State

ଆଇଗିଣିଆ ଆଳୁ ଗୋଦାମରେ ଚଢ଼ାଉ

ବୁଲି ବୁଲି ସବୁ ବ୍ୟବସାୟୀଙ୍କ ଦୋକାନ ଚେକ୍ କରୁଛନ୍ତି ଯୋଗାଣ ବିଭାଗର ୭ ଜଣିଆ ଟିମ୍ ।

ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ, ଗୃହରେ କହିଲେ ବିଜେଡି ବିଧାୟକଙ୍କ...

ବଦ୍ରି ପାତ୍ର କହିଛନ୍ତି, ରାଜ୍ୟରେ ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ସାରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା।

ରତ୍ନଭଣ୍ଡାରର ତୁରନ୍ତ ମରାମତି ନେଇ ଏଏସଆଇକୁ ଚିଠି

ଏଥିସହ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ହାତକୁ ନେବାକୁ ଏଏସଆଇକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷାରେ ୪୦ ପ୍ଲାଟୁନ ଫୋର୍ସ

ଏଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍‌ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଦକ୍ଷିଣ ଓଡିଶା ପାଇଁ ଟାସ୍କଫୋର୍ସ ଗଠନ: ୩୦ ଦିନରେ ଦେବ ରିପୋର୍ଟ

ଏହି ଟାସ୍କଫୋର୍ସରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ମୋଟ ୯ ଜଣ ସଦସ୍ୟ...

ରାଜ୍ୟସଭା ଉପନିର୍ବାଚନ: ବାହାରିଲା ବିଜ୍ଞପ୍ତି, ଡିସେମ୍ବର ୨୦ରେ...

ବଡ଼ ଖବର । ରାଜ୍ୟସଭା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି । ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି

ରାଜ୍ୟରେ କମିବ ଦର

ସୂଚନା ଥାଉକି, ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଆଳୁ କିଲୋ ୫୦ ରୁ ୬୦ ଟଙ୍କା ଛୁଇଁଛି ।

ଆସିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ସଂପୂର୍ଣ୍ଣ...

ଏଣେ ଡିସେମ୍ବର ୭ ତାରିଖ ଶନିବାର ପୂର୍ବାହ୍ନ ୧୦ଟାରେ ରାଇରଙ୍ଗପୁର ନିଜ ବାସଭବନରୁ ବାହାରି ଦଣ୍ଡବୋଷ ହେଲିପ୍ୟାଡରୁ ହେଲିକ୍ୟାପ୍ଟର ଯୋଗେ ଆସି ୧୦ଟା ୪୫ମିନିଟ...

ଇକୋ ରିଟ୍ରିଟ୍‌-୨୦୨୪ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଡ଼ କଥା ହେଲା ପ୍ରଥମ ଥର ଦର କମି ଗୋଟିଏ ରାତି ପାଇଁ ବିଳାସପୂର୍ଣ୍ଣ କଟେଜ୍ରେ ରହଣି ଦର ୪ ହଜାର ଟଙ୍କାରୁ ଆରମ୍ଭ ହୋଇଛି ।

କ୍ୟାସଲେସ୍‌ ହେବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ କାର୍ଡ

ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବାର ପରିସର ବୃଦ୍ଧି କରାଯାଇଛି। ବିଜେପି ସରକାର ଆସିବା ପରେ ରାଜ୍ୟରେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ଯୋଜନା ।

ଜାନୁଆରୀ ୩ ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ଧନୁଯାତ୍ରା ପାଇଁ ଭୁବନେଶ୍ୱର ପ୍ରଧାନ ନୂଆ କଂସ । ଆଜିର ଚୟନ ପ୍ରକ୍ରିୟାରେ କଂସ ଭୂମିକା ପାଇଁ ମନୋନୀତ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଡସ୍ ରୋଗୀ, ସୁବର୍ଣ୍ଣପୁରେ ସର୍ବନିମ୍ନ

୨୦୩୦ ସୁଦ୍ଧା ଶୂନ ହେବ ନୂଆ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା

୨୦୨୭ ଡିସେମ୍ବରରେ ଶେଷ ହେବ ମେଟ୍ରୋ ପ୍ରକଳ୍ପ

ନଭେମ୍ବର ୨୦୨୩ ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଛି।

ପନ୍ନୁଙ୍କ ଧମକ ପରେ ଭୁବନେଶ୍ବରରେ ହଇଚଇ

ଶ୍ରୀ ମିଶ୍ର କହିଛନ୍ତି, ଡିଜି-ଆଇଜିପି ସମ୍ମିଳନୀ ସୁରୁଖୁରୁରେ ଚାଲିଛି।

ମମତାଙ୍କୁ କୃଷ୍ଣଙ୍କ ତାଗିଦ

ଶ୍ରୀ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗକୁ ଓଡ଼ିଶା ଆଳୁ ଆଉ ମାଗିବନି।

ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର

ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି

ଡିଜିପି ସମ୍ମିଳନୀ:ଲୋକସେବା ଭବନରେ ପହଞ୍ଚିଲେ ମୋଦି, ଶାହା

ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଶନିବାର ରାଜଭବନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍‌ ଶାହା,...

ମୋଦୀଙ୍କ ମେନ୍ୟୁରେ ଓଡ଼ିଆ ଖାଦ୍ୟ

ମୋଦୀ ଖାଇଲେ ଓଡ଼ିଆ ଖାଦ୍ୟ। ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାତ୍ରି ଭୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଳୁ ଦର ୪୦ ଟଙ୍କା ଛୁଇଁଲା

ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଶୁକ୍ରବାର ଉତ୍ତର ପ୍ରଦେଶରୁ ୫ ଟ୍ରକ୍ ଆଳୁ ଆସିଛି ।