Last seen: 3 days ago
Copy Editor Of Onm
ବନ୍ଦ ଘରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି।
ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ।
ଡିଭାଇଡରକୁ ପିଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୨୬ ଜଣ ଛାତ୍ରଛାତ୍ରୀ ।
କେସରପୁର ଅଞ୍ଚଳର ମୁଲାନା କୈଫି ଖାନକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଦୁଇ ଦାମୀ କାର ଜବତ
ସରକାର ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଖଟିଖିଆ, ଦିନ ମଜୁରିଆ, ପ୍ରବାସୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ୧୦୦ ଦିନିଆ କାମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ...
ଟ୍ରାଫିକ ପୋଷ୍ଟରେ ଛିଡ଼ା ହେଲା ବେଳେ ଜେବ୍ରା କ୍ରସିଂ ଅତିକ୍ରମ କଲେ ଦେବାକୁ ପଡ଼ିବ ଜୋରିମାନା । ବିଏମସିର ଆଇସିଓଏମସି ଟାୱାରରେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଟ୍ରାଫିକର...
ଓଡିଶାର ଜୀବନ ରେଖା ମହାନଦୀ ବୋଲି କହି ଆସୁଥିବା ବିଜେଡି ସରକାର ଗତ ୨୩ବର୍ଷ ମଧ୍ୟରେ ମହାନଦୀ ସୁରକ୍ଷା ନେଇ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ତାହା ଆଗ ରାଜ୍ୟବାସୀଙ୍କ...
କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟି ଯାଇଥିବା ହିଂସାକାଣ୍ଡର ତଦନ୍ତ ପାଇଁ ଏକ ୪ଜଣିଆ ଯାଞ୍ଚ କମିଟି ଗଠନ କରିଛି ବିଜେପି।
ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରେ ଦୁଇ ଆହତ।
ହାତୀ ଆକ୍ରମଣରେ ଏକ ବର୍ଷର ଶିଶୁକନ୍ୟା ମୃତ ମୃତ୍ୟୁ ଘଟିଥିବା ବେଳେ ମାଆ ଓ ବାପା ସହିତ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।
ନିୟମିତ ଚଳାଚଳ ପୂର୍ବରୁ ଆସନ୍ତାକାଲି ପୁରୀ- ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ରନ୍ କରାଯିବ ।
ଛତିଶଗଡ଼ ଦନ୍ତେବାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ୧୦ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଥିବା ବେଳେ ଓଡିଶା ସୀମାନ୍ତକୁ ଲାଗିଥିବା ପାଞ୍ଚଟି ଜିଲ୍ଲାକୁ...
ରାଜ୍ୟ ସରକାରଙ୍କ ୫ଟିକୁ କଡା ସମାଲୋଚନା କଲେ ବିଜୟ ପଟ୍ଟନାୟକ । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମାଲୋଚନା ।
ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ ଟାବଲେଟ୍ । ୧୯ ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଘର ଯାଇ ଟ୍ୟାବଲେଟ ବଣ୍ଟାଯିବ
ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି।