National

ଆନ୍ଧ୍ରପ୍ରଦେଶ ଟ୍ରେନ୍‌ ଦୁର୍ଘଟଣା: ୮ ମୃତ ଅନେକେ ଆହତ, ରେଳମନ୍ତ୍ରୀଙ୍କ...

ଆନ୍ଧ୍ରପ୍ରଦେଶ ଟ୍ରେନ୍‌ ଦୁର୍ଘଟଣା: ୮ ମୃତ ଅନେକେ ଆହତ, ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

କେରଳ ବିସ୍ଫୋରଣ, ବିଜୟନଙ୍କ ସହ କଥା ହେଲେ ଅମିତ ଶାହା

କୋଚିର କନଭେନସନ୍ ସେଣ୍ଟରରେ ଚାଲିଥିବା ଏକ ଖ୍ରୀଷ୍ଟିଆନ ସମାବେଶରେ ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ...

୫ଜି’ ପରେ ‘୬ଜି : ମୋଦୀ

‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ନେତୃତ୍ବ ନେବା ଦିଗରେ ଭାରତ ଅଗ୍ରସର ହେଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ ବୋଲି କଥା ଦେଲେ ମୁଖ୍ୟମନ୍ତ୍ରୀ

ଆସନ୍ତାମାସରେ ନିର୍ବାଚନ ହେବାକୁ ଥିବା ଛତିଶଗଡ଼ରେ ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସିବ, ତା'ହେଲେ ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ ବୋଲି ଆଜି ରାଜ୍ୟବାସୀଙ୍କୁ...

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ, ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ବାଂଲାଦେଶରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଆଶଙ୍କା କରାଯାଉଛି।

ସୁପ୍ରିମ୍‌କୋର୍ଟରୁ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଆଶ୍ୱସ୍ତି

ସୁପ୍ରିମ୍‌କୋର୍ଟ ଶୁକ୍ରବାର ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ପ୍ରମୁଖ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ବଡ଼ ଆଶ୍ୱସ୍ତି...

ଗଗନାୟାନ୍ ମିଶନ୍ କଣ ? ଓ ଏହାର କଣ ଆବଶ୍ୟକତା , ଜାଣନ୍ତୁ ଏହି ରିପୋର୍ଟରେ

ଗଗନାୟାନ୍ ମିଶନ୍ କଣ ? ଓ ଏହାର କଣ ଆବଶ୍ୟକତା , ଜାଣନ୍ତୁ ଏହି ରିପୋର୍ଟରେ

ଗଗନୟାନ ଲଞ୍ଚ ପାଇଁ ପ୍ରସ୍ତୁତ

ଆସନ୍ତାକାଲି ସକାଳ 7:30 ମିନିଟ ରେ ଲଞ୍ଚ ହେବାର ନେଇ ଇସ୍ରୋ ପକ୍ଷରୁ ସୂଚନା, ଗଗନୟାନ ମିଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପାଲେଷ୍ଟାଇନ ବାସୀଙ୍କ ପାଇଁ ମାନବିକ ସହାୟତା ପଠାଇବା ଜାରିରଖିବ ଭାରତ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲେଷ୍ଟାଇନ୍ ରାଷ୍ଟ୍ରପତି ମିଃ ମହମ୍ମଦ ଆବ୍ବାସଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି

୪% ମହଙ୍ଗା ଭତ୍ତା ବୃଦ୍ଧି

ଆଜି କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪% ମହଙ୍ଗା ଭତ୍ତା ବୃଦ୍ଧି ଅନୁମୋଦନ କରିଛନ୍ତି

ଗଗନଯାନ ମିଶନ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଗଗନଯାନ ମିଶନ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ସମଲିଙ୍ଗୀ ବିବାହକୁ ମିଳିଲାନି ସୁପ୍ରିମକୋର୍ଟଙ୍କ ସ୍ୱୀକୃତି

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ।

ଭାରତକୁ ଚନ୍ଦ୍ରଯାନ-୩ ଟେକ୍ନୋଲୋଜି ମାଗିଥିଲା ନାସା

ଭାରତକୁ ଚନ୍ଦ୍ରଯାନ-୩ ଟେକ୍ନୋଲୋଜି ମାଗିଥିଲା ନାସା: ଇସ୍ରୋ ମୁଖ୍ୟ

JNU କ୍ୟାମ୍ପସରେ ବଡ ଦୁର୍ଘଟଣା

ରବିବାର ସକାଳେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଥିଲା।