Tag: #odisha news makers

National

ଦିଲ୍ଲୀ ଅବକାରୀ ଦୁର୍ନୀତି : ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ...

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଓ ହୋଟେଲ ଚେନ୍ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି

State

ପାଣ୍ଡିଆନଙ୍କ ସଭା ଜଗିଛନ୍ତି ଧଳା ପୋଷାକଧାରୀ

ବଦଳିଲା କି  5T ସଚିବ ଭି.କେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ପୋଷାକ

Malkangiri

ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁସେବା ଟିମ୍

ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା ଅନ୍ତର୍ଗତ ଏକ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ ରୋଗୀଙ୍କୁ ସୁପର ସ୍ପେଶାଲିଷ୍ଟ ଚିକିତ୍ସା

State

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା :କିଶୋର ଜେନାଙ୍କୁ ୨୫ ଲକ୍ଷ ପୁରସ୍କାର

ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର

Politics

ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ରେ ମିଶିବା ସମ୍ଭାବନା

National

କୋଟାରେ ଥମୁନି ଆତ୍ମହତ୍ୟା, ପୁଣି ଜୀବନ ହାରିଲେ ଦୁଇ ଛାତ୍ର

ରାଜସ୍ଥାନର କୋଟାରେ ଥମୁନି ଛାତ୍ରଙ୍କ ଆତ୍ମହତ୍ୟା

State

ସମ୍ପ୍ରସାରଣ ହେବ ରଙ୍ଗେଇଲୁଣ୍ଡା ବିମାନବନ୍ଦର

ରଙ୍ଗେଇଲୁଣ୍ଡା ବିମାନବନ୍ଦରରୁ ଖୁବ୍‌‌ଶୀଘ୍ର ଆରମ୍ଭ ହେବ ବିଧିବଦ୍ଧ ବିମାନ ଉଡ଼ାଣ

Politics

ସୌମ୍ୟ ଅତିଷ୍ଠ ହୋଇପଡିଛନ୍ତି : ସୁର

ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ନିଜ ଖବର କାଗଜ ସମ୍ପାଦକୀୟରେ ଯେଉଁ ଆଲେଖ୍ୟ ଲେଖୁଛନ୍ତି ତାହାକୁ ନେଇ ବିଭିନ୍ନ ମହଲରୁ...

Politics

ସୌମ୍ୟ ବାବୁ ଯେଉଁ କଥା କହୁଛନ୍ତି ତା ଉପରେ ବିଚାର କରିବା ଦରକାର:ଅପରାଜିତା

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ ସମ୍ପାଦକୀୟକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି

Sundargarh

କିନ୍ନର ଯାଉଥିବା ସ୍କୁଟିକୁ ପିଟିଲା ହାଇୱା, ୨ ମୃତ

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ରଜାମୁଣ୍ଡା ନିକଟରେ ସଡକ ଦୁର୍ଘଟଣାରେ ଦୁଇ କିନ୍ନରଙ୍କ ମୃତ୍ୟୁ ହୋଇଛି

National

ବାଣ କାରଖାନାରେ ବିସ୍ଫୋରଣ ,୬ ମୃତ

ପଶ୍ଚିମବଙ୍ଗରେ ଅଘଟଣ । ଏକ ବାଣ କାରଖାନାରେ ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି

Kalahandi

ଅଗଷ୍ଟ ୩୧ରୁ ଉତ୍‌‌କେଲା-ଭୁବନେଶ୍ବର ବିମାନ ସେବା

କଳାହାଣ୍ଡି ଜିଲ୍ଲାର ଉତ୍‌‌କେଲା ବିମାନବନ୍ଦରରୁ ଆସନ୍ତା ୩୧ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ

Baleswar

ଟ୍ରେନ୍‌ରେ ଚାଲାଣ ବେଳେ ୨୫ ଗୋଧି ଉଦ୍ଧାର

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଟ୍ରେନ୍‌ରେ ଚାଲାଣ ହେଉଥିବା ବେଳେ ୨୫ଟି ଗୋଧି ଉଦ୍ଧାର ହୋଇଛନ୍ତି

Bhubaneswar

ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ...

ଭୁବନେଶ୍ବର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ

Politics

ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା-ବୋତଲ ମାଡ଼

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ ବିଜେଡି କର୍ମୀ

State

ଓପିଟିସିଏଲର ବିଭିନ୍ନ ଟ୍ରାନ୍ସମିସନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି...

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ...

State

ରାଜ୍ୟରେ ବଢୁଛି ଡେଙ୍ଗୁ ସଂକ୍ରମଣ

ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି।

Ganjam

ଗଞ୍ଜାମରେ ଫାଇଭ-ଟି ସଚିବ

ଗଞ୍ଜାମରେ ପହଞ୍ଚିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍

Entertainment

ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ବିବେଚିତ କରାଯାଇଛି।