State

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଦାୟିତ୍ବରେ ମହିଳା କମାଣ୍ଡୋ

ଅନ୍ୟମାନେ କହିଛନ୍ତି ଯେ ଏହି ମହିଳା କମାଣ୍ଡୋମାନଙ୍କୁ ଅତୀତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ମଧ୍ୟ ଦେଖିବାକୁ ମିଳିଛି।

ଆବାସ ଯୋଜନାର ନୂଆ ଗାଇଡ୍‌ଲାଇନ୍

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଦେବାକୁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ନୂଆ ଗାଇଡ୍‌ଲାଇନରେ କେତେକ ନୂଆ ବ୍ୟବସ୍ଥା ଯୋଡ଼ିଛନ୍ତି। 

ରାଜ୍ୟ ଯୋଜନା ବୋର୍ଡ଼ର ହେବ ପୁନର୍ଗଠନ

୨୦୦୩ ଓ ୨୦୦୭ ରେ ଶେଷ ଥର ପାଇଁ ବସିଥିଲା ରାଜ୍ୟ ଯୋଜନା ବୋର୍ଡ ବୈଠକ ।

ଜବରଦଖଲ ଜମିକୁ ନେଇ ଆକ୍ସନ ମୋଡ଼ ରେ ରାଜ୍ୟ ସରକାର

ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନ ରେ ରାଜସ୍ବ ମନ୍ତ୍ରୀ ରଖିଛନ୍ତି ଉତ୍ତର ।

ଓଡ଼ିଶାକୁ ଆଳୁ ସଂକଟ

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଲଜାରେ ନିକଟରେ ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ି ଗୁଡିକ ଅଟକି ରହିଛି ।

ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ ପ୍ରଧାନମନ୍ତୟୀଙ୍କ ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

୬ ମାସ ପରେ ସାମ୍ନାକୁ ଆସିଲେ ପାଣ୍ଡିଆନ

ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଙ୍କ ଭଉଣୀ ବାହାଘରରେ ନଜର ଆସିଥିଲେ ଭି କେ ପାଣ୍ଡିଆନ୍ ।

ସୁଭଦ୍ରା ଯୋଜନା: ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର

ସୂଚନା ଅନୁସାରେ, ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ଯୋଜନାର ଡେଡଲାଇନ ବୋଲି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର

୨୯ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପାଖରେ ରାଜ୍ୟର ମୋହନ ସରକାର...

ରାଜ୍ୟ ସରକାରଙ୍କ ବଡ଼ ସୂଚନା

ବର୍ତ୍ତମାନ E-KYC ପ୍ରକ୍ରିୟା ଜାରି ରହିଥିବାଳ ବେଳେ ଧରାପଡିଯାଇଛନ୍ତି ଅଯୋଗ୍ୟ ହିତାଧିକାରୀ।

ପୁଣି ଯାତ୍ରା ମଞ୍ଚ ଉପରେ ମହାପ୍ରଭୁଙ୍କୁ ଅପମାନ

ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ଅଭିଯୋଗ, ଯାତ୍ରା ମଞ୍ଚକୁ ଚେୟାର ଫିଙ୍ଗିଲେ ଦର୍ଶକ

ଭୁବନେଶ୍ବରରେ ରୋଡ ଶୋ' କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଏୟାରପୋର୍ଟରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ହେବ।

୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା...

୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି

ଲାଞ୍ଚ ନେଇ ଧରାପଡିଲେ ସିଡିପିଓ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ।

ସୁଜାତା କାର୍ତ୍ତିକେୟନଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ?

ଏହା ମଧ୍ୟରେ ଉକ୍ତ ଛୁଟି ଅବଧି ସମାପ୍ତ ହୋଇ ସାରିଥିବା ବେଳେ ଆଉ ୬ ମାସ ପାଇଁ ସୁଜାତା ଛୁଟି ଆବେଦନ କରିଥିଲେ ।

ସୁଭଦ୍ରା ପାଇଁ ୮ ଟାରେ ଖୋଲିଲା ବ୍ୟାଙ୍କ

ହିତାଧିକାରୀଙ୍କୁ ଅଧିକ ସମୟ ଦେବାପାଇଁ ଦିନ ୧୦ଟା ବଦଳରେ ସାଢେ ୮ଟାରେ ଆଜି ବ୍ୟାଙ୍କ ଖୋଲିଛି

କପି ପେଷ୍ଟ୍ ରେ ଚାଲିଛି ସମ୍ବାଦ ଓ ସାମ୍ବାଦିକତା 

ଜଣେ ପାଠ ଲେଖୁଛି , ତାକୁ ସବୁ ଆଡକୁ ପଠାଇ କପି ପେଷ୍ଟ୍ କରଉଛି , ଏହାହିଁ କଣ ସାମ୍ବାଦିକତା ???

ଉପସ୍ଥାପନ ହେଲା ଅତିରିକ୍ତ ବଜେଟ୍

ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତି ସୁବିଧା ବିକାଶ ପାଇଁ ୨୬ କୋଟି ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି

ରାଜ୍ୟରେ ସରିଲା ଶୀତକାଳୀନ ହାତୀ ଗଣନା

ଆସନ୍ତାକାଲି ହାତୀ ଗଣନାର ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ