National
ନୂଆ ସଂସଦ ଭବନକୁ ନେଇ ତେଜିଲା ରାଜନୀତି
ନୂଆ ସଂସଦ ଭବନକୁ ନେଇ ତେଜିଲା ରାଜନୀତି
ପୂଜାପାଠ ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ନୂଆ ସଂସଦ ଭବନକୁ ଲୋକାର୍ପଣ...
ପୂଜାପାଠ ଏବଂ ମନ୍ତ୍ରୋଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶର ନୂଆ ସଂସଦ ଭବନକୁ ଲୋକାର୍ପଣ କରିଛନ୍ତି ।
ସିଦ୍ଧରମୈୟାଙ୍କ ଟିମରେ ଆଉ ୨୪ ମନ୍ତ୍ରୀ ସାମିଲ
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନର ଏକ ସପ୍ତାହ ପରେ ଆଜି ୨୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।...
ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧି
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ରକ ଯାତ୍ରା କରିଥିବା ଦେଖିବାକୁ ମିଳିଛି
Indian Coast Guard Ship Vajra apprehended Sri Lankan fishing...
Indian Coast Guard Ship Vajra while on patrol in the Gulf of Mannar apprehended Sri Lankan fishing boat Amul Putha (IMUL-A-0635-NBO)...
ନାବାଳିକା ଯୁବତୀଙ୍କୁ ମିଳିଲା ଗର୍ଭପାତ ଅନୁମତି ଦେଲେ ହାଇକୋର୍ଟ
କେରଳ ହାଇକୋର୍ଟ ଏକ ୧୫ ବର୍ଷୀୟ ନାବାଳିକା ଯୁବତୀକୁ ଗଭ୍ରପାତ କରିବାକୁ ଅନୁମତି ଦେଇଛନ୍ତି।
କାଲିଠାରୁ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା
ବଜାରରୁ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ପରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ୪ ମାସ ଅବଧି ରହିଛି ।
ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଲା, ହସ୍ପିଟାଲରେ ଭର୍ତ୍ତି
ତିହାର ଜେଲରେ ଥିବା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି
ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି ମହାତ୍ମାଙ୍କ ନୀତି ଆଦର୍ଶ: ମୋଦୀ
ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ମହାତ୍ମାଙ୍କ ନୀତି ଆଦର୍ଶ ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି।
ନୋଟ୍ ବଦଳାଇବାକୁ ଆଇଡି ଦରକାର ନାହିଁ: ଏସବିଆଇ
୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଏସବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି
ଅଧା ବାଟରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍
ଅଧା ବାଟରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍
ନୂଆ ସଂସଦ ଭବନର ଉଦଘାଟନ୍ ନେଇ ତେଜିଲା ରାଜନୀତି
ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବାକୁ ଯାଉଛି ଦେଶର ନୂଆ ସଂସଦ ଭବନ
ହିରୋସୀମାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ମୋଦିଙ୍କୁ ଭେଟିଲେ ଜେଲେନ୍ସ୍କି
ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ଭେଟିଲେ ମୋଦି ।
କର୍ଣ୍ଣାଟକରେ ଶପଥ ନେଲେ ସିଦ୍ଧରମୈୟା ଓ ଡି.କେ ଶିବକୁମାର
ମୁଖ୍ୟମନ୍ତ୍ରୀ ଭାବେ ଶାସନ ନେଲେ ସିଦ୍ଧରମୈୟା
ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ
ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ, ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ହେବ।
ଏନଏଚଏଆଇ ର ବିଶ୍ବରେକର୍ଡ : ୧୦୦ ଘଣ୍ଚାରେ ୧୦୦ କିଲୋମିଟର ରାସ୍ତା...
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏକ ନୂଆ ରେକର୍ଡ କରିଛି ।
ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ
ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି ଏସଟିଏଫ୍
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ପରିବର୍ତ୍ତନ, ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ...
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ପରିବର୍ତ୍ତନ କରାଯାଇଛି