର୍ଯ୍ୟ ପାତ୍ର
ଶଙ୍ଖ ଭବନରେ ଦିବଙ୍ଗତ ରାଜନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ ପରେ ଏବେ ବ୍ରହ୍ମପୁରରେ ପହଞ୍ଚିଲା ପାର୍ଥିବ ଶରୀର








