National

ଚନ୍ଦ୍ର ପଥରେ ଚନ୍ଦ୍ରାୟନ …

ଚନ୍ଦ୍ର କକ୍ଷପଥରେ ସଫଳତାର ସହ ସ୍ଥାପିତ ହେଲା ଚନ୍ଦ୍ରାୟନ-୩…

ବିହାରରେ ଜାତିଗତ ଜନଗଣନା ଉପରୁ ହଟିଲା ରୋକ୍

ବିହାରରେ ଜାତି ଭିତ୍ତିକ ଜନଗଣନା ଉପରୁ ରୋକ୍ ହଟିଛି

ନରେନ୍ଦ୍ର ମୋଦୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାରରେ ସମ୍ମାନିତ

ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ମୋ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ

ଆନ୍ତର୍ଜାତିକ ବାଘ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ପୃଥିବୀରେ ବାଘମାନେ ପରିବେଶ ସନ୍ତୁଳନ ବଜାୟ ରଖିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ବଦଳିଲା ଟ୍ଵିଟର ଲୋଗୋ

ଉଡିଗଲା ଚଢେଇ ଆସିଗଲା x

ସୀମା ହାଇଦରଙ୍କ ଲଭ୍ ଷ୍ଟୋରୀ ପଛରେ କିଏ

ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ଲଭ୍ ଷ୍ଟୋରୀକୁ ନେଇ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣିବାକୁ ମିଳୁଛି ।

ମଣିପୁର ଭାଇରାଲ ଭିଡ଼ିଓ ଘଟଣାରେ ୪ ଗିରଫ

ସମଗ୍ର ଦେଶକୁ ସ୍ତବ୍ଧ କରିଥିବା ମଣିପୁର ଭାଇରାଲ ଭିଡ଼ିଓ ଘଟଣାରେ ମାଷ୍ଟର ମାଇଣ୍ଡ ସହ ଏଯାବତ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ...

ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର

ଏଣିକି ପ୍ରତି ରେଳ ଷ୍ଟେସନରେ ଦ୍ୱିତୀୟ ଶ୍ରେଣୀ କୋଚ୍‌ ନିକଟରେ ମିଳିବ ସ୍ୱଳ୍ପ ମୂଲ୍ୟରେ ଖାଦ୍ୟ ପ୍ୟାକେଟ୍‌ ।

ମଣିପୁର ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ: ସୁପ୍ରିମକୋର୍ଟ

ମଣିପୁରର ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରି ନେବା ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ ବୋଲି କହିବା ସହ ଏହା ସମ୍ବିଧାନର ଘୋର ଉଲ୍ଲଘଂନ...

ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି

‘ମୋଦୀ ସରନେମ୍’ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି

ବିଦ୍ୟୁତ ତାର ଲାଗି ୬ କାଉଡ଼ିଆଙ୍କ ମୃତ୍ୟୁ

ଭଗବାନ ଶିବଙ୍କୁ ଜଳଲାଗି କରିବାକୁ ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି

ରାଜନୀତି ମୈଦାନ କୁ ଓହ୍ଲାଇବେ ଅଭିଷେକ ବଚ୍ଚନ

୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ, ବିଗ୍‌ ବିଙ୍କ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା…

ଲଞ୍ଚ ହେଲା ଚନ୍ଦ୍ରୟାନ-୩

ଲଞ୍ଚ ହେଲା ଚନ୍ଦ୍ରୟାନ-୩, ଶ୍ରୀହରିକୋଟାରୁ ହେଲା ସଫଳ ଉତ୍‌କ୍ଷେପଣ

ବର୍ଦ୍ଧିତ ଦର ନେଲା ଜୀବନ

ଟମାଟୋ ଚାଷୀଙ୍କୁ ହତ୍ୟା, ବର୍ଦ୍ଧିତ ଦର ନେଲା ଜୀବନ

‘ଚନ୍ଦ୍ରଯାନ -୩’ ଲଞ୍ଚ୍ ପାଇଁ ଅବଗଣନା ଆରମ୍ଭ

ଦେଶର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ -୩’ର ଉତକ୍ଷେପଣ ପାଇଁ ୨୫.୩୦ ଘଣ୍ଟିଆ ଅବଗଣନା ଗୁରୁବାର ଶ୍ରୀହରିକୋଟାର ମହାକାଶ କେନ୍ଦ୍ରରେ ଆରମ୍ଭ ହୋଇଛି

ପରିବା ବଜାର ରେ କାଳ ବୈଶାଖୀ

ଉଡେଇଲା ବଜାର ଦର, ଭାଙ୍ଗିଲା ଖାଉଟି ଙ୍କ ଅଣ୍ଟା, ପଡିଲା ମଧ୍ୟବିତ୍ତ ଙ୍କ ଉପରେ ବଜ୍ରପାତ, ସାହା ହେବା ପାଇଁ କହିବା କାହାକୁ ଶୁଣିବ ବା କିଏ ?

ଦିଲ୍ଲୀରେ ବନ୍ୟା ପରିସ୍ଥିତି ଯୋଗୁଁ ହାଇ ଆଲର୍ଟ

ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୟଙ୍କର ଭାବେ ଫୁଲିଉଠିଛି ଯମୁନା ନଦୀ