Tag: #odisha news makers
କେନ୍ଦ୍ରର ଚିଠି ଆଟମ ବମ୍ ଭଳି :ମୋହନ ମାଝୀ
୫-ଟି ସଚିବଙ୍କ ଗ୍ରସ୍ତକୁ ବିଜେଡିର ଡିଫେଣ୍ଡକୁ ବିଜେପିର ସମାଲୋଚନା
ବର୍ଷା- ବଜ୍ରପାତ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି
୫ଟି ସଚିବଙ୍କୁ ନେଇ କେନ୍ଦ୍ରର ଚିଠି ପରେ ବିଜେଡିର ଜବାବ
୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ନେଇ କେନ୍ଦ୍ରର ଚିଠି ପରେ ଜବାବ ରଖିଛି ବିଜେଡି।
ମହାପ୍ରଭୁଙ୍କ ଇଚ୍ଛା : ସମୟ ପୂର୍ବରୁ ଗଡିଲା ରଥ
ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ତିନି...
ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କେନ୍ଦୁଝର ଦୁର୍ଘଟଣା, ୩ଲକ୍ଷ ଟଙ୍କା ସହାୟତା ଘୋଷଣା
କେନ୍ଦୁଝର ଜିଲ୍ଲା ଷଠୀଘର ଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି...
ଜୟପାଟଣା ଢୁଲୁ ଘାଟିରୁ ଖସିପଡ଼ିଲା ପିକଅପ ଭ୍ୟାନ, ଜଣେ ମୃତ, ୬ ଗୁରୁତର
କଳାହାଣ୍ଡି ଜିଲ୍ଲା ଜୟପାଟଣା ଢୁଲୁ ଘାଟିରେ ସଡ଼କ ଦୁର୍ଘଟଣା ।
ରୋଷଣୀ ବେଳେ ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍ : ୫ ମୃତ, ୭ ଗୁରୁତର
ଦିଗପହଣ୍ଡି କନ୍ୟାଯାତ୍ରୀ ବସ୍ ଦୁର୍ଘଟଣା ନେଇ ଚର୍ଚ୍ଚା ଥମିନଥିବା ବେଳେ ଆଜି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ବରଯାତ୍ରୀ ପ୍ରାଣ ହରାଇଛନ୍ତି
ବାହାନଗା ରେଳ ଦୁର୍ଘଟଣା : ୮୧ ଶବକୁ ୯୦ ଦାବିଦାର
ବାହାନଗା ରେଳ ଦୁର୍ଘଟଣାର ୮୧ ମୃତକଙ୍କୁ ନିଜର କହୁଛନ୍ତି ୯୦ ଜଣ ବ୍ୟକ୍ତି।
5T ସଚିବଙ୍କ ବିରୋଧରେ କେନ୍ଦ୍ର ନିକଟରେ ଫେରାଦ ହେଲେ ବିଜୟ
5T ସଚିବଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ । ଏଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ...
ଆଜି ଆଉ ୫ଟି ସ୍ଥାନରେ ଗଡି଼ଲା ବନ୍ଦେ ଭାରତ ଏକ୍ସପ୍ରେସ୍
ଆଜି ଭାରତୀୟ ରେଳ ଇତିହାସରେ ଏକ ନୂଆ ଇତିହାସ ଯୋଡି ହେବାକୁ ଯାଉଛି। ଆଜି (ମଙ୍ଗଳବାର) ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ରାଣୀ କମଳାପତି...
ଟମାଟୋରେ ହାତ ମାରିଲେ ଲାଗୁଛି ଡର
ଆକାଶ ଛୁଆଁ ଟମାଟୋ ଦର । ଟମାଟୋରେ ହାତ ମାରିଲେ ଲାଗୁଛି ଡର । କିଣିଲେ ପକେଟକୁ ବାଧୁଛି
ସୌରୀନ ଭଟ୍ଟଙ୍କୁ ସମର୍ପଣ ପାଇଁ ଆହ୍ବାନ
ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଗିରଫ କରିବାକୁ ପୋଲିସ୍ ଟିମ୍ କୋଲକାତା ଯାଇଥିଲା
ଦୁଇଥର ଟିକେଟ୍ ମୂଲ୍ୟ ହ୍ରାସ ସତ୍ତ୍ୱେ ବଢ଼ୁନି ‘ଆଦିପୁରୁଷ’ର ବକ୍ସ...
ଲଗାତାର ଦୁଇଥର ଟିକେଟ୍ ମୂଲ୍ୟ ହ୍ରାସ କରାଯିବା ସତ୍ତ୍ୱେ ଫିଲ୍ମ ‘ଆଦିପୁରୁଷ’ ଦର୍ଶକଙ୍କୁ ହଲକୁ ଟାଣିବାରେ ବିଫଳ ହୋଇଛି ।
ସାଧୁ ବେଶରେ ଲୁଟ୍ ଉଦ୍ୟମ, ୩ ଅଟକ
ନାଗା ସାଧୁ ବେଶରେ ପୁଣି ଲୁଟ୍ ଉଦ୍ୟମ । ଭୁବନେଶ୍ୱର ଚକେଇସିଆଣି ଓ୍ୱାର୍ଡ ନମ୍ବର ୧୦ରୁ ଲୁଟ୍ ଉଦ୍ୟମ ହୋଇଥିଲା
ଦୁଇଦିନିଆ ବରଗଡ ଗସ୍ତରେ ଯିବେ ୫-ଟି ସଚିବ
ସୋମବାର ଠାରୁ ୫-ଟି ସଚିବ ଭିକେ ପାଣ୍ଡିଆନ ଦୁଇଦିନିଆ ବରଗଡ଼ ଜିଲ୍ଳା ଗସ୍ତରେ ଯିବେ ।
ଦିଗପହଣ୍ଡି ଦୁର୍ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ଗଞ୍ଜାମ ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ








