National
ଆଫଗାନିସ୍ତାନରେ ପୁଣି ଭୂମିକମ୍ପ ଝଟକା
ପଶ୍ଚିମ ଆଫଗାନିସ୍ତାନରେ ଆଜି ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି।
ଖାଇବା ତେଲ ଗୋଦାମରେ ଲାଗିଗଲା ନିଆଁ
ସକାଳୁ ସକାଳୁ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ଏକ ଖାଇବା ତେଲ ଗୋଦାମରେ ନିଆଁ ଲାଗି ଯିବାରୁ ତାହା ହୁତୁହୁତୁ ହୋଇ ଜଳିବାକୁ ଲାଗିଛି ।
ଗାଜା ଓ ୱେଷ୍ଟ ବ୍ୟାଙ୍କରେ ଫସିଛନ୍ତି ୧୬ ଭାରତୀୟ
ଇସ୍ରାଏଲ ଓ ହମାସ ମଧ୍ୟରେ ୬ ଦିନ ହେଲା ଚାଲିଥିବା ଭୟଙ୍କର ଯୁଦ୍ଧରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗାଜା ଓ ସୀମାନ୍ତ ଅଞ୍ଚଳରେ ଥିବା ୱେଷ୍ଟ ବ୍ୟାଙ୍କ।...
ବିହାରରେ ନର୍ଥ ଇଷ୍ଟ ସୁପରଫାଷ୍ଟ ଟ୍ରେନ ଲାଇନଚ୍ୟୁତ, ୪ ଯାତ୍ରୀ ମୃତ,...
ବିହାର ବକ୍ସର ଜିଲ୍ଲା ରଘୁନାଥପୁର ଷ୍ଟେସନରେ ଗତରାତିରେ ଟ୍ରେନ୍ ଦୁର୍ଘଟଣା ଘଟିଛି
ଦଲାଇଲାମା ଅସୁସ୍ଥ ଖବରକୁ ଖଣ୍ଡନ କଲା ଏମ୍ସ
ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ପରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରଯାଇଥିବା ସୂଚନା ମିଳିଥିଲା
ସିକ୍କିମ ବନ୍ୟାରେ ୭ ସୈନିକଙ୍କ ସହ ୫୩ ମୃତ
ସିକ୍କିମ ତିସ୍ତା ନଦୀରେ ଆସିଥିବା ବନ୍ୟାରେ ଭାସିଯାଇ ନିଖୋଜ ଥିବା ୧୪୨ ଜଣଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ ଶନିବାର ବି ଜାରି ରହିଛି
୨୦୦ବଦଳରେ ମିଳିବ ୩୦୦ଟଙ୍କାର ସବସିଡି
ଦୀପାବଳି ପୂର୍ବରୁ ମୋଦୀ ସରକାର ଦେଇଛନ୍ତି ଉପହାର । ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ଏବେ ୨୦୦ବଦଳରେ ମିଳିବ ୩୦୦ଟଙ୍କାର ସବସିଡି ।
ଦିନ ଆସିବ ଦେଶରେ ପେଟ୍ରୋଲ ପମ୍ପ ରହିବ ନାହିଁ : ନୀତିନ ଗଡ଼କରୀ
ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ, ଇଥାନଲ ପମ୍ପ ଇତ୍ୟାଦି ରହିବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।
NASAର ଭୟଙ୍କର ଭବିଷ୍ୟବାଣୀ
ନାସାର ଆକଳନ ଅନୁଯାୟୀ, ଏହି ଧକ୍କା ଆଜିଠାରୁ ୧୫୯ ବର୍ଷ ପରେ ହେବ।
ଭୂକମ୍ପରେ ଥରିଲା ରାଜଧାନୀ
ଭୂକମ୍ପରେ ଥରିଲା ରାଜଧାନୀ। ଆଜି ୨ଟା ୫୩ରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭବ ହୋଇଛି
କଂଗ୍ରେସ କ୍ଷମତାକୁ ଆସିଲେ ଦେଶରେ କରାଯିବ ଜାତିଗତ ଜନଗଣନା: ରାହୁଲ...
କଂଗ୍ରେସ ଦଳ ଯଦି କେନ୍ଦ୍ରରେ କ୍ଷମତାକୁ ଆସେ, ତେବେ ଦେଶରେ ଜାତିଗତ ଜନଗଣନା କରାଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
କାବେରୀ ଜଳ ବିବାଦ: ଆଜି କର୍ଣ୍ଣାଟକ ଠପ୍
ତାମିଲନାଡ଼ୁକୁ କାବେରୀ ନଦୀର ଜଳ ଛାଡ଼ିବା ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ ଜାରି ରହିଛି