Politics
ସରିଲା କଂଗ୍ରେସର ପିସିସି ସଭାପତି ଚୟନ ବୈଠକ
ସରିଲା କଂଗ୍ରେସର ପିସିସି ସଭାପତି ଚୟନ ବୈଠକ
ପୁଣି ଚର୍ଚ୍ଚାରେ ବିଜେଡି ନେତା ମୁନା ଖାନ୍ଙ୍କ ବୟାନ
କିଛିଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବୟାନ
ଆଜି ଭୁବନେଶ୍ୱରର ଆରମ୍ଭ କଂଗ୍ରେସର ମୁଖିଆ ଖୋଜା
କିଏ ହେବେ ପିସିସି ସଭାପତି
ପଦ୍ମ ଧରିବେ ସୁନନ୍ଦା ଦାସ
ପଦ୍ମ ଧରିବେ ବରୀର ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ
ଡି ଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ଭେଟିବାକୁ କହିଥିଲେ ବବି ଦାସ:...
୩ ତାରିଖ ଦିନ ମୁଁ ଅନ୍ୟ ଦଳରେ ମିଶିବି। କେଉଁ ଦଳରେ ଯୋଗ ଦେବି, ସେଦିନ ସମସ୍ତେ ଜାଣିବେ
ଆଗକୁ ଓଡ଼ିଶା ରାଜନୀତିରେ ବହୁତ କିଛି ଘଟିବାକୁ ଯାଉଛି : ଅମର ଶତପଥୀ
ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଆହୁରି ଅନେକ ଘଟଣା ଘଟିବାକୁ ଯାଉଛି କହି ଆଜି ଆଉ ଏକ ବାଣ ମାରିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ
ଲେନିନ୍-ଅମର ମୁହାଁମୁହିଁ
ପୁଣି ତେଜିଲାଣି ବିଜେଡିର ଗୋଷ୍ଠୀ କନ୍ଦଳ
ଅମରଙ୍କ ବିସ୍ଫୋରକ ମନ୍ତବ୍ୟ
ବିଜେଡ଼ିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ବିସ୍ଫୋରକ ମନ୍ତବ୍ୟ ପ୍ରଦାନ କରିଛନ୍ତି
ବିଜେଡି ଛାଡିଲେ ପ୍ରକାଶ ବେହେରା
ବିଜେଡି ଛାଡଛନ୍ତି ପ୍ରକାଶ ବେହେରା
ହରିୟାଣାରେ ବିଜେପି ବିଜୟର ସୂତ୍ରଧର
ଦଳ ମନୋହର ଲାଲ୍ ଖଟ୍ଟରଙ୍କୁ ଦୂରେଇ ରଖି ଲୋକଙ୍କ ଅସନ୍ତୋଷଙ୍କୁ ପ୍ରଶମିତ କରିଥିଲା, ସେହିପରି ନିର୍ମଳ ଭାବମୂର୍ତ୍ତି ସଂପନ୍ନ ନାୟବ ସିଂହ ସାଇନିଙ୍କୁ ଆଣିଥିଲା...
୬,୦୧୫ ଭୋଟ ବ୍ୟବଧାନରେ ଯୋଗେଶ କୁମାରଙ୍କୁ ହରାଇଲେ ଭିନେଶ ଫୋଗଟ୍
ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନ ମଣ୍ଡଳୀରେ ବାଜିମାତ୍ କରିଛନ୍ତି କଂଗ୍ରେସର ଭିନେଶ ଫୋଗଟ୍
ହରିୟାଣାରେ ହାଟ୍ରିକ୍ ଲକ୍ଷ୍ୟରେ ବିଜେପି
ହରିୟାଣାରେ ମ୍ୟାଜିକ୍ ନମ୍ଵର ଟପିଲା ବିଜେପି। କଂଗ୍ରେସକୁ ମାତ୍ ଦେଇ ବିଜେପି ମ୍ୟାଜିକ୍ ନମ୍ଵର ଛୁଇଁଛି
ଅକ୍ଟୋବରରୁ ମଇଦାନକୁ ଓହ୍ଲାଇବ ବିଜେଡି
ସରକାରୀ କର୍ମଚାରୀମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ।
ଜମ୍ମୁ-କାଶ୍ମୀରରେ ତୃତୀୟ ପର୍ଯ୍ୟାୟ ମତଦାନ
ମଙ୍ଗଳବାର ଜମ୍ମୁ-କାଶ୍ମୀରରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ
ଯାଜପୁର ବିଧାନସଭା ଆସନରୁ ପୁଣି ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି...
ଯାଜପୁରର ତିନି ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ ପରେ ମୁହଁ ଖୋଲିଛନ୍ତି ପ୍ରଣବ ପ୍ରକାଶ ଦାସ
ବବିଙ୍କ ବଡ଼ ନିଷ୍ପତ୍ତି, ରାଜନୀତିରେ ହଲଚଲ
ତେବେ ବବିଙ୍କୁ ପୁଣି ଯାଜପୁରର ମଙ୍ଗ ଧରାଇବାକୁ ବିଜେଡି ସୁପ୍ରିମୋ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଆଲୋଚନା ହେଉଛି।
ଆଗକୁ ବିଜେପିରେ ମିଶିବେ ବହୁ ବିଜେଡି ନେତା:ମନମୋହନ ସାମଲ
ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ବିଜେଡି ନେତା
ମିଛ କହି ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି: ନବୀନ ପଟ୍ଟନାୟକ
ବିଜେଡି ପଦଯାତ୍ରା ଶୁଭାରମ୍ଭ ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ନବୀନ ପଟ୍ଟନାୟକ