Politics
ବିଜେପି ନୂଆ ଅଧ୍ୟକ୍ଷଙ୍କୁ ନେଇ ସସ୍ପେନ୍ସ
ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ସମ୍ଭାଳିବେ
ଏଣିକି ଜୁନ ୨୫ 'ସମ୍ବିଧାନ ହତ୍ୟା ଦିବସ'
ପ୍ରତିବର୍ଷ ଜୁନ ୨୫କୁ 'ସମ୍ବିଧାନ ହତ୍ୟା ଦିବସ' ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଶୁକ୍ରବାର ଘୋଷଣା କରିଛନ୍ତି।
ରାଜ୍ୟପାଳଙ୍କ ପୁଅକୁ ଗିରଫ କର: ତାରା
ରାଜ୍ୟପାଳ ରଘୁବର ଦାସଙ୍କ ପୁଅକୁ ଗିରଫ କର । ଏଭଳି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀପତି
ହାଇକୋର୍ଟ ଗଲେ ଦୀପାଳି ଦାସ
ହାଇକୋର୍ଟ ଗଲେ ଦୀପାଳି ଦାସ । ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଇଛନ୍ତି ବିଜେଡି ବିଧାୟିକା ପ୍ରାର୍ଥିନୀ...
ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୩ଟି ମେଡିକାଲ କଲେଜ
ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୩ଟି ମେଡିକାଲ କଲେଜ
ବିଜେଡିର ପରାଜୟ ନେଇ ବିସ୍ଫୋରକ ବୟାନ ଦେଲେ ନୃସିଂହ ସାହୁ
ବିଜେଡିର ପରାଜୟ ନେଇ ବିସ୍ଫୋରକ ବୟାନ ଦେଲେ ନୃସିଂହ ଚରଣ ସାହୁ
୨୫ ବର୍ଷ ପରେ କଡ଼ ଲେଉଟାଇଲା ଓଡ଼ିଶା ରାଜନୀତି
୨୫ ବର୍ଷ ପୁରୁଣା ନବୀନ ସରକାରର ପତନ ପରେ ଅଢ଼େଇ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଦେଖିଥିଲା ନୂଆ ନେତୃତ୍ୱ। ବିଜେଡିକୁ ହଟାଇ ଶପଥ ନେଲା, ବିଜେପି ସରକାର
ମଧୁବାବୁ ପେନସନ ନେଇ ସରକାର ଦେଲେ ଏହି ନିର୍ଦ୍ଦେଶ
ଏହି ବୈଠକରେ ମାସିକ ଭତ୍ତା ବୃଦ୍ଧି ନେଇ ପ୍ରାରମ୍ଭିକ ବିଚାରବିମର୍ଶ ହୋଇପାରେ ବୋଲି ଜଣାପଡ଼ିଛି ।
କିଏ ପାଇବ କିଏ କଟିବ
ମନ୍ତ୍ରୀ କହିଛନ୍ତି, ଭୂତ ହିତାଧିକାରୀଙ୍କ ଚିହ୍ନଟ ଚାଲିଛି । ଏହି ମାସ ଶେଷ ଶୁଦ୍ଧା ଭୂତ ହିତାଧିକାରୀଙ୍କ ଚିହ୍ନଟ ଶେଷ ହେବ ।
ସଚିବ ସ୍ତରରେ ବଡଧରଣର ଅଦଳବଦଳ
ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମୋଦି ଦେଇଥିବା କଥାକୁ ଭାଙ୍ଗି ଦେଲେ ମୁଖ୍ୟମନ୍ତ୍ରୀ
ବିଜେପି ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା କଥାକୁ ଭାଙ୍ଗି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଶେଷ ହେଲା ପ୍ରଚାର, ଜୁନ୍ ୧ତାରିଖରେ ଭାଗ୍ୟ ପରିକ୍ଷା
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ; ଜୁନ୍ ୧ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା