Politics

ବିଜେଡି ଛାଡିବେ ପାଟ୍ଟଶାଣୀ

ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ବିଜେଡି ଛାଡିବା ନେଇ ଚର୍ଚ୍ଚା

ପ୍ରଚାର ମଇଦାନରେ ପ୍ରଣବ ପ୍ରକାଶ

ପ୍ରଚାର ମଇଦାନରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।

ନବୀନ ନିବାସରେ ବର୍ଷା

ପ୍ରଥମେ ମିଶିବେ ତାପରେ ମୁଖିଆଙ୍କ ପାଖକୁ ଯାଇ ଆଶ୍ରିର୍ବାଦ ନେବେ , ଯାହାକି ବିଜୁ ଜନତା ଦଳରେ ଏକ ପାରମ୍ପାରିକ ପ୍ରକ୍ରିୟା ହୋଇ ଗଲାଣି ।

ମତାମତ ଲୋଡ଼ିଲେ ପାଣ୍ଡିଆନ

ବିଜେଡିର ପ୍ରକାଶ ପାଇବ ନିର୍ବାଚନୀ ଇସ୍ତାହାର। ତା’ ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି।

ରୋଚକ ମୋଡରେ ସମ୍ବଲପୁର ଲୋକସଭା ନିର୍ବାଚନ

ଧୀରେ ଧୀରେ ଏକ ରୋଚକ ମୋଡକୁ ଯାଉଛି ସମ୍ବଲପୁର ଲୋକସଭା ନିର୍ବାଚନ।

ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ବିଜେଡିରେ ମିଶିଛନ୍ତି

ଓଡ଼ିଶାରେ ଆଜିଠୁ ନାମାଙ୍କନ ଦାଖଲ

ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି।

୪ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ...

ଥରେ ନୁହେଁ, ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ସମୀର ମହାନ୍ତି

ପଦ୍ମ ଛାଡି ଶଙ୍ଖ ଧରିଲେ କଟକ ଜିଲ୍ଲା ବିଜେପି ସଂପାଦକ

ପଦ୍ମ ଛାଡି ଶଙ୍ଖ ଧରିଲେ କଟକ ଜିଲ୍ଲା ବିଜେପି ସଂପାଦକ।

ବିଜେଡ଼ି ପ୍ରାର୍ଥୀ:୧୨୬ ଆସନରେ ମୋଟ ୨୮ ମହିଳା

ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି

ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି

ବିଜେଡିରେ ଯୋଗ ଦେଲେ ସମ୍ବଲପୁର ସାଂସଦ

ଏହି ସମୟରେ ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ ।

ମୁଁ ମଲା ଯାଏଁ କଂଗ୍ରେସରେ ରହିବି : ସୁର

କଂଗ୍ରସର ବଡ ଚେହେରା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ

ଆସିଲା ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଆସିଲା ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ବିଜେପିରେ ମିଶିଲେ କାରଖାନାର ଦୁଇ ଚର୍ଚ୍ଚିତ ଯା'

ବିଜେପିରେ ମିଶିଲେ କାରଖାନାର ଦୁଇ ଚର୍ଚ୍ଚିତ ଯା' ନେହା ପାଣିଗ୍ରାହୀ ଓ ରଶ୍ମିତା ପାଣିଗ୍ରାହୀ

ସୁର ରାଉତରାୟ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ

ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ପୁତ୍ରମୋହ ମହଙ୍ଗା ପଡ଼ିଛି