ମୟୂରଭଞ୍ଜ ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମୟୂରଭଞ୍ଜ ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମୟୂରଭଞ୍ଜ ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ବୁଧବାର ଦିନ ଭିଜିଲାନ୍ସ ଚଢ଼ାଉ ହୋଇଛି।

ଏକ ସଙ୍ଗରେ ବାଣେଶ୍ୱର ନାଏକଙ୍କ ୫ଟି ସ୍ଥାନରେ ଚଢ଼ଉ ଭିଜିଲାନ୍ସ ଟିମର ଜାରି ରହିଛି।ସହକାରୀ ଯନ୍ତ୍ରୀଙ୍କ ବାରିପଦାର ରଘୁନାଥପୁର ସ୍ଥିତ ଘର ସମେତ ବଡ଼ସାହିଠାରେ ଥିବା ପୈତୃକ ଘର, ବଡ଼ସାହି ଓ ମାଣତ୍ରୀଠାରେ ଥିବା ସମ୍ପର୍କୀୟଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି।

ଗତ କିଛି ଦିନ ହେଲା ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ବିରୋଧରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଆସୁଥିଲା।