State
ଆଜିଠୁ ଦୁଇ ଦିନିଆ ସ୍କୁଲ ବନ୍ଦ
ରାଜ୍ୟ ରେ ଗ୍ରୀଷ୍ମ ପ୍ରବାହ ନେଇ ପୁଣି ୨ ଦିନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କଲେ ରାଜ୍ୟ ସରକାର
ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟା କାଣ୍ଡ
ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହରେ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି।
ମୟୁରଭଞ୍ଜରେ ଥମୁନି ହାତୀ ମୃତ୍ୟୁ ଘଟଣା
ଆଜି ପୁଣି ଏକ ହାତୀ ମୃତ୍ୟୁ ଖବର ଆସିଛି ।
ଓଡ଼ିଶାର ନଦୀ ବାଲି ଓ ପାଣିର ହରିଲୁଟ୍କୁ ନେଇ ରାଜ୍ୟପାଳଙ୍କୁ ଫେରାଦ...
ଓଡ଼ିଶାର ୪.୫କୋଟିରୁ ଅଧିକ ଲୋକଙ୍କ ସହ ପଶୁ ଓ ପକ୍ଷୀ ମଧ୍ୟ ନଦୀ ଉପରେ ନିର୍ଭର କରିଥାନ୍ତି ।
ସରୋଜ ସାମଲ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ
ସରୋଜ ସାମଲଙ୍କୁ ଓଡିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି
ବରଗଡ ସୋହେଲା ବୁଢ଼ାମାଲରେ ବିଭତ୍ସ ହତ୍ୟାକାଣ୍ଡ
ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ
ବନ୍ଦ ଘରେ ପଡି ରହିଛି ୩ ଜଣଙ୍କ ମୃତଦେହ
ରକ୍ତାକ୍ତ ଅବସ୍ଥାରେ ପଡିଛି ୩ଟି ଶବ, ହତ୍ୟା ସନ୍ଦେହ
ଆସନ୍ତାକାଲି କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର...
ଆସନ୍ତାକାଲି ଖୋର୍ଦ୍ଧା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସାଂସଦରେ ଉଠାଇବି ସମ୍ବଲପୁର ପ୍ରସଙ୍ଗ: ପୂଜାରୀ
ସାଂସଦ ସୁରେଶ ପୂଜାରୀଙ୍କ ଘର ବାହାରେ ପୋଲିସ ପଇଁତରା ।
ଝାରସୁଗୁଡା ଉପନିର୍ବାଚନ:ନାମାଙ୍କନ ଭରିଲେ ଦୀପାଳି ଦାସ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଭୁବନ ମହିଳା ମହାବିଦ୍ୟାଳୟ ରେ ଜାତୀୟ ସେମିନାର ଉଦଯାପିତ
ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଦୁଇ ଦିନିଆ ଜାତୀୟ ସେମିନାର ଉଦଯାପିତ ହୋଇଯାଇଛି
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ସମ୍ବଲପୁର ରାଲି ଗଣ୍ଡଗୋଳ ଘଟଣା ପ୍ରତିବାଦକୁ ନେଇ ଦେବସେନା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ମୋ ସ୍କୁଲ ଅଭିଯାନ
ଢେଙ୍କାନାଳ ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ରୀ ଛାତ୍ର ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ -୨୦୨୩ ଅନୁଷ୍ଠିତ
ଓଡିଆ ନବବର୍ଷ ସହିତ ହନୁମାନ ଜୟନ୍ତୀ ପାଳିତ
ପାରାୟଣ ସହ ଆୟୋଜିତ ହେଲା ବାଇକ୍ ଶୋଭାଯାତ୍ରା
ମାଣିକପୁରରେ ହନୁମାନ ଜୟନ୍ତୀ, ବାଇକ ରେ ବିଶାଳ ଶୋଭାଯାତ୍ରା
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ଅଧିନ କେଶରୀନଗର ଠାରେ ହନୁମାନ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ପଣା ସଂକ୍ରାନ୍ତି ଉତ୍ସବ ପାଳିତ
ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ ମହାବୀର ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି ପାଳିତ
ଝଙ୍କଡ ବାସିନୀ ମା ଶାରଳାଙ୍କ ପୀଠରେ ଚାଲିଛି ଝାମୁଯାତ୍ରା
ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହିନ୍ଦୁ ନବ ବର୍ଷ । ଏହି ଦିନରେ ଆଜି ମାଆ ଶାରଳାଙ୍କ ପୀଠରେ ପାଳିତ ହେଉଛି ଝାମୁଯାତ୍ରା
ସମ୍ବଲପୁରରେ କଡ଼ା ଆଇନ ଶୃଙ୍ଖଳା ମଧ୍ୟ ଳରେ ହନୁମାନ ଜୟନ୍ତୀ ପାଳନ
ଅପରାହ୍ନରେ ବାହାରିବ ବିଶାଳ ଶୋଭାଯାତ୍ରା, ଶତାଧିକ ଜନସମାଗମ
ଇଫକୋ ଜିପ୍ ସମ୍ ର ପ୍ରଥମ କୋଷ୍ଟାଲ୍ ସିପମେଣ୍ଟ୍ ମାଧ୍ୟମରେ ଘରୋଇ...
ପାରାଦୀପ ବନ୍ଦର ରୁ ଗୁଜରାଟ ବନ୍ଦରକୁ ହେଲା ପ୍ରଥମ ରପ୍ତାନି, ସମ୍ପୁର୍ଣ୍ଣ କାର୍ଯ୍ୟ ତଦାରଖ ସହ ଦାୟିତ୍ଵ ନିର୍ବାହ କଲା ଓଡ଼ିଶା ଷ୍ଟିଭେଡୋର ଲିମିଟେଡ









