ONM_News

ONM_News

Last seen: 2 days ago

Copy Editor Of Onm

Member since Apr 18, 2023 pandasubhashree6363@gmail.com

Following (0)

Followers (1)

Jagatsinghapur

ଜଗତସିଂହପୁରର ନିଖୋଜ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଗତସିଂହପୁର ଜିଲ୍ଲା ଏରସମା ଥାନା ସୋମପୁର ଗ୍ରାମର ନିଖୋଜ ଯବାନ ସୂର୍ଯ୍ୟକାନ୍ତ କୁଅଁରଙ୍କ ମୃତଦେହ ଉଦ୍ଧାର ହୋଇଛି।

State

କମୁନି ତାତି, କାଲିଠୁ ଖରା ଛୁଟି

ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟି। ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି।

Baleswar

ବୁଢ଼ାବଳଙ୍ଗରେ ଗାଧୋଇଲା ବେଳେ ବୁଡ଼ିଗଲେ ୨ ଭାଇ

ନଦୀରେ ଗାଧୋଇବା ବେଳେ ଘଟିଲା ଅଭାବନୀୟ ଘଟଣା । ବୁଡ଼ିଗଲେ ୨ ଭାଇ

Sambalpur

ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ।...

Horoscope

ଆସନ୍ତୁ ଜାଣିବା ଆଜି ର ରାଶିଫଳ

ଆସନ୍ତୁ ଜାଣିବା ଆଜି ର ରାଶିଫଳ

Puri

ଶ୍ରୀଜିଉଙ୍କର ହେବ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ...

୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

State

ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟା କାଣ୍ଡ

ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହରେ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି।

Mayurbhanj

ମୟୁରଭଞ୍ଜରେ ଥମୁନି ହାତୀ ମୃତ୍ୟୁ ଘଟଣା

ଆଜି ପୁଣି ଏକ ହାତୀ ମୃତ୍ୟୁ ଖବର ଆସିଛି ।

State

ଓଡ଼ିଶାର ନଦୀ ବାଲି ଓ ପାଣିର ହରିଲୁଟ୍‌କୁ ନେଇ ରାଜ୍ୟପାଳଙ୍କୁ ଫେରାଦ...

ଓଡ଼ିଶାର ୪.୫କୋଟିରୁ ଅଧିକ ଲୋକଙ୍କ ସହ ପଶୁ ଓ ପକ୍ଷୀ ମଧ୍ୟ ନଦୀ ଉପରେ ନିର୍ଭର କରିଥାନ୍ତି ।

Khordha

ସରୋଜ ସାମଲ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ

ସରୋଜ ସାମଲଙ୍କୁ ଓଡିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି

Bargarh

ବରଗଡ ସୋହେଲା ବୁଢ଼ାମାଲରେ ବିଭତ୍ସ ହତ୍ୟାକାଣ୍ଡ

ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ

State

ବନ୍ଦ ଘରେ ପଡି ରହିଛି ୩ ଜଣଙ୍କ ମୃତଦେହ

ରକ୍ତାକ୍ତ ଅବସ୍ଥାରେ ପଡିଛି ୩ଟି ଶବ, ହତ୍ୟା ସନ୍ଦେହ

Khordha

ଆସନ୍ତାକାଲି କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର...

ଆସନ୍ତାକାଲି ଖୋର୍ଦ୍ଧା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

National

ବିଜେପିରେ ମିଶିବା ଗୁଜବକୁ ଖଣ୍ଡନ କଲେ ଅଜିତ ପାୱାର

ବିଜେପିରେ ମିଶିବା ନେଇ ଚର୍ଚ୍ଚାକୁ ଏନସିପି ନେତା ଅଜିତ ପାୱାର ଖଣ୍ଡନ କରିଛନ୍ତି।

Sambalpur

ସାଂସଦରେ ଉଠାଇବି ସମ୍ବଲପୁର ପ୍ରସଙ୍ଗ: ପୂଜାରୀ

ସାଂସଦ ସୁରେଶ ପୂଜାରୀଙ୍କ ଘର ବାହାରେ ପୋଲିସ ପଇଁତରା ।

Jharsuguda

ଝାରସୁଗୁଡା ଉପନିର୍ବାଚନ:ନାମାଙ୍କନ ଭରିଲେ ଦୀପାଳି ଦାସ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିଜର  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Bhubaneswar

ଜଳୁଛି ଭୁବନେଶ୍ୱର

ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ରାଜ୍ୟରେ ସକାଳ ୯ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି