State
ଆସୁଛି ବାତ୍ୟା ମାଇଚୌଙ୍ଗ,
ଜାରି ହେଲା ହାଇଆଲର୍ଟ
ଲଖନପୁର ଆଇଟିଆଇ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଏଥିପାଇଁ 24 କୋଟି 48 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ।
୨୦୨୩ ପୁସ୍ତକ ମହୋତ୍ସବ “ଅକ୍ଷର’ ଉଦ୍ଘାଟିତ
ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ ଉଦ୍ଘାଟିତ : ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ
ଜଗା ଦର୍ଶନ ପାଇଁ ହେବ ଡେଡିକେଟେଡ୍ କରିଡର
ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତମାନଙ୍କୁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନି।
ଜନ୍ମମାଟିକୁ ଫେରିଲେ ଓଡ଼ିଆ ଶ୍ରମିକ
ଜନ୍ମମାଟିକୁ ଫେରିଲେ ଓଡ଼ିଆ ଶ୍ରମିକ
କେନ୍ଦୁଝରରେ ଭୟଙ୍କର ଦୁର୍ଘଟଣା; ଟ୍ରକ ସହ ଭ୍ୟାନ ଧକ୍କାରେ 7 ମୃତ
ଅଧା ରହିଗଲା ତାରିଣୀଙ୍କ ଦର୍ଶନ
ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଡିସେମ୍ବରରୁ ଜମି...
କେନ୍ଦ୍ରାପଡାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଜୋରଦାର କରାଯାଇଛି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ
୪ରେ ଉପକୂଳ ଛୁଇଁବ ସମ୍ଭାବ୍ୟ ବାତ୍ୟା
ଆସନ୍ତା ସପ୍ତାହରେ ପୁଣି ଭାରତୀୟ ଉପକୂକଳ ଛୁଇଁବ ବାତ୍ୟା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର...
ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ଗିରଫ
କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୋଗରେ ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ବରେଇପାଲି ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି
ଦେଶର ପ୍ରଥମ ମହିଳା ADC ହେଲେ ଓଡ଼ିଆ ଝିଅ
ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ମହିଳା
ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ । ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ ଯୋଜନା ।
ପଡ଼ୋଶୀଙ୍କ ଘରୁ ବାହାରିଲେ ଫେରାର ଜେଇ
ଭିଜିଲାନ୍ସ ଟିମ୍କୁ ଦେଖି ପଡ଼ୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଫେରାର ହୋଇ ଯାଇଥିବା ଖବର ଆଜି ସକାଳୁ ପ୍ରଚାରିତ ହୋଇଥିଲା
ଭୁବନେଶ୍ୱରରେ ବିକ୍ରି ହେଲା କୋଟିଏ ଟଙ୍କାର ମଟନ୍
ଛାଡଖାଇରେ ବିକ୍ରି ହେଲା କୋଟିଏରୁ ଅଧିକ ଟଙ୍କାର ମଟନ୍ । ବୁଧବାର ରାଜଧାନୀ ଭୁବନେଶ୍ୱର ଜମିଛି ଆମିଷ ବଜାର
ଚିତ୍ରକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଯୁଗାନ୍ତକାରୀ ପଦକ୍ଷେପ
ଚିତ୍ରକଳା ଗୁଡ଼ିକୁ ନେଇ ଆୟୋଜିତ ହେଲା ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ
କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ...
କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୮୬.୨୫ କୋଟି ଟଙ୍କା ମଞ୍ଜୁର
ସ୍ଵାସ୍ଥ୍ୟ ସେବାରେ ଯୁଗାନ୍ତକାରୀ ପଦକ୍ଷେପ
ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗ ଦେଲେ ୩୭୩୨ନର୍ସିଂ ଅଫିସର, ରୋଗୀଙ୍କ ଭିତରେ ଭରସା ସୃଷ୍ଟି କରନ୍ତୁ କହିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଜଙ୍ଗଲରେ କଳା କଲରାପତରିଆ ବାଘ
ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଛି କଳା କଲରାପତରିଆ ବାଘ।









