Tag: #odisha news makers
ମୁହାଁମୁହିଁ ପିଟିହେଲା ଦୁଇଟି ବସ୍:ଡ୍ରାଇଭର ସମେତ ୧୫ ଆହତ
ମୁହାଁମୁହିଁ ପିଟିହେଲା ଦୁଇଟି ବସ୍ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ସଦର ଥାନା ତାମୁଳିଆ ବ୍ରିଜ ନିକଟରେ ଏହି ଦୁର୍ଘଟଣା ହୋଇଛି
ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମଙ୍ଗଳବାର ଘରକୁ ଫେରୁଥିବା ବେଳେ ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା...
ବିଏମ୍ସିର ଡେଙ୍ଗୁ ବିରୋଧି ସଚେତନତା ପଦଯାତ୍ରା
‘ଆମରି ହାତରେ ଆମରି ସ୍ୱାସ୍ଥ୍ୟ ; ଡେଙ୍ଗୁ ପ୍ରତିକାର ଆମ ଦାୟିତ୍ଵ ’ ନାରା ଆଜି ଦେଖିବାକୁ ମିଳିଛି ମଂଚେଶ୍ବର ସ୍ଥିତ ମଣିନାଗେଶ୍ଵର ବସ୍ତି ଅଂଚଳରେ ।
ନଦୀ କୂଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବୌଦ୍ଧ ସହର ସତସଙ୍ଗ ବିହାର ସ୍ଥିତ ମହାନଦୀ କୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି
ତେଜସ୍ୱୀ ଯାଦବ ଓ ଲାଲୁଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍
ଜମି ବଦଳରେ ରେଲୱେରେ ଚାକିରି ମାମଲାରେ ସିବିଆଇର ଚାର୍ଜସିଟ୍ ଦାଖଲ। ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।
ପୁଣି ବଢିଲା ଏଲପିଜି ଗ୍ୟାସ୍ ଦାମ୍
ପୁଣି ଲୋକଙ୍କୁ ମହଙ୍ଗା ଛାଟ୍ । ପନିପରିବା ଦାମ୍ ହୁଁ ହୁଁ ବଢୁଥିବା ବେଳେ ପୁଣି ଗ୍ୟାସ୍ ଦାମ୍ ବଢିଛି । ସାଧାରଣ ଗ୍ରାହକଙ୍କ ପକେଟ ଉପରେ ଏହାର ପ୍ରଭାବ...
ବର୍ଷା : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଆଜିଠୁ ରାଜ୍ୟରେ ହୋଇପାରେ ବର୍ଷା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର...
ସାକାର ହେବ ସ୍ବପ୍ନ- ଚଳିତ ମାସରୁ ଗଙ୍ଗାଧର ସେଚ ପ୍ରକଳ୍ପର ଟେଷ୍ଟ...
ଏହି ବୃହତ ପ୍ରକଳ୍ପ ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବାକୁ ଯାଉଥିବା ନେଇ ସପ୍ତାହେ ତଳେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଘୋଷଣା ପରେ ଚାଷୀଙ୍କ...
ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ ଅଭିନେତା ସିଦ୍ଧାନ୍ତ
ସେ ଖାଲି ରିଲ୍ ହିରୋ ନୁହଁନ୍ତି, ରିଅଲ ହିରୋ ମଧ୍ୟ।
ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାମାଆଙ୍କୁ ଆକ୍ରମଣ ଅଭିଯୋଗ
ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାମାଆଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି
ବିପୁଳ ପରିମାଣର ବିଦେଶୀ ମଦ ଜବତ, କପଡା ବ୍ୟବସାୟୀଙ୍କ ପୁଅ ଗିରଫ
ବରଗଡ଼ ଗ୍ରାମାଞ୍ଚଳ ଥାନା ତରଫରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ଜଣେ ଯୁବକ ଗିରଫ କରାଯାଇଛି
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ:କେନ୍ଦ୍ରମନ୍ତ୍ରୀ...
ଗୁରୁଙ୍କ ଆଶୀର୍ବାଦ ହିଁ ଜୀବନରେ ଆଣେ ଜ୍ଞାନ ରୂପକ ଆଲୋକ
ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭାବନା ବ୍ୟକ୍ତ କରିଛନ୍ତି।
ମୋଦିଙ୍କ ଘର ଉପରେ ଉଡିଲା ଡ୍ରୋନ୍, ସୁରକ୍ଷା ବ୍ୟବସ୍ଥା କଡ଼ାକଡି
ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆଦିଲ୍ଲୀ ବାସଭବନ ଉପରେ ଉଡିଲା ଡ୍ରୋନ । ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଥିବା ସତ୍ତ୍ୱେ କିଭଳି ନୋ ଫ୍ଲାଇଂ ଜୋନକୁ ଆସିଲା ଡ୍ରୋନ ତାହାକୁ...
କୂଅରେ ଆତ୍ମହତ୍ୟା ଉଦ୍ୟମ: ମାଆ ଓ ବଡ଼ ଝିଅ ଉଦ୍ଧାର
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ ପାରିବାରିକ କଳହରୁ ଅଘଟଣ। ମାଆ ରଶ୍ମିତା ଗୌଡ଼ ନିଜର ବଡ଼ ଝିଅ ଗୁଞ୍ଜନ, ସାନ ଝିଅ ଆଲିସା...
ରାଜଧାନୀରେ ଭିନ୍ନ ଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା
ସାବଧାନ ରାଜଧାନୀରେ ମାତିଛନ୍ତି ଲୁଟେରା। CCTVରେ କଏଦ ହେଲା ଲାଇଭ୍ ଲୁଟ୍








