ଦିନକୁ ୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମାଗିଲା ASI
ଡିସେମ୍ବର ୧୬ ତାରିଖରୁ ରତ୍ନ ଭଣ୍ଡାର ମରାମତି

ଡିସେମ୍ବର ୧୬ ତାରିଖରୁ ରତ୍ନ ଭଣ୍ଡାର ମରାମତି । ଦିନକୁ ୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମାଗିଲା ASI । ଶ୍ରୀମନ୍ଦିର ପ୍ରଶାସନର ମୋହର ପରେ କାମ ଆରମ୍ଭ କରିବ ଏଏସଆଇ । ଆସନ୍ତା ଛତିଶା ନିଯୋଗ ବୈଠକରେ ନୀତିକୁ ନଜରରେ ରଖି ଚୁଡାନ୍ତ ହେବ କାର୍ଯ୍ୟସୂଚୀ । ନୀତିକୁ ନଜରରେ ରଖି ଏଏସଆଇକୁ କାର୍ଯ୍ୟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦିଆଯିବ ଅନୁମତି ।