Tag: #odisha news makers
ଯାଜପୁର ବିଧାନସଭା ଆସନରୁ ପୁଣି ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି...
ଯାଜପୁରର ତିନି ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ ପରେ ମୁହଁ ଖୋଲିଛନ୍ତି ପ୍ରଣବ ପ୍ରକାଶ ଦାସ
ଆଗକୁ ବିଜେପିରେ ମିଶିବେ ବହୁ ବିଜେଡି ନେତା:ମନମୋହନ ସାମଲ
ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ବିଜେଡି ନେତା
ମିଛ କହି ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି: ନବୀନ ପଟ୍ଟନାୟକ
ବିଜେଡି ପଦଯାତ୍ରା ଶୁଭାରମ୍ଭ ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ନବୀନ ପଟ୍ଟନାୟକ
ଲୁହା କଡ଼େଇ ବ୍ୟବହାର କରାଯିବାକୁ ନେଇ ଚାରିଆଡ଼େ ନିନ୍ଦା:ପାଳିଆ ସେବକ...
ଶ୍ରୀମନ୍ଦିର ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି
ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଫିସର
ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଧିକାରୀ
ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟରୁ ଜଣାପଡ଼ୁଛି, ସେ ଓଡ଼ିଶାରେ ଅଶାନ୍ତି...
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି
ଟେଣ୍ଡର ମାଧ୍ୟମରେ ବିକ୍ରି ହେବ ଅର୍ପଣ ଚାଉଳ: ଜିଲ୍ଲାପାଳ
ବିକ୍ରି ହେବ ଅର୍ପଣ ଚାଉଳ। କ୍ଵିଣ୍ଟାଲ କ୍ଵିଣ୍ଟାଲ କି ଦୁଇ କ୍ଵିଣ୍ଟାଲ ନୁହେଁ, ପୁରା ୧୦ ହଜାର କ୍ଵିଣ୍ଟାଲ ଅର୍ପଣ ଚାଉଳ ବିକ୍ରି ହେବା ନେଇ ସୂଚନା ଦେଇଛନ୍ତି...
କଟକର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ ଜଗମୋହନ ମୀନା
କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନା
ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ...
ପାର୍ବଣ ପୂର୍ବରୁ ବଦଳିଲେ ଟୁଇନ୍ ସିଟି କମିଶନର
ଭରତପୁର ଥାନା ଘଟଣା; ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ...
ଭରତପୁର ଥାନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପ୍ରସଙ୍ଗ
ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର
ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ବାବଦରେ ସୂଚନା ଦେଇଛନ୍ତି
ସବ୍ୟସାଚୀଙ୍କ ନୂଆ ସିନେମା 'ରାଣ୍ଡୀପୁଅ ଅନନ୍ତା'
ଓଲିଉଡ୍ ଚକୋଲେଟ୍ ବୟ ସବ୍ୟସାଚୀ ମିଶ୍ରଙ୍କ ଆଉ ଏକ ମୌଳିକ କାହାଣୀ ଭରା ନୂଆ ଓଡ଼ିଆ ସିନେମାର ଶୀର୍ଷକ ଘୋଷଣା ହୋଇଛି








