State

ଲାଞ୍ଚ ନେବାବେଳେ ସୁକିନ୍ଦା ଥାନା ଏସଆଇଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଏସ୍ଆଇ । ଜଣେ ଗାଡି ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସୁକିନ୍ଦା ଥାନାର ଏସଆଇ ନିର୍ମଳ ଚନ୍ଦ୍ର ସେନାପତିଙ୍କୁ ଧରିଛି ଭିଜିଲାନ୍ସ।

କଟକ , ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ...

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ...

ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ

ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ୟ୍ୟକ୍ରମ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଇଟି ରେଡ ବେଳେ ମିଳିଲା ଫେକ୍ ନୋଟ୍

ଦ୍ୱିତୀୟ ଦିନରେ ଡିଏନ ଗ୍ରୁପରେ ଜାରି ରହିଛି ଆଇଟି ରେଡ । ଗୋଟିଏ ପରେ ଗୋଟିଏ ୩ଟି ଟ୍ରଙ୍କ ମିଳିଥିବା ବେଳେ ଟ୍ରଙ୍କରେ ଭର୍ତ୍ତି ହୋଇ ରହିଛି ଟଙ୍କା ଓ କାଗଜପତ୍ର

ବାଲେଶ୍ୱରକୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହାୟତା

ବାଲେଶ୍ୱର ଓ ବାହାନଗା କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହାୟତା । ସାଂସଦ ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ଦେଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ତାଳଧ୍ଵଜ ରଥ ଦଉଡି ଛିଡି ଗୁରୁତର ଆହତ ଭୋଇ ସେବକଙ୍କ ଚିକିତ୍ସାଧୀନ...

ବାହୁଡ଼ା ଦିନ ପୁରୀରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଆହତ ହୋଇଥିବା ଭୋଇ ସେବକ ନକୁଳ ଭୋଇଙ୍କ ଆଜି ମୃତ୍ୟୁ ହୋଇଛି।

ଲୋୟର ସୁକତେଲରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ବଲାଙ୍ଗୀରରେ ନିର୍ମାଣାଧୀନ ଲୋୟର ସୁକତେଲର ଅସ୍ଥାୟୀ ମାଟି ବନ୍ଧରେ ଗଚ୍ଛିତ ଥିବା ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲାରେ।

୨୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ଆରଆଇ

୨୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ଆରଆଇ : ଭିଜିଲାନ୍ସ ଟ୍ରାପରେ କେମିତି ଧରାପଡ଼ିଲା ସାମ୍ନାକୁ ଆସିଲା ଚିତ୍ର

୪ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ

ରତ୍ନଭଣ୍ଡାର ଖୋଲିବା ନେଇ ଜବାବ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ୪ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ

ଫୁଲବାଣୀରେ ଚାଞ୍ଚଲ୍ୟ, ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା

ଗଳାକାଟି ବୀଭତ୍ସ ହତ୍ୟା। ଫୁଲବାଣୀ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ

ଖୋଲିବ କି ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଆଜି ଶୁଣାଣି କରିବେ ହାଇକୋର୍ଟ

ରତ୍ନଭଣ୍ଡାର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି । ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ରହିଛି ।

ରେକର୍ଡ ଛୁଇଁଛି କଞ୍ଚାଲଙ୍କା ଦର: କେଜି ୪୦୦ ଟଙ୍କା

ରେକର୍ଡ ଛୁଇଁଛି କଞ୍ଚାଲଙ୍କା ଦର କେଜି ୪୦୦ ଟଙ୍କା

ଅଭିନେତ୍ରୀ ନିଶା ମହାରଣାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଅଭିନେତ୍ରୀ ନିଶା ମହାରଣାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ବ୍ରହ୍ମଗିରି ଆଇଆଇସିଙ୍କ ସୂଚନା

ଏଣିକି ବାବା ଧବଳେଶ୍ବରଙ୍କ ପୀଠକୁ ଯାତାୟାତ ହେବ ସହଜ

ଏଣିକି ବାବା ଧବଳେଶ୍ବରଙ୍କ ପୀଠକୁ ଯାତାୟାତ ହେବ ସହଜ। ଆଉ ରହିବନି ଡଙ୍ଗାର ଭୟ କି ଝୁଲା ପୋଲର ଭୟ।

ମୁହାଁମୁହିଁ ପିଟିହେଲା ଦୁଇଟି ବସ୍‌:ଡ୍ରାଇଭର ସମେତ ୧୫ ଆହତ

ମୁହାଁମୁହିଁ ପିଟିହେଲା ଦୁଇଟି ବସ୍‌ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ସଦର ଥାନା ତାମୁଳିଆ ବ୍ରିଜ ନିକଟରେ ଏହି ଦୁର୍ଘଟଣା ହୋଇଛି

ବିଏମ୍‌ସିର ଡେଙ୍ଗୁ ବିରୋଧି ସଚେତନତା ପଦଯାତ୍ରା

‘ଆମରି ହାତରେ ଆମରି ସ୍ୱାସ୍ଥ୍ୟ ; ଡେଙ୍ଗୁ ପ୍ରତିକାର ଆମ ଦାୟିତ୍ଵ ’ ନାରା ଆଜି ଦେଖିବାକୁ ମିଳିଛି ମଂଚେଶ୍ବର ସ୍ଥିତ ମଣିନାଗେଶ୍ଵର ବସ୍ତି ଅଂଚଳରେ ।

ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୋନପୁର ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l 

ଭଙ୍ଗା ଦଦରା ଘରେ ବିତୁଛି ଜୀବନ, ଅବାସ ପାଇଁ ହଟହଟା

ଭଙ୍ଗା ଦଦରା ଘରେ ରହୁଛନ୍ତି ପ୍ରମିଳା ବାଗ୍ ଆବାସ ଯୋଜନା ପାଇଁ ହଟହଟା