Tag: #odisha news makers

Politics

ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି

Puri

ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଅଳଙ୍କାର ଗଣତି

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

Sambalpur

୩ ହାତୀଙ୍କ ମୃତ୍ୟୁ

ରେଢ଼ାଖୋଲ ବନାଞ୍ଚଳରେ ୩ ହାତୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି

Politics

ପଦ୍ମ ଧରିଲେ କୈଳାଶ ଗେହଲଟ

ପଦ୍ମ ଧରିଲେ କୈଳାଶ ଗେହଲଟ । ଆଜି ସକାଳେ ବିଜେପି କାର୍ୟ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ

Politics

ଅଫେରା ପଥରେ ଚାଲିଗଲେ ସମୀର ଦେ

କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି

Bhubaneswar

ରାଜଧାନୀରେ କଳ୍କୀ ଅବତାରରେ ଶିଶୁ ବାବା : ମାମଲା ରୁଜୁ କଲା ଶିଶୁ...

ଖଣ୍ଡଗିରି ଅଞ୍ଚଳରେ ଜଣେ ନାବାଳକଙ୍କୁ କଳ୍କୀ ଅବତାର କହି ପୂଜା କରିବା ପ୍ରସଙ୍ଗ ଏବେ ତେଜିବାରେ ଲାଗିଲାଣି

State

ଭିଜିଲାନ୍ସ ଜାଲରେ ଫସିଲେ ଡେପୁଟି ଜେନେରାଲ ମ୍ୟାନେଜର୍‌

ଭିଜିଲାନ୍ସ ଜାଲରେ  ଆଉ ଜଣେ ସରକାରୀ ବାବୁ

National

ବ୍ରାଜିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମୋଦୀଙ୍କୁ ମିଳିଲା ନାଇଜେରିଆର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ

Politics

ମୁଖ୍ୟମନ୍ତ୍ରୀଙ୍କ ସିଂଗାପୁର ଗସ୍ତକୁ ନେଇ ବିଜେଡିର ପ୍ରତିକ୍ରିୟା

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର

Bhubaneswar

ରାଜଧାନୀରେ ଉଭା ହୋଇଛନ୍ତି କୁନି ବାବା

ବୟସ ପାଖାପାଖି ୧୦ ରୁ ୧୨ ବର୍ଷ। ଠିକ୍ ବାବା ସାରଥୀଙ୍କ ଭଳି ଠାଣି। ପାଦରେ ବିଛା ହୋଇଛି ତୁଳସୀ ପତ୍ର।

National

ଛତିଶଗଡରେ ଯବାନଙ୍କୁ ବଡ ସଫଳତା, ଟଳିଲେ ୫ ମାଓବାଦୀ

ଛତିଶଗଡ ଯବାନଙ୍କୁ ବଡ ସଫଳତା ମିଳିଛି

Sports

ପୁଣି ଥରେ ବାପା ହେଲେ ରୋହିତ ଶର୍ମା

ପୁଣି ଥରେ ବାପା ହେଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା

State

୧୦ଡିଗ୍ରି ତଳକୁ ଖସିଲା ପାରଦ

ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଆଜି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ଘୁ.ଉଦୟଗିରି ଅଞ୍ଚଳରେ

State

ରାଜ୍ୟରେ ଖୋଲିବ ଆଉ ୩ଟି ଓମଫେଡ ପ୍ଲାଣ୍ଟ

ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ

State

ଓମଫେଡ଼ ପ୍ଲାଣ୍ଟକୁ ଜଗିବ CCTV;ମାର୍କେଟକୁ ଆସିବ ପାଣି, ଚକୋଲେଟ୍

ଓମଫେଡ଼ରେ କ୍ୱାଲିଟି ଓ କ୍ବାଣ୍ଟିଟି ପାଇଁ ପ୍ଲାଣ୍ଟ ଜଗିବ ସିସିଟିଭି

State

ଡ୍ରୋନ କହିବ ଜଙ୍ଗଲରେ କେତେ ଅଛନ୍ତି ହାତୀ ?

ଡ୍ରୋନ୍ ଜରିଆରେ ହାତୀ ଉପରେ ନଜର

Baleswar

ଖତ ଗଦାରୁ ଲକ୍ଷ ଲକ୍ଷ ଟଙ୍କା ଉଦ୍ଧାର

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି।

State

ପ୍ରଥମ ଶିକାର କଲା ବାଘୁଣୀ ଜିନ୍ନତ

ଶିମିଳିପାଳରେ ପହଂଚି ପ୍ରଥମ ଶିକାର କରିଛି ବାଘୁଣୀ ଜିନ୍ନତ