Tag: poisonous liquor

State

ମଦ ପିଇବା ପରେ ୧୫ ଅସୁସ୍ଥ, କାରଣ ଖୋଜୁଛି ପୋଲିସ୍

ଦେଶୀ ମଦ ପିଇବା ପରେ ୧୫ରୁ ଅଧିକ ଅସୁସ୍ଥ । ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି