State
କୃଷି କ୍ରାନ୍ତି ଅଭିଯାନ
କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବୁର୍ବିନାଜୁ ଗ୍ରାମ ପଂଚାୟତ ପେନାଗୋବେରି ଗ୍ରାମରେ କୃଷି କ୍ରାନ୍ତି ଅଭିଯାନ ର ଶୁଭ ଉଦଘାଟନ ଅନୁଷ୍ଠିତ
ରାଜ୍ୟରେ ସ୍ୱାଭାବିକଠାରୁ ୨୪ ପ୍ରତିଶତ କମ୍ ବର୍ଷା
ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ ପହିଲାରୁ ଆଜି ୮ ଜୁଲାଇ ମଧ୍ୟରେ ୨୨୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି , ଯାହା ସ୍ୱାଭାବିକ ବର୍ଷା ୨୮୬.୮ ମିଲିମିଟର...
ଟ୍ରାକରେ କଟି ଚାଲିଗଲା ଦୁଇ ଯୁବକଙ୍କ ଜୀବନ
ଟ୍ରେନ ରୁ ଖସି ଚାଲିଗଲା ଦୁଇ ଯୁବକଙ୍କ ଜୀବନ
ଜଳ କ୍ଷେତ୍ରର ବିକାଶ ପାଇଁ ୪ବର୍ଷରେ ୪୬ହଜାର କୋଟିର ପ୍ରକଳ୍ପକୁ...
ଚତୁର୍ଥ ଜାତୀୟ ଜଳ ପୁରସ୍କାରରେ ଓଡ଼ିଶା ଓ ଗଞ୍ଜାମ ଜିଲ୍ଲାକୁ ସଫଳତା ମିଳିଛି।
ରଥ ଉପରେ ଅଣ ସେବାୟତଙ୍କ ରିଲ୍
ରଥ ଉପରେ ଅଣ ସେବାୟତଙ୍କ ରିଲ୍ । ରଥରେ ରଢ଼ି ରିଲ୍ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ଜଣେ ଅଣ ସେବାୟତ
ବାହାନଗା ଟ୍ରାଜେଡି,ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍
ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରୁଛି ସିବିଆଇ ଟିମ୍ ।
ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବାହାନଗା ଟ୍ରାଜେଡି: ୩ ଗିରଫ
୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତି ଗିରଫ
ହାତୀ ଆକ୍ରମଣରେ ମହିଳା ମୃତ
କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆ ବାହାଳ ଗ୍ରାମରେ ହାତୀ ଆକ୍ରମଣରେ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ ଘଟିଛି।
ଶାରୀରିକ ସଂପର୍କକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ
ଶାରୀରିକ ସଂପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ। ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସଂପର୍କ ଦୁଷ୍କର୍ମ ବିବେଚିତ ହେବ ନାହିଁ।
୫ଟି ଉପକ୍ରମରେ ବ୍ରହ୍ମପୁର ବୁଢ଼ି ଠାକୁରାଣୀ ମନ୍ଦିର ନବକଳେବର: ଦୁଇ...
ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି
ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ଅଗଷ୍ଟ ୯ରେ
ଆସନ୍ତା ଅଗଷ୍ଟ ୯ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ହେବ
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହକିତାରକ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡୁଆ ବଢ଼ିଛି।
ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ
ବିଶାଖାପାଟଣାର ପାଗଡିପାଲି-ବୋମାଇପାଲି ନିକଟରେ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି।
କର୍ମଜୀବି ସମ୍ବାଦିକଙ୍କ ସ୍ୱାସ୍ଥବିମା ଯୋଜନା ର ସିଧା ପ୍ରସାରଣ
ଲୋକ ସମ୍ପର୍କ ବିଭାଗ , ଓଡ଼ିଶା ସରକାର
୩ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଚାକିରିରୁ ବିଦା
ରାଜ୍ୟର ୯ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୩ ଜଣ ଦୁର୍ନୀତିଗ୍ରସ୍ତ...
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବେନ ଗାଁର ମୁନ୍ନା ହରିଜନଙ୍କ ସ୍ତ୍ରୀ ପାର୍ବତୀ ହରିଜନ
ଅସହ୍ୟ ହେଲାଣି ଫାଇନାନ୍ସ କମ୍ପାନି ଙ୍କ ଦୌରାତ୍ମ୍ୟ : ରାଜ୍ୟ ବିଜେପି
ସାରା ରାଜ୍ୟରେ ବେସରକାରୀ ଫାଇନାନ୍ସ କମ୍ପାନି ମାତିଛନ୍ତି। ସୁଧ ଉପରେ ସୁଧ ଭିଡିବାରୁ ଋଣ ଭାରରେ ସପ୍ତାହକରେ ୫ଜଣ ଆତ୍ମହତ୍ୟା କଲେଣି









