Politics
ସୁଶାନ୍ତଙ୍କୁ ପଶ୍ଚିମ ଓଡିଶାର ୯ ଜିଲ୍ଲା ଦାୟିତ୍ୱ
ମନ୍ତ୍ରୀ ପଦ ନମିିଳିବା ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ତାଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ ।
ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୋର କିଛି ଅସନ୍ତୋଷ ନାହିଁ: ସୁଶାନ୍ତ
ମନ୍ତ୍ରୀ ପଦ ନପାଇବା ନେଇ ସୁଶାନ୍ତ ସିଂଙ୍କ ସମର୍ଥକଙ୍କ ଖପ୍ପା ପ୍ରସଙ୍ଗ । ବ୍ୟକ୍ତିଗତ ଭାବେ ମୋର କିଛି ଅସନ୍ତୋଷ ନାହିଁ ବୋଲି କହିଲେ ସୁଶାନ୍ତ ସିଂ ।
ମୋଦୀ ସରକାରଙ୍କୁ ଖଡ଼ଗେଙ୍କ ଭର୍ତ୍ସନା
ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଭବନର ଉଦଘାଟନ ପାଇଁ ନିମନ୍ତ୍ରଣ ନ କରାଯିବା ନେଇ ମୋଦୀ ସରକାରଙ୍କୁ ଖଡ଼ଗେଙ୍କ ଭର୍ତ୍ସନା
କନ୍ଦଳ ଦୂର ପାଇଁ ମନ୍ତ୍ରୀ ପଦ: ବିଜେପି
ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ବିଜେପିର ପ୍ରତିକ୍ରିୟା
ଶପଥ ନେଲେ ୩ ନୂଆ ମନ୍ତ୍ରୀ : କାହାକୁ ମିଳିଲା କେଉଁ ବିଭାଗ
ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତିନିଜଣଙ୍କୁ...
ଉତ୍ତରପ୍ରଦେଶ ଓ ଗୁଜୁରାଟଠୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ବହୁତ...
ବିଜେଡି ମୁକ୍ତ ଓଡ଼ିଶା ଗଠନ ନେଇ ବିଜେପିର ଆହ୍ୱାନ ଉପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ।
୨୦୨୪ ନିର୍ବାଚନକୁ ନଜରରେ ରଖି ନୂଆ ଟିମ୍ ଗଠନ କରିପାରନ୍ତି ମନମୋହନ...
ଆଜି ବସୁଛି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ । ନୂଆ ସଭାପତି ଭାବେ ମନମୋହନ ସାମଲ ଦାୟିତ୍ୱ ନେବା ପରେ ପ୍ରଥମ କାର୍ଯ୍ୟକାରିଣୀ ହେବାକୁ ଯାଉଛି ।
ମୋଦୀଙ୍କ ପାଖରେ ଏହି ଦାବି ରଖିଲେ ନବୀନ
ବନେ୍ଦ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ସାମିଲ ହୋଇଛନ୍ତି ।
ଉପନିର୍ବାଚନକୁ ସାଧାରଣ ନିର୍ବାଚନ ସହ ତୁଳନା କରିବା ଅନୁଚିତ: ମନମୋହନ
ଝାରସୁଗୁଡା ରେଜଲ୍ଟ ନେଇ ବିଜେପି ସଭାପତି ମନମୋହନ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି
ଝାରସୁଗୁଡାରେ ଜିତିଲା ବିଜେଡି
ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି ।
ଝାରସୁଗୁଡା ଉପ-ନିର୍ବାଚନ ଫଳାଫଳ : ସପ୍ତମ ରାଉଣ୍ଡ ସୁଦ୍ଧା ବହୁ ଆଗରେ...
ଝାରସୁଗୁଡା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି ।
ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ
ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ
ଇସ୍ତଫା ଦେଲେ ବାଚସ୍ପତି
ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ
ମୁଖ୍ୟମନ୍ତ୍ରୀଙ୍କ ଉତୁଙ୍ଗ ଉଦ୍ୟମ- ପାହାଡ ରେ ସୁଡ଼ଙ୍ଗ କରି ଦିଆଯିବ...
ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ...
ଝାରସୁଗୁଡା ଉପନିର୍ବାଚନ, ବୁଥ ଭିତରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ
ଝାରସୁଗୁଡ଼ାର ୫୯ ନମ୍ବର ବୁଥ୍ରେ ଉତ୍ତେଜନା ଦେଖିବାକୁ ମିଳିଛି
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ
ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ବିଜେଡିର ଚିରାଚରିତ ଅଭ୍ୟାସ: ବିଜେପି
ଆଜିଠୁ ଆହୁରି ଜମିବ ଝାରସୁଗୁଡ଼ା ପ୍ରଚାର
ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ଲଢେଇ
ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ ।
ବିଜେଡିରେ ଅବହେଳିତ କି ଭର୍ତ୍ତୃହରି ? ଭର୍ତ୍ତୃହରିଙ୍କ ରାଜନୈତିକ...
ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ ଧର୍ମେନ୍ଦ୍ରଙ୍କ ମୁକ୍ତ ପ୍ରଶଂସା ଓ ଆଜି ତାଙ୍କ ପ୍ରତି ବିରୋଧୀଦଳ ନେତାଙ୍କ ସମାନ ଆଭିମୁଖ୍ୟକୁ...