Sports
ଅଲଗା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ଷ୍ଟେନକୋବିକ
ଅଲଗା ହେଲେ ହାର୍ଦ୍ଦିକ-ନତାଶା
ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ହେଲେ ଯୁବରାଜ ସିଂହ
ଜୁନ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ଆଜି ଆଇସିସି ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ନିଯୁକ୍ତ କରିଛି
ରିଷଭ ପନ୍ତଙ୍କୁ ଝଟକା
ଆଇପିଏଲ ୨୦୨୪ରେ ରିଷଭ ପନ୍ତ ଅଧିନାୟକ କରୁଥିବା ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସର ଅବସ୍ଥା ଶୋଚନୀୟ ହୋଇପଡିଛି
ରୋହିତଙ୍କୁ ମିଳିପାରେ ମୁମ୍ବାଇ ଅଧିନାୟକ ଦାୟିତ୍ୱ
ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି ।
ଶୁଭମାନ ଗିଲଙ୍କୁ ୧୨ ଲକ୍ଷ ଜୋରିମାନା
ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ଶୋଚନୀୟ ପରାଜୟ ପରେ ଗୁଜରାଟ ଟାଇଟନ୍ସର କ୍ୟାପଟେନ ଶୁଭମାନ ଗିଲଙ୍କୁ ଆଉ ଏକ ଝଟକା ଲାଗିଛି ।
ସରଫରାଜ, ଜୁରେଲଙ୍କୁ ମିଳିଲା ବିସିସିଆଇ କେନ୍ଦ୍ରୀୟ ଚୁକ୍ତି
ଭାରତର ନୂଆ ବ୍ୟାଟିଂ ଷ୍ଟାର ସରଫରାଜ ଖାନ ଏବଂ ୱିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି
ମହମ୍ମଦ ଶାମିଙ୍କର ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି
ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କର ଗୋଇଠି ଅପରେସନ ସଫଳ ହୋଇଛନ୍ତି
ସ୍ୱର୍ଣ୍ଣପଦକ ଜିତିଲେ ଓଡ଼ିଶାର ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ୍
ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଭାରତୀୟ ପାରା ବ୍ୟାଡମିଣ୍ଟନ ତାରକା ଓଡ଼ିଶାର ପ୍ରମୋଦ ଭଗତ । ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ପ୍ରମୋଦ ଇଂଲଣ୍ଡର ଡାନିଏଲ...
ମାର୍ଚ୍ଚରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ
ଆଗାମୀ IPL 2024 ସିଜିନକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ଚରମ ସୀମାରେ ରହିଛି ।
ମାର୍ଚ୍ଚ ୨୨ରୁ ଆଇପିଏଲ, ଜାରି ହେବ ପ୍ରଥମ ୧୫ ଦିନର ମ୍ୟାଚ୍ ସୂଚୀ
ହୁପ୍ରତିକ୍ଷୀତ ଇଣ୍ଡିଆନ ପ୍ରିୟମର ଲିଗ(ଆଇପିଏଲ)ର ୧୭ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ।
ଜାଡ଼େଜାଙ୍କ ଆଗରେ ଇଂଲଣ୍ଡର ଆତ୍ମ ସମର୍ପଣ
ଜୟସ୍ଵାଲଙ୍କ ଦ୍ଵିଶତକ ପରେ ରବୀନ୍ଦ୍ର ଜାଡ଼େଜାଙ୍କ ବୋଲରଙ୍କ ଘାତକ ବୋଲିଂ ଆଗରେ ଇଂଲଣ୍ଡର ଆତ୍ମ ସମର୍ପଣ।
ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ,ଟିମ୍ ଇଣ୍ଡିଆର ୪୪୫ ରନ୍
ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ଭ୍ରମଣକାରୀ ଦଳର ବୋଲରଙ୍କ ଉପରେ ଭାରି ପଡ଼ିଲେ ଟିମ୍ ଇଣ଼୍ଡିଆ ବ୍ୟାଟର ।
ତୃତୀୟ ଓ ଚତୁର୍ଥ ଟେଷ୍ଟ ବି ଖେଳିବେନି କୋହଲି
ଟିମ୍ ଇଣ୍ଡିଆ ସୁପରଷ୍ଟାର ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ମଧ୍ୟ ଉପଲବ୍ଧ ହୋଇ ନପାରନ୍ତି
ବୁମରାହ ରଚିଲେ ଇତିହାସ
ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ରଚିଲେ ଇତିହାସ।