Tag: #odisha news makers
ଅଭିଯୋଗ ଶୁଣାଣି ନେଇ ବଡ଼ ସୂଚନା ଦେଲେ ପ୍ରଭାତୀ ପରିଡ଼ା
ବିଜେବି ସରକାରରେ ଆରମ୍ଭ ହୋଇ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ଓଏଏସ ଅଫିସର ସ୍ତରରେ ବଡଧରଣର ଅଦଳ ବଦଳ
ଆଜି ରାଜ୍ୟ ସରକାର ୨୬ ଓଏଏସ ଅଧିକାରୀଙ୍କ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି
ସାପ କାମୁଡାରେ କାଉଡିଆ ମୃତ
ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ନିକଟରେ ସାପ କାମୁଡାରେ ଚାଲିଗଲା କାଉଡିଆଙ୍କ ଜୀବନ।
ସେମି-ଫାଇନାଲ ପୂର୍ବରୁ ବଢ଼ିଲା ଟେନସନ
ଫ୍ୟାରିସ୍ ଅଲିମ୍ପିକ୍ସ ହକି ସେମି-ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା
ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ
ଆଜି ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ
କୋରବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ଛତିଶଗଡ଼ର କୋରବାରୁ ବିଶାଖାପାଟଣାରେ ପହଞ୍ଚିଥିବା କୋରବା ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ
ଅଭିନୟ ଦୁନିଆରୁ ଅବସର ନେବେ କି ଅମୀର ଖାନ
ବଲିଉଡ ଅଭିନେତା ଅମୀର ଖାନଙ୍କ ଶେଷ ଫିଲ୍ମ ହେଉଛି 'ଲାଲ ସିଂ ଚଡ୍ଡା'
ବସ୍-କାର୍ ମୁହାଁମୁହିଁ ଧକ୍କା; ୭ ମୃତ, ୨୫ରୁ ଅଧିକ ଆହତ
ଭୟଙ୍କର ଦୁର୍ଘଟଣା । ବସ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍
ପ୍ୟାରିସ ଅଲିମ୍ପିକ୍ସରୁ ବଡ ଝଟକା
ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସର ଷଷ୍ଠ ଦିନ କିଛି ଭଲ ଏବଂ ଖରାପ ଖବର ଆଣିଥିଲା
୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ
ଚଳିତ ବର୍ଷ ଜୁଲାଇ ୩୦ସୁଦ୍ଧା ବିଏମ୍ସି ଅଞ୍ଚଳରେ ମୋଟ ୧୦ ହଜାର ୪୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି
ମଧୁମିତାଙ୍କ ଡାଏରୀ ଜବତ କଲା ପୁଲିସ
ଭୁବନେଶ୍ୱରରେ ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ମାମଲାରେ ଦିନିକିଆ ରିମାଣ୍ଡରେ ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନା
ବିଜେପିରେ ଯୋଗଦେଲେ ମମତା ମହାନ୍ତ
ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି।
ଛତିଶଗଡ଼ରୁ ଭାସି ଓଡ଼ିଶାରେ ଲାଗିଲେ ମହିଳା
ମହାନଦୀର ଅକାତ କାତ ପାଣି ଏବେ କୂଳ ଲଂଘୁଛି। ପ୍ରଖର ପାଣି ସ୍ରୋତର ଘୁଁ ଘୁଁ ଗର୍ଜନ ଦେଖୁଥିବା ଲୋକ ମନରେ ଛନକା ପଶାଇ ଦେଉଛି








