Tag: #odisha news makers
ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁଙ୍କ ସଂଖ୍ୟା ୨କୁ ବୃଦ୍ଧି
ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ଓ ୨ଟି ମାଇ ହାତୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଗୋଟିଏ ଶାବକ ଟ୍ରେନ୍ ଧକ୍କାରେ ଆହତ ହୋଇଛି
୫ଟି ସଚିବଙ୍କ ଅନୁଗୁଳ ଗସ୍ତର ଆଜି ଦ୍ବିତୀୟ ଦିନ
୫ଟି ସଚିବଙ୍କ ଅନୁଗୁଳ ଗସ୍ତର ଆଜି ଦ୍ବିତୀୟ ଦିନ । ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏହିକ୍ରମରେ ଆଠମଲ୍ଲିକ ଷ୍ଟାଡିଅମରେ...
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏଆଇ ବ୍ୟବହାର ହେଉନି ତ?: ସମୀର ମହାନ୍ତି
ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ସମାଲୋଚନା କଲା ବିଜେପି
ପୋଲସରା: ବିଷ ପିଇ ନାବାଳିକା ମୃତ, ପୋଲିସ ଜବତ କଲା ଶବ
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଚଢିଆପଡା ଗାଁରେ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ। ସୋମବାର ସନ୍ଧ୍ୟାରେ ଘରେ ରଖାଯାଇଥିବା ଚାଉଳ ପୋକମରା ବିଷାକ୍ତ ଔଷଧ ଖାଇଦେଇ...
ସାନିଟାଇଜରରେ ନିଆଁ ଲାଗି ବିସ୍ଫୋରଣ, ୨ ଭଉଣୀ ଗୁରୁତର
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଚୁଲି ଜଳୁଥିବା ବେଳେ ପାଖରେ ଥିବା ସାନିଟାଇଜର ଡବାରେ ଅଗ୍ନି ସଂଯୋଗ ହୋଇଯିବାରୁ ବିସ୍ପୋରଣ...
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୪ ମୃତ
ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି
ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ: ଧର୍ମେନ୍ଦ୍ର...
ଉତରକାଶୀରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଦୈନନ୍ଦିନ ପୂଜାର୍ଚ୍ଚନା ସୁଚାରୁରୂପେ କରିବା ପାଇଁ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା...
ଖୋଲିବ କି ରତ୍ନଭଣ୍ଡାର?
ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛି ମନ୍ଦିର ପ୍ରଶାସନ ।
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ : ଆଜି ୬୯୭ଟି ଆସନରେ ସାନି ମତଦାନ
ପଶ୍ଚିମବଙ୍ଗର ୧୯ଟି ଜିଲ୍ଲାର ୬୯୭ଟି ବୁଥରେ ଆଜି ପୁନଃ ମତଦାନ ହେଉଛି । ରାଜ୍ୟରେ ଶନିବାର ପଞ୍ଚାୟତ ନିର୍ବାଚନ ବେଳେ ବ୍ୟାପକ ହିଂସା ଘଟିଥିଲା
ଓଟିପି ସେୟାର ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଓଟିପି ସେୟାର ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ
ଅନୁଗୁଳ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍
ଅନୁଗୁଳ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ତାଳଚେରରେ ପହଞ୍ଚିବା ପରେ ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି 5T ସଚିବ
ଟ୍ରେନ୍ରେ କଟି ଯୁବକ ମୃତ
ଟ୍ରେନ୍ରେ କଟି ଯୁବକଙ୍କ ମୃତ୍ୟୁ। ଟାଟା ବାଦାମପାହାଡ଼ ଭାୟା ଗୋରୁମହିସାନି ଟ୍ରେନରେ ଅଁଳାଯୋଡି ଜଙ୍କସନ ନିକଟରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି
ବନ୍ଧୁକ କାରବାର କରୁଥିବା ୬ ଅପରାଧୀ ଗିରଫ
ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ଜିଲ୍ଲାରେ ବନ୍ଧୁକ ସାମ୍ରାଜ୍ୟ ଚଳାଇଥିବା ଗ୍ୟାଙ୍ଗକୁ ଠାବ କରିଛି ପୁଲିସ ।
ଏବେ ‘ଗେରୁଆ’ ରଙ୍ଗରେ ବନ୍ଦେ ଭାରତ ଟ୍ରେନ୍
ବନ୍ଦେ ଭରତ ଟ୍ରେନକୁ ଏବେ ଗେରୁଆ ରଙ୍ଗରେ ଦେଖିବାକୁ ମିଳିବ। ରେଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭାରତରେ ନିର୍ମିତ ଏହି ସେମି ହାଇ ସ୍ପିଡ୍ ଟ୍ରେନର ୨୮ତମ ରେକ୍...
ସାଇବର ଠକେଇ:ଆକାଉଣ୍ଟରୁ ପୋଛି ହୋଇଗଲା ୪୩ ଲକ୍ଷ
ସାଇବର ଲୁଟେରାଙ୍କ ମାୟା ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର। କ୍ରିପ୍ଟୋ କରେନ୍ସି ଲୋଭ ଯୋଗୁ ଖାଲି ହୋଇଗଲା ଆକାଉଣ୍ଟ। ଉଭୟଙ୍କ ଆକାଉଣ୍ଟରୁ ପୋଛି ହୋଇଗଲା ୪୩...
ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ରାଜ୍ୟପାଳ
ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି
୬ଟି ଜିଲ୍ଲାରେ ବିଜେଡିର ନୂଆ ସଭାପତି
୬ଟି ଜିଲ୍ଲାରେ ନୂଆ ବିଜେଡି ସଭାପତିଙ୍କୁ ନିଯୁକ୍ତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।








