State
ଆୟୋଜିତ ବାଦି ପାଲା ଉଦଯାପିତ
ଶ୍ରୀ ରାମଚନ୍ଦ୍ରପୁର ଆଞ୍ଚଳିକ ବାଦ ପାଲା ମଣ୍ଡପରେ ଗତ ଷୋହଳ ତାରିଖ ରାତିରେ ଆରମ୍ଭ ହୋଇ ଥିବା ତେତିଶ ତମବାଦପାଲା ଗତ କୋଡ଼ିଏ ତାରିଖ ରାତିରେ ଉଦ୍ ଯାପିତ୍ ହୋଇଯାଇଅଛି।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ମିଳିତ ଅମଲା...
ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ପାଇଁ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ବିକ୍ଷୋଭ ସମାବେଶ
ପୁଅର ଠେଙ୍ଗା ମାଡ଼ରେ ବାପା ମା’ ଗୁରୁତର
ଫୁଲବାଣୀ ସଦର ଥାନା ଅଞ୍ଚଳରେ ଜଣେ ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପା ଓ ମା’ ଗୁରୁତର ହୋଇଛନ୍ତି।
ସମ୍ବଲପୁରରେ କର୍ଫ୍ୟୁ କୋହଳ
ସକାଳ ୬ରୁ ସଂଧ୍ୟା ୬ଟା ଯାଏ କୋହଳ ହୋଇଛି। ସେହିପରି ମୋବାଇଲ୍ ଇଣ୍ଟରନେଟ୍ ଆଉ ୨୪ ଘଣ୍ଟା ପାଇଁ ବନ୍ଦ ରହିଛି ।
ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା
ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର।
ନୂଆପଡ଼ାରେ ପୁଣି ବାଘ ଆତଙ୍କ, ବାଛୁରିକୁ ମାରିି ଖାଇଲା
ବ୍ରାହ୍ମଣୀ ଗାଁର ଅଗିନ ରାଉତଙ୍କ ବାଛୁରୀ ଗାଁ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର ହୋଇଥିଲା। ଖବରପାଇ ନୂଆପଡା ବନବିଭାଗ କର୍ମଚାରୀ...
କୋରାପୁଟ ଜିଲ୍ଲାରେ ୭ ମିନିଟରେ ୫୩୯୫ ଥର ବଜ୍ରପାତ
ଗତ ତିନି ଦିନ ହେଲା କୋରାପୁଟ ଜିଲ୍ଲାରେ ଭୀଷଣ ବଜ୍ରପାତ ଘଟୁଛି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ବେଳେ ଭୟ ବଢ଼ାଇଛି ବଜ୍ରପାତ।
୧୧.୬୪ ଲକ୍ଷ ଅଲିଭ୍ ରିଡଲେ ଆସିଲେ ଗହୀରମଥା
ଏଥର ମାତ୍ର ଦେବୀ ମୁହାଣକୁ ଆସିଲେ ମାତ୍ର ୮୦୭ ଅଲିଭ୍ ରିଡଲେ, ଫେରୁଛନ୍ତି ଛୁଆ, ସୁରକ୍ଷା ନେଇ ପ୍ରଶ୍ନବାଚୀ
ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍ଗୋ
ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍ଗୋଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି।
ଝାରସୁଗୁଡ଼ା ଉପନିର୍ବାଚନ ନାମାଙ୍କନ ଶେଷ
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ । ମୈଦାନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସକୁ ମିଶାଇ ମୋଟ୍ ୧୪ ପ୍ରାର୍ଥୀ...
ଦେବାଶିଷଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଦେବାଶିଷଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି- ଦେଶର ସୁରକ୍ଷାରେ ଦେବାଶିଷଙ୍କ ବଳିଦାନ ସର୍ବଦା ସ୍ମରଣୀୟ...
ଜୟପୁରରେ ପ୍ରଥମ ଥର ଓଡ଼ିଆ ନବବର୍ଷର ଧମାକା
କୋରାପୁଟ ଜୟପୁର ଘୋଡାଶାଳ ପଡ଼ିଆରେ ଓଡ଼ିଆ ନବ ବର୍ଷର ଧମାକାଦାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ମୋର ଦକ୍ଷତା ମୋର ପରିଚୟ
ଓଡ଼ିଶା ଦକ୍ଷତା ବିକାଶ ସମାରୋହରେ ଜେ ଏସ ଡ ବ୍ଲୁ ରେ ଭାରୀଯାନ ଚାଳକ ଭାବେ କାର୍ଯ୍ୟରତ ମହିଳା ମାନଙ୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଜନସୁରକ୍ଷା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ପାଇଁ ବୈଠକ
ଜନସୁରକ୍ଷା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚାଯତ ସ୍ତରୀୟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପରାମର୍ଶ ସମିତି (ଡି.ଏଲ.ସି.ସି) ର ସ୍ବତନ୍ତ୍ର ବୈଠକ
କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ
ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ
ଅଗ୍ନିଶମ ସୁରକ୍ଷା ସମ୍ପର୍କିତ ମକ୍ ଡ୍ରିଲ
ସଚେତନତା ଉଦ୍ଦେଶ୍ୟରେ ମକ୍ ଡ୍ରିଲ୍
ଅନଳ ରେ ୨୯ ତମ ପାଲା ଗାୟକ ସମ୍ମିଳନୀ ଉଦଯାପିତ
ସମ୍ମିଳନୀରେ କଳାକାର ଙ୍କୁ ସମ୍ମାନିତ
ଅଚଳ ସୌର ପାନୀୟ ଜଳ ପ୍ରକଳ୍ପ ସଚଳ ହେଲା
ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ପଞ୍ଚାୟତ ର କାଇଁଶିରି ଗ୍ରାମରେ ବ୍ଲକ ପ୍ରଶାସନ ତରଫରୁ ସୌର ପାନୀୟ ଜଳ ପ୍ରକଳ୍ପ ଅକାମୀ ହୋଇପଡ଼ିଥିଲା ପରେ ସକ୍ଷମ ହୋଇଛି...
ଆନ୍ଦୋଳନରେ ଗାଈ ବଳଦ
ମାଲିକ ଗାଈମାନଙ୍କୁ ଖାଇବା ପିଇବାକୁ ଦେଇ ବସିଛନ୍ତି ଆନ୍ଦୋଳନରେ









