State

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ଭଗବତ ଗୀତା

ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା ।

ଦିନିକିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତ ରେ କେନ୍ଦ୍ରାଞ୍ଚଳ ରାଜସ୍ୱ...

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ରଞ୍ଜନ କୁମାର ଦାସ ଙ୍କ ର ଦିନିକିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି , ୨୭ରେ ୧୫ଟି...

ଚଳିତମାସ ୨୭ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅମିନ

ଲାଞ୍ଚ ନେବାବେଳେ ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ କାର୍ଯ୍ୟାଳୟର ଅମିନ ନିର୍ମଳେନ୍ଦୁ କବି

ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର: ମନ୍ତ୍ରୀ

ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର। ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ଏହି ସୂଚନା ଦେଇଛନ୍ତି

୬ଦଫା ଦାବୀ ନେଇ ଉତ୍କଳ ସାମ୍ବାଦିକ ସଂଘର ବିକ୍ଷୋଭ

ଲୋୟର ପିଏମ୍ଜିରେ ଉତ୍କଳ ସାମ୍ବାଦିକ ସଂଘର ବିକ୍ଷୋଭ, ସାମିଲ୍ ହେଲେ ଦୁଇ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧି

ଅପରେସନ ପରେ ଚଟାଣରେ ଶୋଇଲେ ୨୯ ମହିଳା,ହସ୍ପିଟାଲରେ ମିଳିଲାନି ବେଡ୍

ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର କରୁଣ ଚିତ୍ର। ଡାକ୍ତରଖାନାରେ ବେଡ୍ ନମିଳିବାରୁ ଚଟାଣରେ ଶୋଇଲେ ରୋଗୀ।ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ଜଣେ ମହିଳା ତଳେ ଶୋଇଥିଲେ।

ମେସିନ୍ ଯୋଗେ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ମେସିନ ବ୍ୟବହାର କରି ନଦୀ କୂଳରେ ବାଲି ଉତ୍ତୋଳନ ଉପରେ କଟକଣା ଲଗାଇବା ସହ ବାଲି ପରିବହନ ଉପରେ ଅନେକ କଟକଣା ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ।

ଲୋକକଳା ଆମ ଜାତିର ଅସ୍ମିତା: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ରେ ଆଉ ୩୦ହଜାର  କଳାକାରଙ୍କୁ ସାମିଲ କରିବାକୁ  ନିଷ୍ପତ୍ତି ନେଇଛନ୍ତି

ଆଉ ୪ଲକ୍ଷଙ୍କୁ ମଧୁବାବୁ ପେନ୍‌ସନ୍‌

ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର।

ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

ମଧ୍ୟ ପ୍ରଦେଶର ହରଦା ସହରରେ ମଙ୍ଗଳବାର ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି

ମୋ ଛୁଆକୁ ମାରିଦେଲେ, ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ

ନିର୍ଦ୍ଦୋଶକୁ ସଜା ଦେଲେ- ପରୀ ମା

ରାଜ୍ୟରେ ଖାଲି ପଡ଼ିଛି ୯୮ ହଜାର ସରକାରୀ ପଦବୀ: ପ୍ରୀତିରଂଜନ ଘଡ଼ାଇ

ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଏହି ଅବସରରେ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଉତ୍ତର ରଖିଛନ୍ତି।

ଦୁଇ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଦୁଇ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ ଆଇଜିପି ଜୟନାରାୟଣ ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପରୀ ହତ୍ୟାମାମଲା : ହତ୍ୟାକାରୀକୁ ୨୦ ବର୍ଷ ଜେଲଦଣ୍ଡ

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଆସିଲା ରାୟ : ହତ୍ୟାକାରୀକୁ ୨୦ ବର୍ଷ ଜେଲଦଣ୍ଡ ଦେଲେ କୋର୍ଟ ।

ଅନୁଭୂତ ହେଲାଣି ଗରମ

ବଢ଼ିଲା ଖରା। ଅନୁଭୂତ ହେଲାଣି ଗରମ। ଯେପରି ଲାଗୁଛି ରାଜ୍ୟରେ ଖରାଦିନ ଆରମ୍ଭ ହୋଇଗଲାଣି

୩୦ ମିନିଟ୍ ଯାଏଁ ଗୃହ ମୁଲତବି

ବିଧାନସଭାରେ ବେଦାନ୍ତ ଜମି ତାତି । ଫଳରେ ଗୃହକୁ ୩୦ ମିନିଟ୍ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ