ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ
କାଲିର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା ।

କାଲିର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା । କାଲି ପ୍ରଧାନମନ୍ତ୍ରୀ ଆସିବା ସହ ଅନେକ ପ୍ରକଳ୍ପର ଲୋକାର୍ପଣ କରିବେ । କାଲି ସୋନପୁରରୁ ଶ୍ରୀକ୍ଷେତ୍ର ପୁରୀକୁ ଏକ ଟ୍ରେନର ଶୁଭାରମ୍ଭ କରିବେ । ୪ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ବ୍ରାହ୍ମଣୀ ଉପରେ ଦୁଇଟି ପୋଲର ଲୋକାର୍ପଣ କରିବେ ।ବଜେଟ୍ ଉପରେ ପ୍ରଧାନମନ୍ତ୍ରୀ ପ୍ରଥମ କରି ଜନସଭାକୁ ସମ୍ବୋଧିତ କରିବେ ।