National

ମନୀଷ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ: ଧର୍ମେନ୍ଦ୍ର...

ଉତରକାଶୀରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଦୈନନ୍ଦିନ ପୂଜାର୍ଚ୍ଚନା ସୁଚାରୁରୂପେ କରିବା ପାଇଁ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା...

ଏବେ ‘ଗେରୁଆ’ ରଙ୍ଗରେ ବନ୍ଦେ ଭାରତ ଟ୍ରେନ୍

ବନ୍ଦେ ଭରତ ଟ୍ରେନକୁ ଏବେ ଗେରୁଆ ରଙ୍ଗରେ ଦେଖିବାକୁ ମିଳିବ। ରେଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭାରତରେ ନିର୍ମିତ ଏହି ସେମି ହାଇ ସ୍ପିଡ୍ ଟ୍ରେନର ୨୮ତମ ରେକ୍...

ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ରାଜ୍ୟପାଳ

ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଜିଠୁ  ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି

ବିଲରେ ଧାନ ରୋଇଲେ ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳୁଛି ।

ତେଲଙ୍ଗାନାର ଭଦ୍ରକାଳୀ ମନ୍ଦିରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାରି ରାଜ୍ୟ ଗସ୍ତର ଆଜି ଦ୍ୱିତୀୟ ଦିନ।

ଅବିବାହିତ ରହିଲେ ମିଳିବ ପେନସନ୍‌

ଅବିବାହିତ ମହିଳା ଏବଂ ପୁରୁଷଙ୍କୁ ମିଳିବ ମାସିକ ୨,୭୫୦ ଟଙ୍କାର ପେନସନ୍‌

୭ ରୁ ୪ ରାଜ୍ୟ ଗସ୍ତ କରିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ଅର୍ଥାତ ଆସନ୍ତା ୭ରୁ ଚାରିଟି ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ତେଜସ୍ୱୀ ଯାଦବ ଓ ଲାଲୁଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍

ଜମି ବଦଳରେ ରେଲୱେରେ ଚାକିରି ମାମଲାରେ ସିବିଆଇର ଚାର୍ଜସିଟ୍ ଦାଖଲ। ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।

ପୁଣି ବଢିଲା ଏଲପିଜି ଗ୍ୟାସ୍‌ ଦାମ୍‌

ପୁଣି ଲୋକଙ୍କୁ ମହଙ୍ଗା ଛାଟ୍‌ । ପନିପରିବା ଦାମ୍‌ ହୁଁ ହୁଁ ବଢୁଥିବା ବେଳେ ପୁଣି ଗ୍ୟାସ୍‌ ଦାମ୍‌ ବଢିଛି । ସାଧାରଣ ଗ୍ରାହକଙ୍କ ପକେଟ ଉପରେ ଏହାର ପ୍ରଭାବ...

ଦେଶରେ ଡିଜେଲ ବିକ୍ରି ହ୍ରାସ

ଦେଶରେ ଡିଜେଲ ବିକ୍ରି ହ୍ରାସ, ଜାଣନ୍ତୁ ଖସିଲା କେତେ ପ୍ରତିଶତ?

ମାନବିକତା ଭୁଲିଗଲେ ପୋଲିସକର୍ମୀ

ମାନବିକତା ଭୁଲିଗଲେ ପୋଲିସକର୍ମୀ, ପ୍ଲାଟଫର୍ମରେ ଶୋଇଥିବା ଯାତ୍ରୀଙ୍କ ମୁହଁରେ ଢାଳୁଛନ୍ତି ପାଣି

ଡିଜେ ତାଳରେ ଶାଶୁଙ୍କ ନାଚ ଦେଖି ଭାଙ୍ଗିଲା ବାହାଘର

ଡିଜେର ତାଳେ ତାଳେ ଶାଶୁଙ୍କୁ ଧୂମପାନ କରି ନାଚୁଥିବାର ଦେଖିଲା ବର, ହାତଗଣ୍ଠି ପୂର୍ବରୁ ଭାଙ୍ଗିଲା ବାହାଘର

ଜୁଲାଇ ୧୩ରେ ଜହ୍ନକୁ ଯାତ୍ରା ଆରମ୍ଭ କରିବ ‘ଇସ୍ରୋ’

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩ ମିଶନକୁ ଲଞ୍ଚ କରାଯିବ।

ମୋଦିଙ୍କ ଘର ଉପରେ ଉଡିଲା ଡ୍ରୋନ୍‌, ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆଦିଲ୍ଲୀ ବାସଭବନ ଉପରେ ଉଡିଲା ଡ୍ରୋନ । ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଥିବା ସତ୍ତ୍ୱେ କିଭଳି ନୋ ଫ୍ଲାଇଂ ଜୋନକୁ ଆସିଲା ଡ୍ରୋନ ତାହାକୁ...

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ । ଅଜିତ ପାୱାର ଏନସିପି ଠାରୁ ଅଲଗା ହୋଇ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି ।

ବସ୍‌ରେ ନିଆଁ ଲାଗିଯିବାରୁ ୨୫ ମୃତ

ବସ୍‌ରେ ନିଆଁ ଲାଗିଯିବାରୁ ପ୍ରାୟ ୨୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି।