National

ଆରପାରିରେ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଲେଖିକା ଗୀତା ମେହେଟ୍ଟା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ

ପ୍ରେମିକାକୁ କିସ୍‌ କରି ଫାଇନ ଗଣିଲେ ପ୍ରେମିକ

ପ୍ରେମରେ ପାଗଳ ପ୍ରେମୀଯୁଗଳ; ଚଳନ୍ତା ବାଇକରେ ପ୍ରେମିକାକୁ ବୁଲି ପଡ଼ି କିସ୍‌ କରୁଥିଲେ, ଫାଇନ୍‌ ଗଣିଲେ

ଦେଶର ବିକାଶରେ ନୂଆ ଅଧ୍ୟାୟ ଲେଖିବାକୁ ଆମେ ପ୍ରସ୍ତୁତ ହେଉଛୁ: ସୋନିଆ...

ଦେଶର ବିକାଶରେ ନୂଆ ଅଧ୍ୟାୟ ଲେଖିବାକୁ ଆମେ ପ୍ରସ୍ତୁତ ହେଉଛୁ: ସୋନିଆ ଗାନ୍ଧୀ

ଅନନ୍ତନାଗ ଏନକାଉଣ୍ଟର: ଆଉ ଜଣେ ଯବାନ ସହିଦ୍

ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗତ ତିନି ଦିନ ଧରି ଚାଲିଥିବା ସଂଘର୍ଷରେ ନିଖୋଜ ଜଣେ ଯବାନଙ୍କ ମୃତଦେହ ମିଳିଛି

ପ୍ରତିଶୃତି ପୂରଣ କଲେ ରେଳମନ୍ତ୍ରୀ

ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ନିକଟରେ ଉପମାର୍ଗ ନିର୍ମାଣ ପାଇଁ 14.7 କୋଟି ଟଙ୍କା ପାଣ୍ଠି ମଞ୍ଜୁର କଲେ

ସଂସଦର ସ୍ୱତନ୍ତ୍ର ଅଧିବେଶନ‌ ପୂର୍ବରୁ ସେପ୍ଟେମ୍ବର ୧୭ରେ ସର୍ବଦଳୀୟ...

ସଂସଦର ସ୍ୱତନ୍ତ୍ର ଅଧିବେଶନର ଦିନକ ପୂର୍ବରୁ ସେପ୍ଟେମ୍ବର ୧୭ରେ ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି

ବର୍ତ୍ତିଲେ ୧୬୮ ଯାତ୍ରୀ, କୋଚିରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ

ଏୟାର ଏସିଆର ଏକ ବିମାନ କୋଚିରେ ଜରୁରୀ ଅବତରଣ କରିଛି

ଜି -୨୦: ବର୍ଷାରେ ଭାରତ ମଣ୍ଡପମ୍ ଜଳମଗ୍ନ, କଂଗ୍ରେସ କହିଲା ‘ବିକାଶ...

ଜାତୀୟ ରାଜଧାନୀରେ ବର୍ଷା ଯୋଗୁଁ ଜି-୨୦ ସଭାସ୍ଥଳ ‘ଭାରତ ମଣ୍ଡପମ୍’ରେ ପାଣି ପଶିଯାଇଛି

ମରୋକ୍କୋ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା

ମରୋକ୍କୋ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି

ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ...

ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସିଥିବା ଋଷି ସୁନକ ଆଜି ସକାଳେ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି

ବିଜେପି ଛାଡ଼ିଲେ ସୁଭାଷ ବୋଷଙ୍କ ନାତି

ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ବୁଧବାର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି

ସଜେଇ ହୋଇଛି ଦିଲ୍ଲୀ, ଝଲସୁଛି ପ୍ରଗତୀ ମୈଦାନ

ବିଶ୍ବର ୨୦ରୁ ଅଧିକ ପ୍ରଭାବଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସ୍ୱାଗତ ପାଇଁ ଅପେକ୍ଷା କରିଛି ଭାରତ ମଣ୍ଡପମ୍।

‘ଇଣ୍ଡିଆ ନା ଭାରତ’ କଣ କହିବାକୁ ଭଲ ଲାଗୁଛି ?

‘ଇଣ୍ଡିଆ ନା ଭାରତ’ କଣ କହିବାକୁ ଭଲ ଲାଗୁଛି ? ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର୍ ଧରିଛି

ଗଣେଶ ଚତୁର୍ଥୀରେ ନୂଆ ସଂସଦ ଭବନରେ ଆରମ୍ଭ ହେବ ଗୃହକାର୍ଯ୍ୟ

ଗଣେଶ ଚତୁର୍ଥୀରେ ନୂଆ ସଂସଦ ଭବନରେ ଆରମ୍ଭ ହେବ ଗୃହକାର୍ଯ୍ୟ

ଆସନ୍ତୁ ଦେଖିବା ଚନ୍ଦ୍ରର ପ୍ରଥମ ଫଟୋ

ଚନ୍ଦ୍ରର ରଙ୍ଗୀନ ମାଟି । ଦେଖିଲେ ଆଚମ୍ବିତ ହୋଇଯିବେ । ଇସ୍ରୋ ଜାରି କଲା ଚନ୍ଦ୍ରାୟନ-୩ର ଲ୍ୟାଣ୍ଡର ବିକ୍ରମ ପଠାଇଥିବା ଫଟୋ ।

ସଫଳତା ପଥରେ ‘ଆଦିତ୍ୟ ଏଲ୍-ୱାନ’

ସଫଳତା ପଥରେ ‘ଆଦିତ୍ୟ ଏଲ୍-ୱାନ’, ଆଜି ଛାଡ଼ିଲା ପୃଥିବୀର ଦ୍ଵିତୀୟ କକ୍ଷପଥ

ଆଉ ଶୁଭିବନି ଇସ୍ରୋ ର ଏହି ସ୍ବର

ଆଉ ଶୁଭିବନି ଇସ୍ରୋ ର ଏହି ସ୍ବର, ନିରବିଗଲେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ଅବଗଣନା ପଛର ସ୍ବର

ଚନ୍ଦ୍ରପୃଷ୍ଠରେ ପୁଣିଥରେ ସଫ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ ଲ୍ୟାଣ୍ଡର୍

ଦକ୍ଷିଣ ମେରୁରେ ଐତିହାସିକ ଅବତରଣର କିଛି ଦିନ ପରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପୁଣି ସଫ୍ଟ ଲ୍ୟାଣ୍ଡିଂ କରିଛି

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ସାମାନ୍ୟ ଜ୍ୱରର ଲକ୍ଷଣ ପରେ ରବିବାର କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି