State
ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ବସ୍ତା ବସ୍ତା ଟଙ୍କା ଗଣି ଗଣି ମେସିନ ବି ହେଉଛି ଗରମ
ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ବଗିରେ ଲାଗିଲା ନିଆଁ
କଟକ ଷ୍ଟେସନରେ ଜନ ଶତାବ୍ଦୀରେ ଏକ୍ସପ୍ରେସ ଅଗ୍ନିକାଣ୍ଡ । ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ।
ବାତ୍ୟା ମିଚାଉଙ୍ଗ ପ୍ରଭାବରେ ଭିଜିଲା ଓଡ଼ିଶା
ବାତ୍ୟା ମିଚାଉଙ୍ଗ ପ୍ରଭାବରେ ଭିଜିଲା ଓଡ଼ିଶା । ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ ।
ପାଖେଇ ଆସୁଛି ଲୋକାର୍ପଣ ଡେଡଲାଇନ୍, ହେଲେ ସରି ପାରୁନି ପ୍ରକଳ୍ପ...
ଜାନୁଆରୀ ୧୭। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପାଇଁ ହୋଇଛି ଦିନ ଧାର୍ଯ୍ୟ।
ଅବକାରୀ ଚଢ଼ଉ, ୧୪୭ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ
ଜଟଣୀ ଅବକାରୀ ଟିମ୍ର ମିଳିତ ଚଢ଼ଉରେ ତିନିଟି ପୃଥକ ସ୍ଥାନରୁ ମୋଟ ୧୪୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ...
ଆଇଏଏସ୍ ସ୍ତରରେ ଅଦଳବଦଳ
୨୦୦୯ ବ୍ୟାଚ୍ ଆଇଏଏସ୍ ଡ. ଏନ୍ ଥିରୁମାଳା ନାଏକଙ୍କୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଅତିରିକ୍ତ ସିଇଓ) ଭାବେ ବଦଳି କରାଯାଇଛି
ଶେଷ ହେଲା ଏବର୍ଷର ବାଲିଯାତ୍ରା, ପୁଣି ଅପେକ୍ଷା ଆର ବରଷକୁ
ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବର ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ଅନନ୍ୟା ଶ୍ରୀତମ ନନ୍ଦଙ୍କ ରୋମାଣ୍ଟିକ ସଂଗୀତ।
ବାତ୍ୟା ପାଇଁ ୬୦ ଟ୍ରେନ୍ ବାତିଲ୍
ସମ୍ଭାବ୍ୟ ବାତ୍ୟା ଓ ଏହା ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ...
ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ
ଜାନୁଆରି ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ।
କାହିଁକି ପାଳନ ହୁଏ ପ୍ରଥମାଷ୍ଟମୀ
ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ।
ଭିନ୍ନକ୍ଷମ ଶ୍ରମିକଙ୍କୁ ରାଜ୍ୟ ସରକାର ଦେଲେ ପଂଜିକରଣ ପତ୍ର
ଏହି ଶିବିରରେ ରାଜ୍ୟ ସରକାରଙ୍କ ଦ୍ୱାରା ସଦ୍ୟ ଘୋଷିତ ୫୦ ବର୍ଗର ଅଣସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୦୯ ଜଣ ଭିନ୍ନକ୍ଷମ ଶ୍ରମିକମାନଙ୍କୁ ପଞ୍ଜିକରଣ ପତ୍ର ପ୍ରଦାନ...
ରାଜଧାନୀରେ ଆଉ ଏକ ସଡକ ଦୁର୍ଘଟଣା
ରାଜଧାନୀରେ ପୁଣି ଏକ ସଡକ ଦୁର୍ଘଟଣା । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି ।
ବଙ୍ଗୋପସାଗରରେ ବାତ୍ୟା 'ମିଗଜାଉମ୍'
ସୂଚନା ମୁତାବକ, ବାତ୍ୟା ପ୍ରଭାବରେ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ପବନ ବୋହିବ ।
୧୧ଜଣ ଓଏଏସ୍ ଅଫିସରଙ୍କ ବଦଳି
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ୱେବ୍ ରାଡାର୍ ବୋଇଁ ଉଦ୍ଧାର
ଧବଳେଶ୍ଵର ବେଳାଭୂମିରୁ ୱେବ୍ ରାଡାର୍ ବୋଇଁ ଉଦ୍ଧାର









